Browsing Tag

odisha

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତ କଲେ 5T ସଚିବ, କୋଭିଡ଼ ହସପିଟାଲ ସହ ବିଭିନ୍ନ ଦିଗକୁ ନେଇ କରିଛନ୍ତି…

କୋରାପୁଟ/ ମାଲକାନଗିରି/ନବରଙ୍ଗପୁର: କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ ଫାଇଭ୍‌ ଟି ସଚିବ । କୋରାପୁଟ ଜିଲ୍ଲାରେ କୋଭିଡ଼ ହସପିଟାଲ ପରିଦର୍ଶନ କରିଛନ୍ତି ସୁରେଶ ମହାପାତ୍ର ଏବଂ ଭି . କେ ପାଣ୍ଡିଆନ୍‌ । ଏହି ସମୟରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ଓ ସିଡିଏମଓଙ୍କ ବରିଷ୍ଠ ଅଧିକାରୀ । ୪ଟି…

ଆକ୍ରାନ୍ତ ନମ୍ବର ୮୨ ଆସିଥିଲେ ୬୪ ନମ୍ବରଙ୍କ ସଂସ୍ପର୍ଶରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସିଛି ରାଜ୍ୟର ୮୨ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ । ଭଦ୍ରକ ବାସୁଦେବପୁରର ଏହି ବ୍ୟକ୍ତିଙ୍କ ବୟସ ୪୦ ବର୍ଷ । ବାସୁଦେବପୁର ବନ୍ଧସାହିରେ ତାଙ୍କ ଘର । ୬୪ ନମ୍ବର ଆକ୍ରାନ୍ତଙ୍କ ସହ ସେ ସାଙ୍ଗ ହୋଇ ଗାଡ଼ିରେ ଆସିଥିଲେ । ତାଙ୍କ ଠାରୁ ସଂକ୍ରମିତ…

ସରପଞ୍ଚମାନଙ୍କ ଦକ୍ଷତା ଉପରେ ଭରସା କଲେ ନବୀନ : ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ତାଗିଦ, ଫେରିବା ପୂର୍ବରୁ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ନବୀନଙ୍କ ମିଶନ ଗାଁ ସୁରକ୍ଷା। ଲକଡାଉନ୍‌ ଖୋଲିଲେ ଓଡ଼ିଶା ଫେରିବେ ପ୍ରାୟ ୫ ଲକ୍ଷ। ଏଥିପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ। ଏହାକୁ ନେଇ ସରପଞ୍ଚଙ୍କ ସହ କଥା ହୋଇଇନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଆଜି…

ଆଉ ଚାରି ଜଣ ପଜେଟିଭ୍‌ଙ୍କ ଯାତ୍ରା ବିବରଣୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ଚାରି ଜଣ କରୋନା ପଜେଟିଭ୍‌ଙ୍କ ଯାତ୍ରା ବିବରଣୀ ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭୪, ୭୫, ୭୬ ଓ ୭୭ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । ୭୪ ନମ୍ବର ଯାଜପୁର…

କରୋନାରେ ଦୁଇ ଦୁଇଥର ନେଗେଟିଭ୍‌ ଆସିବା ପରେ ମଲଟି ଅର୍ଗାନ୍‌ ଫେଲୁୟର ଯୋଗୁଁ ମୃତ୍ୟୁ ଘଟିଛି ୪୪ ନମ୍ବର ଆକ୍ରାନ୍ତଙ୍କର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ମେଦିନୀପୁରରୁ…

ଦିନ ପାଲଟିଲା ରାତି, ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏଭଳି କଳା ମେଘ ଘୋଟି ଆସିଥିଲା ଯେ ପୂର୍ବାହ୍ନରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା । କେନ୍ଦୁଝରରେ କଳା ବାଦଲ ମାଡ଼ି ଆସି ଚାରିଆଡ଼େ ଅନ୍ଧାର ହୋଇ…

ରାଜ୍ୟରେ ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ, ୭୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି । ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଆକ୍ରାନ୍ତ ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ ଗତକାଲି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମୋଟ ସଂଖ୍ୟା…

