Below header
Browsing Tag

odisha

ପାଣିପାଗ : ଆଜି ବି ବର୍ଷା ହୋଇଛି, କାଲି ବି ବର୍ଷିବ ବୋଲି ପାଣିପାଗ ବିଭାଗ କହିଛି

ଭୁବନେଶ୍ୱର (କେ ନ୍ୟୁଜ୍‌) : କେଉଁଠି ନରମ ତ କେଉଁଠି ଗରମ । ଏଭଳି ପାଗ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଆଜି ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତେବେ କେନ୍ଦୁଝର ଏବଂ ଉତ୍ତର ଓଡ଼ିଶାର କିଛି ଜାଗାରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ…

ଭୁବନେଶ୍ୱର ସମେତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ, ବିଦ୍ୟୁତ୍‌ ସେବା ବ୍ୟାହତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି । ଜୋରରେ ପବନ ବହିବା ସହ ବର୍ଷା ହୋଇଛି । ତେଣୁ ଭୁବନେଶ୍ୱର ଓ ଅନ୍ୟ କେତେକ ସ୍ଥାନରେ ଗଛ ଉପୁଡ଼ିଥିବା ବେଳେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି । ବାଲେଶ୍ୱର, କଟକ, ଖୋର୍ଦ୍ଧାରେ…

ଚର୍ଚ୍ଚାରେ ଓଡିଶା, ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା କାହିଁକି ସାଜିଲା କରୋନା ଯୁଦ୍ଧରେ…

କରୋନା ମୁକାବିଲାରେ ସର୍ବଦା ଆଗରେ ରହିଛି ଓଡିଶା । ସାରା ଦେଶରେ କରୋନାରେ ସବୁଠାରୁ କମ ମୃତ୍ୟୁହାର ଏବଂ ରୋଗୀଙ୍କ ସଂଖ୍ୟା ମଧ୍ୟ ସବୁଠାରୁ କମ ଥିବା ସତ୍ତ୍ୱେ ଦିନକୁ ୧୫୦୦ ନମୁନା ପରୀକ୍ଷା କରାଯାଉଛି । ଆଗକୁ ଏହି ସଂଖ୍ୟା ୫୦୦୦ହଜାର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ…

କରୋନା ସଂକଟରେ ଯୁବକଙ୍କ ମଣିଷ ପଣିଆ, ଗର୍ଭବତୀଙ୍କୁ ନେଇ ଘରେ ଛାଡ଼ିଲେ

କେରାପୁଟ : ଏଇ କରୋନା ଲକ୍‌ଡାଉନ୍‌ ସମୟରେ ମଣିଷ ପଣିଆ ଦେଖାଇଛନ୍ତି ଦୁଇ ଜଣ ଯୁବକ । ଜଣେ ୮ ମାସର ଗର୍ଭବତୀଙ୍କୁ ଗୋଟିଏ ଗାଁରୁ ଉଦ୍ଧାର କରି ନିଜ ଘରେ ଛାଡିଥିଲେ ଯୁବକ ଦୁଇ ଜଣ । ସେମାନେ ହେଲେ କୋଟପାଡ ଅଞ୍ଚଳର ଦେବୀଶଙ୍କର ବ୍ରହ୍ମା ଓ ଗୌରୀଶଙ୍କର ପଣ୍ଡା । ନବରଙ୍ଗପୁର ଜିଲ୍ଲା ଭାମିନି…

ଏବେଠୁ ସର୍ବସାଧାରଣରେ ଛେପ ପକାଇବା ମନା, ସାରା ରାଜ୍ୟରେ ଲାଗୁ ହେଲା କଟକଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେଠୁ ସର୍ବସାଧରଣରେ ଛେପ ପକାଇଲେ ଦଣ୍ଡିତ ହେବେ । ଏହି ନିୟମକୁ ସାରା ରାଜ୍ୟରେ ଲାଗୁ କରାଯାଇଛି । ବାହାରେ ଛେପ ପକାଇଲେ ପ୍ରଥମ ତିନିଥର ୨୦୦ ଓ ପରେ ୫୦୦ ଟଙ୍କା ଫାଇନ୍‌ ଦେବାକୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀରେ…

ପାଣିପାଗ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ସାରା ରାଜ୍ୟରେ ତାତି ପୂର୍ବ ଭଳି ଥିଲା । ତେବେ ୭ଟି ସହରରେ ଥିଲା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବେଶ୍‌ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୟେଲୋ ଓ୍ଵାର୍ଣ୍ଣିଂ ଅନୁସାରେ ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର,…

ରାଜ୍ୟରେ ବଢ଼ିଛି କୋଭିଡ୍‌ ହସପିଟାଲ ଓ ଲବରେଟୋରୀ ସଂଖ୍ୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୌଣସି କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନାହାନ୍ତି । ଏହା ଏକ ଶୁଭ ଖବର ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ୬ଟି କୋଭିଡ୍‌ ଲବାରେଟୋରୀ କାର୍ଯ୍ୟକ୍ଷମ ଅଛି । ଭୁବନେଶ୍ୱର, ବ୍ରହ୍ମପୁର,…

ପାଣିପାଗ : ସାତଟି ଜିଲ୍ଲାରେ ପାରଦ ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ଦୁଇ ଦିନ ଭଳି ଆଜି ମଧ୍ୟ ରାଜ୍ୟରେ ତାତିର ରାଜୁତି ଦେଖିବାକୁ ମିଳିଛି । କେବଳ ଚାନ୍ଦବାଲିକୁ ଛାଡ଼ି ଅନ୍ୟ ସବୁ ସମୁଦ୍ର କୂଳ ଅଞ୍ଚଳରେ ତାତି ଅପେକ୍ଷାକୃତ କମ୍‌ ରହିଛି । ତେବେ ଟିଟିଲାଗଡ଼ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସମାନ ଓ ସର୍ବାଧିକ । ଏହି ଦୁଇ…

ପାଣିପାଗ : ଆଜି ତତଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ, କାଲି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ତାତିରେ ଆଉଟୁ ପାଉଟୁ ହୋଇଛି ସାରା ରାଜ୍ୟ । କରୋନା ଲ୍‌ଡାଉନ୍‌ରେ ଘରେ ବନ୍ଦୀ ଥିବା ଲୋକେ ଭୟଙ୍କର ତାପମାତ୍ରାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି । ଆଜି ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଓ ତା ଠାରୁ ଅଧିକ ଥିଲା । ତତଲାଗଡ଼ ରୂପେ ପରିଚିତ…

ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ : କହିଲେ ବମିଖାଲରୁ ବାହାରିଲେ ଆଉ ଜଣେ ପଜେଟିଭ୍‌, ଅଙ୍ଗନବାଡ଼ି କର୍ମୀଙ୍କ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ରାଜ୍ୟରେ କୌଣସି ପଜେଟିଭ୍‌ ଚିହ୍ନଟ ହୋଇ ନଥିଲେ । ତେବେ ଗୋଟିଏ ଦିନର ବିରାମ ପରେ ଆଜି ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି । ଆଜି ଜଣେ ବମିଖାଲ ଅଞ୍ଚଳର ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ…

ଶେଷ ୫ ଜଣଙ୍କର କେସ୍‌ ହିଷ୍ଟ୍ରି ଓ ଟ୍ରାଭେଲ ହିଷ୍ଟ୍ରି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ଚିହ୍ନଟ ହୋଇଥିବା ଚାରି ଜଣ ନୂଆ ଆକ୍ରାନ୍ତଙ୍କ ଭିତରେ ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଅଛନ୍ତି । ସେହିପରି ଭୁବନେଶ୍ୱରରୁ ଜଣେ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଉ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି । ଆଜି ସମସ୍ତ ଚାରି ଜଣଙ୍କର କେସ୍‌ ହିଷ୍ଟ୍ରି ଓ ଟ୍ରାଭେଲ…

ଜୟପୁର : ବିପଦର ବନ୍ଧୁ ପାଲଟିଲା ପୋଲିସ୍‌, ଶବ ବୋହି ନେଇ କଲେ ଶେଷକୃତ୍ୟ

ଜୟପୁର (କେ ନ୍ୟୁଜ୍‌) : ପୋଲିସ୍‌ ଆମରି ପାଇଁ । ଯେତେ ତାଗିଦ କଲେ ବି ଯାହା କରୁଛି ଆମ ଭଲ ପାଇଁ । ଏକଥା ଏଇ କରୋନା ପରିସ୍ଥିତିରେ ପ୍ରମାଣିତ ହୋଇଯାଇଛି । ତେବେ କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ଫାମ୍ପୁଣି ଠାରେ ଆଜି ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି । ଏହି ଗାଁର ଜଣେ ବୃଦ୍ଧ…