Browsing Tag

odisha Weather

ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରପ ଲାଇନ୍, ପ୍ରଭାବରେ ଆଜି ବି ଉପକୂଳ ସମେତ ବିଭିନ୍ନ ସ୍ଥାନରେ ହେବ ବର୍ଷା!

ଭୁବନେଶ୍ବର: ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ବର୍ଷା । ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରପ ଲାଇନ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି । ଆଜି ଉପକୂଳ ସମେତ ବିଭିନ୍ନ ସ୍ଥାନରେ ବର୍ଷିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯଇଛି। ଆସନ୍ତା ୨ରୁ ୩ ଦିନ…

ଆହୁରି ବର୍ଷିବ! ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆହୁରି କଷ୍ଟ ଦେବ ଅଦିନିଆ ବର୍ଷା । ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଆଜି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ଓ ବିଜୁଳି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।…

ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟରେ ଆହୁରି ୪୮ଘଣ୍ଟା…

ଭୁବନେଶ୍ବର: ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି ୪୮ଘଣ୍ଟା ଧରି ଏଭଳି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର…

ଆସନ୍ତାକାଲିଠୁ ୮ଯାଏ ରାଜ୍ୟରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହେବ ବର୍ଷା, ୫ ତାରିଖରେ ୧୦ଟି ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ଆସନ୍ତା ୯ ତାରିଖରୁ ରାଜ୍ୟରେ ବଢିବ ତାତି। ୩ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ରହିବା ସହ କେତେକ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଆଜିଠୁ ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା! ୫ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆହୁରି ୪୮ଘଣ୍ଟା ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୫ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା, ପୁରୀ ସହ ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ,…

ଆଉ ଦୁଇ ଦିନ ଜାରି ରହିବ ଶୀତ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ସେଲସିୟସ୍ ରେକର୍ଡ

ଭୁବନେଶ୍ବର(କେନ୍ୟୁଜ୍): ଫେରିଲା ଶୀତ । ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଶୀତ ଫେରିଛି । କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନ ଜୀବନକୁ ଅସ୍ତବ୍ୟବସ୍ତ କରିଛି । ତେବେ ଆଉ ଦୁଇ ଦିନ ଏଭଳି ଶୀତ ଜାରି ରହିବ। ଆଗାମୀ ୭ଦିନ ପାଗ ଶୁଖିଲା ରହିବା ସହ ୪ଟି ଜିଲ୍ଲାରେ ପ୍ରବଳ ଶୀତ…

ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଫେରିଛି ଶୀତ, କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନକୁ କରିଛି…

ଭୁବନେଶ୍ବର: ଫେରିଲା ଶୀତ । ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଶୀତ ଫେରିଛି । କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି । ଶୀତର ମାତ୍ରା ଏତେ ଅଧିକ ରହିଛି ଯେ,ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ପାଗ ଅନୁକୂଳ ନଥିବାରୁ ଚାଷୀ ମଧ୍ୟ ନାହିଁ ନଥିବା…

ଛାଡିଲା ଅଦିନିଆ ବର୍ଷା: ଆଉ ତିନି ଦିନ ଥରାଇବ ଥଣ୍ଡା, ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଛାଡିଲା ବର୍ଷା, ବଢିବ ଶୀତ। ଆଉ ତିନି ଦିନ ଥରାଇବ ଥଣ୍ଡା। ତାପମାତ୍ରା ୩ରୁ ୫ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ବାଲେଶ୍ୱର, ଅନୁଗୁଳ, କଟକ, ସୋନପୁର ଓ…

ବିହାର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଅଦିନିଆ ବର୍ଷା, ଆହୁରି ୪୮ଘଣ୍ଟା…

ଭୁବନେଶ୍ବର: ବିହାର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଅଦିନିଆ ବର୍ଷା । ରାଜ୍ୟରେ ଗତ ୨ ଦିନ ଧରି ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି । ଆହୁରି ୪୮ଘଣ୍ଟା ମେଘୁଆ ପାଗ ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାର…

ଦୁଇ ଦିନ ଭିତରେ କମିବ ଶୀତ, ଆଜି ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ବର: କମୁଛି ଶୀତ, ବଢିବ ତାପମାତ୍ରା । ପୂର୍ବ ଅପେକ୍ଷା ୨ରୁ ତିନି ଡିଗ୍ରୀ ତାପାମତ୍ରା ବୃଦ୍ଧି ହୋଇଛି । ଦିନେ ଦୁଇ ଦିନ ଭିତରେ ଶୀତ ଆହୁରି କମିବ । ଫଳରେ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି…

ଭିଜିବ ବଡଦିନ: ୨୫ ଓ ୨୬ ଦୁଇ ଦିନ ଧରି ଝିପି ଝିପି ବର୍ଷା! ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି

ଭୁବନେଶ୍ବର: ବଡ ଦିନକୁ ଭିଜାଇବ ବର୍ଷା। ୨୫ ଓ ୨୬ ଦୁଇ ଦିନ ଧରି ଝିପି ଝିପି ବର୍ଷା ହେବ। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ଫିକା ପଡିପାରେ ବଡ ଦିନ। ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଶୀତ ସାଙ୍ଗକୁ ଘନ କୁହୁଡି ମଧ୍ୟ ଆଛାଦିତ ହୋଇ ରହିବ ବୋଲି…

ଆସୁଛି ଆଉ ଏକ ଲଘୁଚାପ,ଆସନ୍ତା ୩ ତାରିଖରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର(କେନ୍ୟୁଜ୍): ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ୩ରୁ ୪ ଦିନ ଧରି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ…