Browsing Tag

orphan child help

ସତରେ ଭାଗ୍ୟର ଖେଳ କାହାପାଇଁ କଣ, ପାଖରେ ଭାଇ ଓ କୋଳରେ ୬ ମାସର ସାନ ଭଉଣୀକୁ ଧରି ବସିଛି ୮ ବର୍ଷର ବଡ ଭଉଣୀ

ଆଠଗଡ (କେନ୍ୟୁଜ) : କୁନି କୋଳରେ ଟିକି ଝିଅ । ପାଖରେ ଭାଇ ଓ କୋଳରେ ୬ ମାସର ସାନ ଭଉଣୀକୁ ଧରି ବସିଛି ଏହି କୁନି ପିଲାଟି । ପୁଣି ଭୋକରେ କାନ୍ଦିଲା ବେଳକୁ ବଢ଼ାଇଦେଉଛି ବୋତଲ କ୍ଷୀର । କୋଳରେ ଶୁଆଇ ତୁନି କରାଉଛି କୁନି ଝିଅଟି । ନିଜର ବୟସ ମାତ୍ର ୮ ବର୍ଷ । ସେଥିରେ ସେ ସମ୍ଭାଳୁଛି ବଡ ଭଉଣୀର…

ଦଶବର୍ଷ ବୟସରେ ଅନାଥ ହୋଇଗଲା କାର୍ତ୍ତିକ, ଏବେ ଜୀବନ ବଞ୍ଚିବ କେମିତି ଘର ନାହିଁ କି ଖାଇବାକୁ ନାହିଁ

ମାଲକାନାଗିରି (କେନ୍ୟୁଜ) : କଅଁଳ ବୟସରେ ମୁଣ୍ଡରେ ପାହାଡ ଭଳି ବୋଝ। ଦୁନିଆ କଣ ବୁଝିବା ପୂର୍ବରୁ କରୁଛି ଜୀବନ ସହ ସଂଘର୍ଷ। ବିଧାତା ତାକୁ ଏମିତି ଜାଗାରେ ଛିଡା କରିଦେଇଛି ଯେ ଯେଉଁଠୁ ବାହାରିବା ବହୁତ କଷ୍ଟ। ଯେଉଁ କଷ୍ଟକୁ ଯଦି ଆପଣ ବି ଦେଖନ୍ତି ନା ତାହେଲେ ଆପଣଙ୍କର ମନ ବି ବ୍ୟଥିତ…

ସାହାରା ଖୋଜୁଛନ୍ତି ୫ ନିଷ୍ପାପ ଶିଶୁ, ଦୁନିଆ କଣ ବୁଝିବା ପୂର୍ବରୁ ଭୋଗୁଛନ୍ତି ଦୁଃଖ ଦୁର୍ଦ୍ଦଶା

କରଞ୍ଜିଆ (କେନ୍ୟୁଜ) : ଲୋକ କଥା ଅଛି ମାଆ ନାହିଁ ତ ସାହା ନାହିଁ। ଆଉ ଏ କଥା ଏକଦମ୍‌ ସତ ପ୍ରମାଣିତ ହୋଇଛି ଏହି ୫ ଜଣ ଶିଶୁଙ୍କ ଠାରେ। ଟିକେ ଭଲ କରି ଦେଖନ୍ତୁ ଏହି ୫ ନିଷ୍ପାପ ଶିଶୁଙ୍କୁ। କଣ ଏମାନଙ୍କର ଭୁଲ। ଏତେ ଛୋଟ ଛୋଟ ବୟସରେ କାହିଁକି ଏମାନଙ୍କୁ ଏପରି ଦୁଃଖ ଦେଲେ ଭଗବାନ। ନା ନା ଆମେ…

ଅନାଥ କରିଦେଲେ ଭଗବାନ, ମାସକ ଭିତରେ ପ୍ରଥମେ ମା ଓ ପରେ ବାପା ଚାଲିଗଲେ ଏ ତିନି ଶିଶୁଙ୍କ ଭବିଷ୍ୟତ କଣ ହେବ ?