ପାଣିପାଗ ସୂଚନା : ଆସନ୍ତାକାଲି ୮ଟି ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ, ବଜ୍ରପାତ ପାଇଁ ଚାଷୀ ଭାଇଙ୍କୁ ସତର୍କ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ପୂର୍ବଦିନ ଗୁଡ଼ିକ ତୁଳନାରେ ରାଜ୍ୟରେ ତାପମାତ୍ରା ଟିକେ କମ୍‌ ଥିଲା । ତେବେ ଆସନ୍ତାକାଲି ପୁଣି କାଳବୈଶାଖୀର ଆଶଙ୍କା ରହିଛି । ସେଥିପାଇଁ ପାଣିପାଗ ବିଭାଗ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ ଦେଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ,…

ସୀମା ସିଲ୍‌, ଚେକିଂ ବି କଡାକାଡି ହେଉଛି ତଥାପି ଗଳାବାଟ ଖୋଜି ନେଉଛନ୍ତି ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିକୁ ୩୦ ଦିନ ହୋଇଗଲା । ରାଜ୍ୟରେ ଲକ୍‌ଡାଉନ୍‌ ରହିଛି କରୋନା ପ୍ରତିରୋଧ ପାଇଁ । ତେବେ ଯେତେ ଜଗିଲେ ବି ଗଳାବାଟ ଦେଇ ଆମ ରାଜ୍ୟରେ ପ୍ରବେଶ କରୁଛି କରୋନା। ଆଉ ଏହାର ବାହାକ ସାଜିଛନ୍ତି ଟାଟା, ମାରୁତି ଭ୍ୟାନ ଓ ମାଲବାହୀ ଟ୍ରକ୍‌ ଆଦି। ଭଦ୍ରକ ଓ ଯାଜପୁର…

ପାଣିପାଗ : ଆଜି ବି ବର୍ଷା ହୋଇଛି, କାଲି ବି ବର୍ଷିବ ବୋଲି ପାଣିପାଗ ବିଭାଗ କହିଛି

ଭୁବନେଶ୍ୱର (କେ ନ୍ୟୁଜ୍‌) : କେଉଁଠି ନରମ ତ କେଉଁଠି ଗରମ । ଏଭଳି ପାଗ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଆଜି ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତେବେ କେନ୍ଦୁଝର ଏବଂ ଉତ୍ତର ଓଡ଼ିଶାର କିଛି ଜାଗାରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ…

ଭୁବନେଶ୍ୱର ସମେତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ, ବିଦ୍ୟୁତ୍‌ ସେବା ବ୍ୟାହତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି । ଜୋରରେ ପବନ ବହିବା ସହ ବର୍ଷା ହୋଇଛି । ତେଣୁ ଭୁବନେଶ୍ୱର ଓ ଅନ୍ୟ କେତେକ ସ୍ଥାନରେ ଗଛ ଉପୁଡ଼ିଥିବା ବେଳେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି । ବାଲେଶ୍ୱର, କଟକ, ଖୋର୍ଦ୍ଧାରେ…

ଚର୍ଚ୍ଚାରେ ଓଡିଶା, ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା କାହିଁକି ସାଜିଲା କରୋନା ଯୁଦ୍ଧରେ…

କରୋନା ମୁକାବିଲାରେ ସର୍ବଦା ଆଗରେ ରହିଛି ଓଡିଶା । ସାରା ଦେଶରେ କରୋନାରେ ସବୁଠାରୁ କମ ମୃତ୍ୟୁହାର ଏବଂ ରୋଗୀଙ୍କ ସଂଖ୍ୟା ମଧ୍ୟ ସବୁଠାରୁ କମ ଥିବା ସତ୍ତ୍ୱେ ଦିନକୁ ୧୫୦୦ ନମୁନା ପରୀକ୍ଷା କରାଯାଉଛି । ଆଗକୁ ଏହି ସଂଖ୍ୟା ୫୦୦୦ହଜାର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ…