Browsing Tag

odisha police

କର୍ମଚାରୀଙ୍କୁ ରୋକ୍‌ଠୋକ୍ କହିଲେ ପୋଲିସ୍ କମିଶନର୍‌, ଫିଟ୍‌ନେସ୍ ନଥିଲେ ଚାକିରି ଯିବ

ପୋଲିସ କର୍ମଚାରୀଙ୍କ ଉଚ୍ଚତା ଏବଂ ଓଜନ ସଠିକ୍‌ ରହିଲେ ହିଁ ଚାକିରି ରହିବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଓଜନ ଓ ଉଚ୍ଚତା ମାପ କରାଯାଇ ଜଣାଇଦିଆଯିବ। କମିଶନରେଟ ପୋଲିସକୁ ଫିଟନେସ ଚିନ୍ତା । ଏଣିକି ପୋଲିସ କର୍ମଚାରୀ ସୁସ୍ଥ, ସବଳ ଓ କର୍ମଠ ରହିବା ଉପରେ ଦିଆଯାଇଛି…

ଆଜିଠୁ ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ, ସମ୍ପୂର୍ଣ୍ଣ ବିଲ୍‌ଡିଂକୁ କରାଯିବ ବିଶୋଧନୀକରଣ

ଭୁବନେଶ୍ବର: ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ। ଶନିବାର ଓ ରବିବାର ଦୁଇ ଦିନ ପୋଲିସ ସେବା ଭବନ ବନ୍ଦ ରହୁଥିବାରୁ ଏହି ସମୟରେ ଏଠାରେ ସାନିଟାଇଜ୍‌ କରାଯିବ । ଆଜି ସକାଳ ୯ଟାରୁ ଆସନ୍ତାକାଲି ପର୍ଯ୍ୟନ୍ତ କୌଣସି ପୋଲିସ କର୍ମଚାରୀ କିମ୍ବା ସାଧାରଣ ଲୋକ ପୋଲିସ ଭବନକୁ ନଆସିବାକୁ…

ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା, ଘୋଷଣା କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର: ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା । ସେଗୁଡିକ ହେଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ । ଏହାକୁ ମିଶାଇ ରାଜ୍ୟରେ ଆଉ ୧୧ ଜିଲ୍ଲା ମାଓ ମୁକ୍ତ ବୋଲି ଘୋଷଣା କରିଛନ୍ତି ପୋଲିସ ଡିଜି ଅଭୟ । ୨୦୧୮ରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ…

କରୋନା ମୁକାବିଲାରେ ସାମିଲ ହେବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ମିଳିବ ପୁନଃ ନିଯୁକ୍ତି, ୮୬ଟି ଜେଲରୁ ୭୨୫୫…

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ୨୩୯୪ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଆଉ ଥରେ ପୁନଃ ନିଯୁକ୍ତି ମିଳିବ। ଏମାନଙ୍କୁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଭାବେ ଠିକା ନିଯୁକ୍ତି ଦିଆଯିବ। କୋଭିଡ଼-୧୯ ମୁକାବିଲା କ୍ଷେତ୍ରରେ ପୋଲିସ ବିଭାଗର ମାନବସମ୍ବଳକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି…

ପୋଲିସ୍ ସବଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ତେଲୁଗୁ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବ୍, ସୋସିଆଲ୍ ମିଡିଆରେ…

ମାଲକାନଗିରି: ପୋଲିସ୍ ସବଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର ଚିରଞ୍ଜିବ । ସାରା ଦେଶରେ ଲକ୍ ଡାଉନ୍ ନିୟମ ପାଳନ ହେଉଥିବାବେଳେ ନିରାଶ୍ରୟ ତଥା ଅସହାୟ ବ୍ଯକ୍ତିମାନଙ୍କ ପ୍ରତି ସଦୟ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ପୋଲିସ୍ ବିଭାଗର ଅନେକ କର୍ତ୍ତବ୍ଯରତ କର୍ମଚାରୀ । ଏହି…

ରାଉରକେଲା ନାଲା ରୋଡରେ ପୋଲିସ୍ ଉପରକୁ ପଥର ମାଡ ସହ ବ୍ଯାରିକେଡ ଭାଙ୍ଗିଲେ ଲୋକେ

ରାଉରକେଲା : ଆଜି ନାଲା ରୋଡରେ ପୋଲିସ୍ ଉପରକୁ ପଥର ମାଡ ହୋଇଥିବା ସୂଚନା ମିଳିଛି । କୌଣସି କାରଣରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାଫଳରେ କିଛି ଲୋକ ପଥର ମାଡ କରିବା ସହ ବ୍ଯାରିକେଡ ଭାଙ୍ଗିଦେଇଥିଲେ। ଏନେଇ ଖବର ପାଇବା ପରେ ନାଲା ରୋଡକୁ ଅଧିକ ସଂଖ୍ଯକ ପୋଲିସ୍ ଫୋର୍ସ ଆସି…

ରମଜାନ୍ ପାଇଁ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ୍ ଡିଜି ଅଭୟ

ଭୁବନେଶ୍ବର: ରମଜାନ୍ ପାଇଁ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ୍ ଡିଜି ଅଭୟ । ଏହି ପବିତ୍ର ମାସ ହେଉଛି ଦୟା,କ୍ଷମା ଓ ମାନବିକତାର ମାସ। କରୋନା ପରିସ୍ଥିତି ଯୋଗୁଁ ସାମାଜିକ ଦୂରତା ରକ୍ଷା କରିବା ସହିତ ରିତୀନିତୀରେ ପବିତ୍ର ରମଜାନ୍ ପାଳନ କରିବାକୁ ସେ ଆହ୍ବାନ କରିଛନ୍ତି ।…

କେନ୍ଦ୍ରର ନିର୍ଦ୍ଦେଶନାମା ପରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟା, କହିଲେ‘ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ଭୁବନେଶ୍ବର: ଦେଶରେ ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କହିଛନ୍ତିି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ । ସ୍ଥାନୀୟ ପରିସ୍ଥିତି…

ବନମାଳୀପୁୁର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି: ରାତିରେ ବାହାରେ ବୁଲୁଥିବାରୁ ଯୁବକଙ୍କ ଉପରେ ରାଗିଗଲେ ବାବୁ, ମୁଣ୍ଡରେ…

ନିଆଳି: ବାଲିପାଟଣା ବନମାଳୀପୁୁର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି । ରାତିରେ ଯୁବକ ବାହାରେ ବୁଲୁଥିବାରୁ ପଞ୍ଚମକୁ ଚଢିଗଲା ରାଗ । ମୁଣ୍ଡରେ ସର୍ଭିସ୍‌ ରିଭରଭର ଲଗାଇ ଉଡାଇ ଦେବାକୁ ଧମକ ଦେଲେ । ଏହା ସହ ଅଶ୍ଳୀଳ ଭାଷାରେ ଧମକ ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ରାତିରେ ଯୁବକ ନିଜ…

ବଡଚଣାର ପୂର୍ବତନ IICଙ୍କ ନାଁରେ ଆଉ ଏକ ମାମଲା, ଘରୋଇ ଗାଡିରେ ଲଗାଇଥିଲେ ଅରେଞ୍ଜ ଲାଇଟ୍

ଯାଜପୁର: ବଢୁଛି ନିଲମ୍ବିତ ବଡ଼ଚଣା ଆଇଆଇସି ଦୀପକ ଜେନାଙ୍କ ପାଇଁ ଅଡୁଆ । ତାଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଆଇନ ଉଲ୍ଲଂଘନ ପାଇଁ ବଡ଼ଚଣା ଥାନାରେ ମାମଲା ରୁଜୁ ହୋଇଛି । ବେଆଇନ ଭାବେ ଘରୋଇ ଗାଡ଼ିରେ ଅରେଞ୍ଜ ଲାଇଟ୍‌ ଲଗାଇ ଚଳପ୍ରଚଳ କରୁଥିବାରୁ ଆଇପିସି ଧାରା-୧୬୬, ୧୬୬(A) ଓ ୧୭୧ରେ…

କରୋନା ଯୁଦ୍ଧରେ ନିଜର କର୍ତ୍ତବ୍ୟକୁ ଏମିତି ତୁଲାଇଲେ ସୁନ୍ଦରଗଡର ଏହି ମହିଳା କନଷ୍ଟେବଳ, ପ୍ରଶଂସା ନକରି ରହିପାରିଲେନି…

ସୁନ୍ଦରଗଡ: ଏହିପରି ଜଣେ କରୋନା ଯୋଦ୍ଧାଙ୍କୁ ସଲାମ୍ | ପ୍ରଥମେ କର୍ତ୍ତବ୍ୟ ଆଉ ତା’ପରେ ଯାଇ ଅନ୍ୟ କିଛି | ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶାର ସୁନ୍ଦରଗଡର ଜଣେ ମହିଳା କନଷ୍ଟେବଳ । ବିବାହ ଅପେକ୍ଷା ପୋଲିସ କନଷ୍ଟେବଳ ସୁନୀତା ଅଦା ଡ୍ୟୁଟିକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଛନ୍ତି |…

କଟକଣା ଭାଙ୍ଗି ଶ୍ରୀମନ୍ଦିରକୁ ପ୍ରବେଶ ଘଟଣା: ବଡ଼ଚଣା ଆଇଆଇସି ଦୀପକ କୁମାର ଜେନାଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି

ପୁରୀ:କଟକଣା ଭାଙ୍ଗି ଶ୍ରୀମନ୍ଦିରକୁ ଆଇଆଇସି ପ୍ରବେଶ ଘଟଣା । ବଡ଼ଚଣା IIC ଦୀପକ କୁମାର ଜେନା ନିଲମ୍ବିତ ହୋଇଛନ୍ତି। ନିଲମ୍ବନ କଲେ ପୋଲିସ ଡିଜି ଅଭୟ । ପୁରୀ ସ୍ୱର୍ଗଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।