Browsing Tag

odisha

ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ପହଞ୍ଚିଲା ୪୧୪ରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉ ନାହିଁ । ଏଇମାତ୍ର ମିଳିଥିବା ସୂଚନା ଅନୁସାରେ ଆଉ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଏବଂ ବୌଦ୍ଧରୁ ଜଣେ…

ଅନୁଗୁଳରେ ପଶିଲା କରୋନା, ରାଜ୍ୟରେ ନୂଆ ୫୮ ଜଣ କରୋନା ରୋଗୀ‌ ଚିହ୍ନଟ

କେନ୍ୟୁଜ ବ୍ୟୁରୋ: ଅନୁଗୁଳରେ ପଶିଲା କରୋନା । ରାଜ୍ୟରେ ଆଉ ନୂଆ ୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରେ ୧୩ଜଣ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ନୂଆ ୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି।…

ଗଞ୍ଜାମରୁ ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି

ଗଞ୍ଜାମ(କେନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି । ଏହାପରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ହୋଇଛି । ତେବେ ଏ ସମସ୍ତେ ସୁରତରୁ ଫେରିଥିବା ଜଣାପଡିଛି ଏବଂ ସମସ୍ତଙ୍କ ନିକଟରେ କରୋନା ଲକ୍ଷଣ ଥିଲା । ଏମାନଙ୍କ ବୟସ…

ଗଂଜାମ ପରେ ପୁଣି ନୟାଗଡ଼, ପ୍ରଥମଥର ପାଇଁ ନୟାଗଡରେ ଜଣେ କରୋନା ରୋଗୀ ଚିହ୍ନଟ

ନୟାଗଡ଼(କେନ୍ୟୁଜ): ଗଞ୍ଜାମ ପରେ ପୁଣି ନୟାଗଡ଼ରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ ସେ ସୁରଟରୁ ଫେରିଥିଲେ ବୋଲି ସୂଚନା ମିଳିଛି । ତେବେ ରାଜ୍ୟରେ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।…

କ୍ୱାରେଣ୍ଟାଇନ୍ ଅବଧି ବଢ଼ିଲା ୨୮ ଦିନକୁ, ପ୍ରେସ୍ ମିଟ୍‌ରେ ସୂଚନା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆମ ରାଜ୍ୟ ଅନେକ ବାତ୍ୟାର ସାମନା କରିଛି । କରୋନା ଓଡ଼ିଶାରେ ଏପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପହଞ୍ଚି ନାହିଁ । ଆଗାମୀ ଜୁନ୍ କିମ୍ବା ଜୁଲାଇରେ ଏଠାରେ କରୋନା ଲ୍ୟାଣ୍ଡଫଲ୍ କରିବ ବୋଲି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ…

ମଦ ପାଇଁ ଥିବା ସ୍ପିରିଟ୍ ସବୁ କଣ ହ୍ୟାଣ୍ଡ ସାନିଟାଇଜରରେ ବଦଳି ଯାଇଛି ? ‘ସମସ୍ତଙ୍କ ଗଳା ଶୁଖି ଯାଉଛି, ସମସ୍ତଙ୍କୁ…

ଆଜ୍ଞା ! ମଦ ପାଇଁ କେମିତି ବିକଳ ହେଉଛନ୍ତି ଆମ ଲୋକେ ସେକଥା ତ ଆପଣମାନେ କାଲି ଠାରୁ ଜାଣି ସାରିଛନ୍ତି । ଆଖିରେ ଦେଖିଛନ୍ତି ଯେ ସରକାର ଦେଉଥିବା ଖାଦ୍ୟ ସାମଗ୍ରୀ ପାଇଁ ଯେତିକି ଭିଡ଼ ନଥିଲା ତା ଠାରୁ ଅଧିକ ଗହଳି ଥିଲା ମଦ ଦୋକାନ ଆଗରେ । ତେବେ ଓଡ଼ିଶାରେ କାହିଁକି ମଦ ଦୋକାନ ଖୋଲିଲା ନାହିଁ ?…

ଗ୍ରୀନ୍‌ ଜୋନ୍‌ରେ ଚାଲିବନି ବସ୍‌, ମାଲିକ ସଂଘ କହିଲା ୫୦ ପ୍ରତିଶତ ଯାତ୍ରୀରେ ଖର୍ଚ୍ଚ ଉଠିବନି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗ୍ରୀନ ଜୋନରେ ଥିବା ଲୋକମାନଙ୍କ ଖୁସିକୁ ପାଣିଚିଆ କରି ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । କେନ୍ଦ୍ର ସରକାର ଗ୍ରୀନ୍‌ ଜୋନ୍‌ରେ ୫୦ ପ୍ରତିଶତ ଯାତ୍ରୀରେ ବସ୍‌ ଚଳାଇବାକୁ କହିଛନ୍ତି । ହେଲେ ଏଥିରେ ରାଜି ନାହିଁ ବସ୍‌ ମାଲିକ ସଂଘ । ତେଣୁ ଆଦୌ ବସ୍‌…

ଯାଜପୁରରୁ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି

ଭୁବନେଶ୍ବର (କେନ୍ୟୁଜ): ରାଜ୍ୟରେ ଆଉ ୫ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଦୁଇ ଜଣ ମହିଳା ରହିଛନ୍ତି ଏବଂ ଏମାନେ ସମସ୍ତେ କୋଲକାତା ଫେରନ୍ତା । ତେବେ ଏହି ୫ ଜଣ ଯାକ…

ଖୋର୍ଦ୍ଧାରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ତେବେ ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି । ଗତକାଲି ରାଜ୍ୟରେ ୭ଟି କରୋନା ପଜିଟିଭ…

ରାଜ୍ୟରେ ପୁଣି ୭ ଜଣ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ପୁଣି ନୂଆ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସୁନ୍ଦରଗଡ଼ରୁ 4 ଜଣ ଆକ୍ରାନ୍ତ ଥିବା ବେଳେ ଆଉ ୩ ଜଣ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ତେବେ ଭଦ୍ରକର ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁର ବ୍ଲକର ହୋଇଥିବା ବେଳେ…

କରୋନାକୁ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ତିନିଟି ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସରକାର ଏହି କଠୋର ନିଷ୍ପତ୍ତି ନେଇଛନ୍ତି । କାରଣ ଗତ କିଛି ଦିନ ଭିତରେ ଏହି ସବୁ ଜିଲ୍ଲା ପଶ୍ଚିମବଙ୍ଗ ଲିଙ୍କରୁ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ବଢ଼ି…

ପାଣିପାଗ : ଉତ୍ତର ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ଉତ୍ତର ଉପକୂଳ ଅଞ୍ଚଳ ସମେତ ପଶ୍ଚିମ ଓଡ଼ିଶାରେ ଆଜି କାଳବୈଶାଖୀର ସମ୍ଭାବନା ରହିଛି । ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ସମେତ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏ…