Browsing Tag

office

ଅଫିସ ଡେସ୍କରେ କେଉଁ ବସ୍ତୁ ରଖିବା ଦ୍ୱାରା ହୋଇଥାଏ ଉନ୍ନତି, ଜାଣନ୍ତୁ ବାସ୍ତୁ ଶାସ୍ତ୍ର

(କେନ୍ୟୁଜ ବ୍ୟୁରୋ): ଜୀବନରେ ଉନ୍ନତି ଆଣିବା କ୍ଷେତ୍ରରେ ବାସ୍ତୁ ଶାସ୍ତ୍ରର ମହତ୍ତ୍ୱ ଅଧିକ ରହିଛି । ଯୁବପିଢ଼ି ମାନଙ୍କର ଜୀବନ ଏବଂ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ମିଳୁଥିବା ସଫଳତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ନିଜ କର୍ମମୟ ଜୀବନରେ ମନ ମୁତାବକ ସଫଳତା ପାଇବା ପାଇଁ ବାସ୍ତୁ…

ବଦଳିଲା ସ୍ମାର୍ଟସିଟି କାର୍ଯ୍ୟାଳୟର ଠିକଣା: ସତ୍ୟନଗର ସ୍ଥିତ ୧୨ ମହଲାକୁ ହେଲା ସ୍ଥାନାନ୍ତର

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ସ୍ମାର୍ଟସିଟି କାର୍ଯ୍ୟାଳୟର ଠିକଣା। ସତ୍ୟନଗର ସ୍ଥିତ ୧୨ ମହଲା ଵିଶିଷ୍ଠ ଆଇ ସି ଓ ଏମ ସି କୋଠାର ୫ମ ମହଲାକୁ ସ୍ଥାନାନ୍ତର ହୋଇଛି ସ୍ମାର୍ଟସିଟି କାର୍ଯ୍ୟାଳୟ। ପୂର୍ବରୁ ଏହି କାର୍ଯ୍ୟାଳୟ ସହିଦନଗର ସ୍ଥିତ ବିଏମସି ମଲରେ କାର୍ଯ୍ୟ କରୁଥିଲା। ଏହି କୋଠର ୭ମ ରୁ…

ଏଣିକି ଅଫିସ୍‌ରେ ଅଧ ଘଣ୍ଟା ବିଶ୍ରାମ ନେବେ କର୍ମଚାରୀ! ଏହି ଭାରତୀୟ କମ୍ପାନୀ କଲା ବଡ଼ ଘୋଷଣା

କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବିଶ୍ୱର ବିଭିନ୍ନ କମ୍ପାନୀ ଅଦ୍ଭୁତ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। କମ୍ପାନୀଗୁଡ଼ିକ ନିଜ ନୀତି ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ ଆଣୁଛନ୍ତି। ଏଥି ସହିତ କର୍ମଚାରୀମାନଙ୍କ ସୁବିଧା ଉପରେ ବେଶି ଧ୍ୟାନ ରଖୁଛନ୍ତି। ଏମିତି ହିଁ ଭାରତର ଏକ କମ୍ପାନୀ ନିଜର…

‘ଦରମା କମ୍‌ ଘର ନେଇପାରୁନି’, ଏମିତି କହି ବେଡିଂ ବସ୍ତାନୀ ଧରି ଅଫିସ ସିଫ୍ଟ ହୋଇଗଲେ କର୍ମଚାରୀ

କମ୍‌ ଦରମାକୁ ବିରୋଧ କରି ଜଣେ ବ୍ୟକ୍ତି ଏକ ନିଆରା ଉପାୟ ଆପଣାଇଛନ୍ତି। ବ୍ୟକ୍ତି ଜଣକ ନିଜ ବେଡିଂ ବସ୍ତାନୀ ଧରି ଅଫିସ ସିଫ୍ଟ ହୋଇଯାଇଛନ୍ତି। ସେ କହିଛନ୍ତି, ତାଙ୍କ ଦରମା ଏତେ କମ୍‌ ଯେ ସେ ଭଡ଼ାରେ ଘର ନେଇପାରିବେନି। ଏଣୁ ସେ ଅଫିସକୁ ହିଁ ସବୁ ଜିନିଷ ନେଇ ଚାଲି ଆସିଛନ୍ତି। ସେ ଅଫିସରେ ନିଜ…

