Browsing Tag

omicron cases in india

ଦୁଇଟି ଡୋଜ୍‌ ଟୀକା ନେବା ପରେ ବି କାହିଁକି ଓମିକ୍ରନରେ ପଜିଟିଭ୍‌ ହେଉଛନ୍ତି ଲୋକ ଜାଣନ୍ତୁ

ଭାରତରେ ଏବେ ପର୍ଯ୍ୟନ୍ତ କରୋନାର ନୂଆ ଭେରିଏଣ୍ଟ ଓମିକ୍ରନର ଅନେକ ମାମଲା ଏବେ ସାମ୍ନାକୁ ଆସିଲାଣି। ଏମାନଙ୍କ ମଧ୍ୟରୁ ଏମିତି ଅନେକ ଅନେକ ଲୋକ ଅଛନ୍ତି ଯେଉଁମାନେ ଭ୍ୟାକ୍ସିସିନର ଦୁଇଟି ଡୋଜ ନେଇ ସାରିଛନ୍ତି ଏବଂ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ବି ନାହିଁ କିନ୍ତୁ ଏସବୁ ପରେ ବି ଓମିକ୍ରନ…

ଭାରତରେ ୮୭ ଛୁଇଁଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା, ଆମେରିକାରେ ୧ ଲକ୍ଷ ୪୪ ହଜାର ୮୭୧ ନୂଆ ମାମାଲା

ନୂଆଦିଲ୍ଲୀ: ଦେଶରେ ବଢୁଛି ଓମିକ୍ରନ ସଂକ୍ରମଣ। କର୍ଣ୍ଣାଟକରେ ଆଉ ୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ତେଲେଙ୍ଗାନାରେ ୪ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କର୍ଣ୍ଣାଟକରେ ୮ ଓ ତେଲେଙ୍ଗାନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।…

ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ କେଶ୍ ! ଦେଶରେ ୩୮ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଓମିକ୍ରନ କେଶ। ଏହି ନୂଆ ଭାରିଆଣ୍ଟ ଦେଶର ବହୁ ସହରରେ ବ୍ୟାପିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ  କେଶ ମିଳିଛି। ଏହାକୁ ମିଶାଇ ଦେଶରେ ଓମିକ୍ରନ କେଶ ୩୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୧୮, ରାଜସ୍ଥାନରେ ୯, କର୍ଣ୍ଣାଟକରେ ୩ ,…

ସାମ୍ନାକୁ ଆସିଲା ଓମିକ୍ରନର ନୂଆ ଲକ୍ଷଣ, ଯାହା କେବଳ ରାତିରେ ହିଁ ଦେଖା ଦେଉଛି

ଥମିବାର ନାଁ ଧରୁନି କରୋନା ମହାମାରୀ। ନୂଆ ନୂଆ ରୂପରେ ବାରମ୍ବାର ସାମ୍ନାକୁ ଆସୁଛି କୋଭିଡ। ଡେଲ୍ଟା ଭ୍ୟାରିଏଣ୍ଟ ପରେ ଏବେ ଓମିକ୍ରନ ନୂଆ ବିପଦ ହୋଇ ସାମ୍ନାକୁ ଆସିଛି। ପୂର୍ବରୁ ଡେଲ୍ଟା ଯେଭଳି ବିପଦପୂର୍ଣ୍ଣ ଥିଲା ଓମିକ୍ରନ ତା ଠାରୁ ଅଧିକ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଧୀରେ ଧୀରେ ଡେଣା ମେଲାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ, ଜାନୁଆରୀରେ ଆସିବକି ଥାର୍ଡ ୱେଭ

ଏବେ ସମସ୍ତଙ୍କୁ ଶୀତ କଣ ଥରାଇବ, ଥରାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ। ଦିନକୁ ଦିନ ଓମିକ୍ରନ୍‌ ମାମଲା ବଢ଼ି ବଢ଼ି ଚାଲିଛି। ସୋମବାର ମୁମ୍ବାଇରେ ଓମିକ୍ରନର ୨ଟି କେସ୍‌ ବାହାରିବା ପରେ ଦେଶର କରୋନାର ନୂଆ ବେରିଏଣ୍ଟ ଓମିକ୍ରନର ସଂଖ୍ୟା ୨୩ରେ ପହଁଚିଛି। ପ୍ରଥମେ କର୍ଣ୍ଣାଟକରେ ଦୁଇଟି…

ଭାରତରେ ବଢୁଛି ଓମିକ୍ରନ୍‌ ମାମଲା, ଆଉ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢୁଛି ଓମିକ୍ରନ୍‌ ମାମଲା । ଦେଶରେ ଆଉ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଗୁଜରାଟ ଓ ଜଣେ ମହାରାଷ୍ଟ୍ରରୁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ୟ କେସ୍‌ ଗୁଜୁରାଟରୁ ଆସିଛି । ଗୁଜରାଟ ଜାମନଗର ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍‌…