Browsing Tag

odisha highcourt

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ ହୋଇଛି । ଏହି ରାୟକୁ ହାଇକୋର୍ଟ ସଂରକ୍ଷିତ ରଖିଛନ୍ତି । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ…

ହାଇକୋର୍ଟରେ ଦୁଇ ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି

କଟକ (କେନ୍ୟୁଜ): ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି। ହାଇକୋର୍ଟରେ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶିବ ଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା । ଏହି ଦୁଇ ବିଚାରପତିଙ୍କ ଯୋଗଦାନ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ ରେ ପହଞ୍ଚିଛି। ହାଇକୋର୍ଟର…

ମିଳିଲାନି ଉପଯୁକ୍ତ ପ୍ରମାଣ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ୨୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ନିମ୍ନ ଅଦାଲତରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୨୮ଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୋର୍ଦ୍ଧା…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବଦନାମ କରିବାକୁ କହିଁକି କରାଯାଉଛି ହୀନ ଚକ୍ରାନ୍ତ?

କଟକ (କେନ୍ୟୁଜ୍):  ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବଦନାମ କରିବାକୁ ହୀନ ଚକ୍ରାନ୍ତ ହୋଇଥିବା କହିଛନ୍ତି ହାଇକୋର୍ଟ ରେଜିଷ୍ଟ୍ରୀ । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧରଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନଙ୍କ ଫଟୋକୁ ଯେଭଳି ଚିତ୍ରଣ କରାଯାଇଛି ତାକୁ ମିଥ୍ୟା…

ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କୁ ନିଯୁକ୍ତି

କଟକ(କେନ୍ୟୁଜ) : ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କୁ ନିଯୁକ୍ତି ମିଳିଛି। ଦୁଇ ନୂଆ ବିଚାରପତିଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪ ରେ ପହଁଚିବ। ଓଡିଶା ହାଇକୋର୍ଟଙ୍କ…

ଲିଭ-ଇନ ପରେ ଜନ୍ମ ହେଲା ଝିଅ, ଏବେ ପ୍ରେମିକକୁ ଛାଡ଼ି ଅନ୍ୟ ଜାଗାରେ ବାହା ହେବାକୁ ତୟାର ପ୍ରେମିକା; ନ୍ୟାୟ ପାଇଁ…

କଟକ : ୪ ବର୍ଷର ଲିଭ ଇନ ରିଲେସନସିପରେ ରହିବା ଭିତରେ କନ୍ୟା ସନ୍ତାନ ଜନ୍ମ ହୋଇଥିଲା, କିନ୍ତୁ ଏବେ ମା ଛୁଆକୁ ଆପଣାଇବାକୁ ନାରାଜ, ଏମିତିକି ପ୍ରେମିକକୁ ମଧ୍ୟ ମିଥ୍ୟା ଅଭିଯୋଗରେ ଫସାଇବାକୁ ଧମକ ଦେଉଛି, ଏନେଇ ସମ୍ପୃକ୍ତ ପ୍ରେମିକଙ୍କ ଅଭିଯୋଗ ଆଧାରରେ ୧୦ ଦିନ ମଧ୍ୟରେ ଆଇନ ଅନୁଯାୟୀ…

ରାଜ୍ୟରେ ବରିଷ୍ଠ ଜୁଡିସିଆଲ୍‌ ଅଫିସରଙ୍କ ବଡ ଧରଣର ଅଦଳବଦଳ, ୭୭ଜଣ ଜିଲ୍ଲା ଜଜ୍‌ ଓ ୧୧ଜଣ ସିନିୟର ସିଭିଲ୍‌ ଜଜ୍‌ଙ୍କ…

କଟକ(କେନ୍ଯୁଜ୍): ରାଜ୍ୟରେ ବରିଷ୍ଠ ଜୁଡିସିଆଲ୍‌ ଅଫିସରଙ୍କ ବଡ ଧରଣର ଅଦଳବଦଳ। ୭୭ଜଣ ଜିଲ୍ଲା ଜଜ୍‌ ଓ ୧୧ଜଣ ସିନିୟର ସିଭିଲ୍‌ ଜଜ୍‌ଙ୍କ ବଦଳି ହୋଇଛି। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିଶିର କୁମାର ରଥଙ୍କୁ ଦେବୋତ୍ତର କମିଶନର ଭାବେ ଅବସ୍ଥାପିତ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା -୨୦୦୬ ପ୍ରସଂଗରେ ସ୍ୟାଟ୍‌ଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ

କଟକ(କେ ନ୍ୟୁଜ):  ଓଡ଼ିଶା ସିଭିଲ ସର୍ଭିସ-୨୦୦୬ ପରୀକ୍ଷା ପ୍ରସଂଗରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ-ସ୍ୟାଟ୍‌ଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ପୂର୍ବରୁ ସ୍ୟାଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି…

ପୌର ନିର୍ବାଚନ ମାମଲା: ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ (କେନ୍ୟୁଜେ): ପୌର ନିର୍ବାଚନ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ନିର୍ବାଚନ କମିଶନଙ୍କୁ ନୋଟିସ୍‌ ଜାରି ହୋଇଛି । ୩ଟି ପୃଥକ ମାମଲାର ଏକତ୍ର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ…