Browsing Tag

omicron in india

ବିଶେଷଜ୍ଞଙ୍କ ଆକଳନ, ମାର୍ଚ୍ଚ ସୁଦ୍ଧା ଓମିକ୍ରନ୍ କମିବା ସମ୍ଭାବନା

ବିଶେଷଜ୍ଞ ଦେଲେ ଖୁସି ଖବର। ମାର୍ଚ୍ଚ ସୁଦ୍ଧା ଶେଷ ହେବ ଓମିକ୍ରନର ଭୟ। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ କରୋନାର ନୂଆ ଭାରିଏଣ୍ଟ ସ୍ଥିତି ଗମ୍ଭୀର ରହିଛି। ତେବେ ଏହା ଡେ଼ଲ୍ଟା ତୁଳନାରେ ବହୁତ ଅଧିକ ସଂକ୍ରମିତ କରୁଛି। ଓମିକ୍ରନର ବର୍ଦ୍ଧିତ ସଂକ୍ରମଣକୁ ଦେଖି…

ଓମିକ୍ରନ ଯୋଗୁଁ ସ୍ଥଗିତ ହେବନି ୫ ରାଜ୍ୟର ନିର୍ବାଚନ, ଶ୍ରୀଘ୍ର ଟିକାକରଣ ସାରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ…

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ ସ୍ଥଗିତ ହେବନି ୫ ରାଜ୍ୟର ନିର୍ବାଚନ । ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିପାରନ୍ତି ନିର୍ବାଚନ କମିଶନ । ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଶ୍ରୀଘ୍ର ଟିକାକରଣ ସାରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ କମିଶନର । ଉତ୍ତରପ୍ରଦେଶ, ଗୋଆ,…

ଓମିକ୍ରନ ଠାରୁ ପିଲାଙ୍କୁ କେମିତି ସୁରକ୍ଷିତ ରଖିବେ ପଢ଼ନ୍ତୁ ଟିପ୍ସ, ସଂକ୍ରମଣ ପାଖ ମାଡିବନି

ଓମିକ୍ରନର ଭୟ ଏବେ ସବୁ ଲୋକଙ୍କ ମନରେ। ଖାସ କରି ବାପା ମାଆଙ୍କର ନିଜ ପିଲାଙ୍କୁ ନେଇ ନିଦ ଉଡିଯାଇଛି। କାହିଁକିନା ବୟଷ୍କଙ୍କୁ ଟିକା ଦିଆଯାଇସାରିଛି। କିନ୍ତୁ ଏବେ ସୁଦ୍ଧା ପିଲାଙ୍କ ପାଇଁ ଭ୍ୟାକସିନ୍‌ ଆସିନାହିଁ। ଏମିତିରେ କରୋନାର ନୂଆ ଭାରିଆଣ୍ଟ ଠାରୁ ନିଜ ପିଲାମାନଙ୍କୁ ସୁରକ୍ଷା…

ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ କେଶ୍ ! ଦେଶରେ ୩୮ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଓମିକ୍ରନ କେଶ। ଏହି ନୂଆ ଭାରିଆଣ୍ଟ ଦେଶର ବହୁ ସହରରେ ବ୍ୟାପିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ  କେଶ ମିଳିଛି। ଏହାକୁ ମିଶାଇ ଦେଶରେ ଓମିକ୍ରନ କେଶ ୩୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୧୮, ରାଜସ୍ଥାନରେ ୯, କର୍ଣ୍ଣାଟକରେ ୩ ,…

ଧୀରେ ଧୀରେ ଡେଣା ମେଲାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ, ଜାନୁଆରୀରେ ଆସିବକି ଥାର୍ଡ ୱେଭ

ଏବେ ସମସ୍ତଙ୍କୁ ଶୀତ କଣ ଥରାଇବ, ଥରାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ। ଦିନକୁ ଦିନ ଓମିକ୍ରନ୍‌ ମାମଲା ବଢ଼ି ବଢ଼ି ଚାଲିଛି। ସୋମବାର ମୁମ୍ବାଇରେ ଓମିକ୍ରନର ୨ଟି କେସ୍‌ ବାହାରିବା ପରେ ଦେଶର କରୋନାର ନୂଆ ବେରିଏଣ୍ଟ ଓମିକ୍ରନର ସଂଖ୍ୟା ୨୩ରେ ପହଁଚିଛି। ପ୍ରଥମେ କର୍ଣ୍ଣାଟକରେ ଦୁଇଟି…

କାନାଡାରେ ୧୫ ନୂଆ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଚିହ୍ନଟ, ଭାରତରେ ବି ଆତଙ୍କ !

କେନ୍ଯୁଜ୍: ବିଶ୍ୱରେ ଓମିକ୍ରନ ଆତଙ୍କ। ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ୩୦ ଦେଶକୁ ବ୍ୟାପିଲାଣି ଓମିକ୍ରନ । ବ୍ରିଟେନରେ ତ୍ରୀବ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ୭୫ଜଣ ନୂଆ ସଂକ୍ରିମତ ହୋଇଛନ୍ତି। କାନାଡାରେ ୧୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ…

ଭାରତରେ ପଶିଲା ଓମିକ୍ରନ, କର୍ଣ୍ଣାଟକରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ

ଭାରତରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଭେରିଆଣ୍ଟରେ ଚିହ୍ନଟ ହୋଇଥିବା ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମସଚିବ ଲାଭ ଅଗ୍ରୱାଲ । ଉଭୟଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୂଚନା ମିଳିଛି । ଏମାନେ ଦୁହେଁ ପୁରୁଷ ହୋଇଥିବା…