ଅଫିସରେ ଏସବୁ ଜିନିଷକୁ କରନ୍ତୁ ଅଣଦେଖା, ନଚେତ୍‌ କ୍ୟାରିୟର ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଅଫିସିଆଲ ଲାଇଫ୍‌ରେ ଆମେ ଅନେକ ଥର କିଛି ଏଭଳି ପରିସ୍ଥିତିର ସାମ୍ନା କରିଥାଉ ଯାହାଦ୍ୱାରା ଆମ କାମ ପ୍ରଭାବିତ ହୋଇଥାଏ। କାମ ବ୍ୟତୀତ ଅନ୍ୟ କାରଣରୁ ମଧ୍ୟ ମନ ଖରାପ ରହେ ଓ ମାନସିକ ଚାପ ଦେଖାଦିଏ। ଅଫିସରେ କିଛି କର୍ମଚାରୀ ଏମିତି ବି ଥାଆନ୍ତି ଯେଉଁମାନେ ଆମକୁ ସହିପାରନ୍ତି ନାହିଁ ତେଣୁ…

ଅଫିସ୍‌ରେ ଶାରୀରିକ ସମ୍ପର୍କ ରଖିବାରେ ଏହି ସହର ରହିଛି ସବୁଠାରୁ ଆଗରେ, ସର୍ଭେରେ ହେଲା ଖୁଲାସା

ଶାରୀରିକ ସମ୍ବନ୍ଧ ଆଜି ବି ଏକ ଏମିତି ପ୍ରସଙ୍ଗ ହୋଇରହିଛି, ଯାହା ବିଷୟରେ କଥା ହେବାକୁ ଲୋକେ ଲାଜ କରିଥାଆନ୍ତି। କିନ୍ତୁ ଏବେ ଧୀରେ ଧୀରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁଛି। ନିକଟରେ ଏକ ଗଣମାଧ୍ୟମ ଦ୍ୱାରା ଦେଶସାରା ଏକ ସର୍ଭେ କରାଯାଇଥିଲା। ଏଥିରେ ସେକ୍ସକୁ ନେଇ ଭାରତର ଲୋକଙ୍କ…

ଏଣିକି ସାଧାରଣ ଜନତା ସିଧାସଳଖ କରିପାରିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ, ଜାଣନ୍ତୁ କିପରି

ଆମେ ବହୁ ସମୟରେ ସରକାରୀ ବିଭାଗର କୌଣସି ଅବହେଳାକୁ ନେଇ ବ୍ୟସ୍ତ ହୋଇପଡୁ ବା ଚିନ୍ତିତ ହୋଇପଡୁ। କାରଣ ଆମ ସମସ୍ତଙ୍କ ମନରେ ଧାରଣା ଥାଏ ହୁଏତ ଆମେ ଯଦିବା ଏହା ବିରୋଧରେ ଅଭିଯୋଗ କରିବା ତାହାର କୌଣସି ଫଳ ହେବ ନାହିଁ। ଆମ ଅଭିଯୋଗ ସରକାରୀ ଅଫିସର ନାଲି ଫିତା ତଳେ ସେମିତି ପଡି ରହିବ। କିନ୍ତୁ…

ଅଫିସରେ ନକରାତ୍ମକ ବ୍ଯକ୍ତିଙ୍କଠୁ ନିଜକୁ ରଖିବାକୁ ଚାହୁଁଛନ୍ତି ଦୂର, ତେବେ କରନ୍ତୁ ଏହି କାମ

ବ୍ଯକ୍ତି ଅନୁଯାୟୀ ସମସ୍ତଙ୍କର ସ୍ବଭାବ ଭିନ୍ନ ଭିନ୍ନ ରହିଥାଏ। ଏପରିକି କିଛି ବ୍ଯକ୍ତିଙ୍କ ବ୍ଯବହାରରେ ଆମର ସମସ୍ତ ଅସୁବିଧାର ସମାଧାନ ମିଳିଥିବା ବେଳେ ଆଉ କିଛିଙ୍କର କଥା ଆମକୁ ବହୁତ କଷ୍ଟ ଦେଇଥାଏ। କାରଣ କିଛି ବ୍ଯକ୍ତିଙ୍କ ସ୍ବଭବରେ ବହୁତ ନକାରତ୍ମକ ଭାବନା ରହିଥାଏ। ତେବେ ଆଜି ଆମେ…