ମାଲକାନଗିରି (କେନ୍ୟୁଜ୍‌) : ବେଳେ ବେଳେ ଲାଗେ ଭଗବାନ ବହୁତ ନିଷ୍ଠୁର ହୋଇ ଯାଉଛନ୍ତି । ଗରିବକୁ ବେଶି ଦୁଃଖ ଦେଉଛନ୍ତି । ହେଲେ କିଏ କେଉଁ ଭାଗ୍ୟ ନେଇ ଆସିଛି ତାହା କହିବା ମୁସ୍କିଲ । ଏମିତି ଏକ ଦୁର୍ଭାଗ୍ୟଜନକ ସ୍ଥିତିରେ ଅଛନ୍ତି ତିନି ଜଣ ଅନାଥ ପିଲା । ଯାହାଙ୍କର ନା ବାପା ଅଛି ନା ମା ।…

ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ବାପା ମାଆ, ଅନାଥ ହୋଇଗଲେ ଦୁଇ ଶିଶୁ

ଯାଜପୁର ରୋଡ଼ : ବାପା ମା ଛେଉଣ୍ଡ ୨ ଶିଶୁଙ୍କୁ ଉଦ୍ଧାର କରିଛି ଯାଜପୁର ଚାଇଲ୍ଡ ଲାଇନ୍। କଳିଙ୍ଗନଗର ଥାନା ଭିତରମାଣିକା ଗ୍ରାମରେ ବାପା ମାଙ୍କ ମୃତ୍ୟୁ ପରେ ୧୧ ବର୍ଷୀୟା ଝିଅ ଓ ୧୦ ବର୍ଷର ପୁଅ ଜଣେ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ। ହେଲେ ସଂପର୍କୀୟ ଜଣଙ୍କ ଏହି ପିଲାମାନଙ୍କ ଲାଳନପାଳନ…

ପୁଣି ଏକ ଘର ପରିବାର ଉଜାଡ଼ି ଦେଲା କରୋନା, ସ୍ୱାମୀ ମୃତ୍ୟୁ ପରେ ସ୍ତ୍ରୀ’ର ଆତ୍ମହତ୍ୟା, ଦୁଇ ପିଲା କରିବେ କଣ ?

ବାଲେଶ୍ୱର (କେନ୍ୟୁଜ୍‌) : ଅନେକ ସମ୍ପର୍କକୁ ଭାଙ୍ଗି ଦେଇଛି ମହାମାରୀ କରୋନା । କେଉଁଠି ସ୍ତ୍ରୀ ପାଖରୁ ସ୍ୱାମୀକୁ ତ କେଉଁଠି ଛୁଆଙ୍କ ପାଖରୁ ବାପା ମାଆଙ୍କୁ ଅଲଗା କରି ଦେଇଛି । ବାଲେଶ୍ୱରରେ ମଧ୍ୟ ଏଭଳି ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । କରୋନା ସମୟରେ ଚିକିତ୍ସା କରୁ…

ମାଲକାନାଗିରି : ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ୪ ଅନାଥ ଶିଶୁ

ମାଲକାନାଗିରି (କେନ୍ୟୁଜ) : ଦୁନିଆରେ କେତେ କେତେ ଦୁଃଖ ଅଛି ତାକୁ କଳ୍ପନା କରିବା ମୁସ୍କିଲ । କେଉଁଠି ମଣିଷ ବୃଦ୍ଧାବସ୍ଥାରେ ତ ଆଉ କେଉଁଠି ଯୁବାବସ୍ଥାରେ ସଂଘର୍ଷ କରୁଛି ଜୀଇଁବା ପାଇଁ । ହେଲେ ଏଠି ସଂଘର୍ଷ କରୁଛି ଶୈଶବ। ମାର ମୃତ୍ୟୃ ପରେ ବାପା ଏମାନଙ୍କୁ ଛାଡି କେଉଁ ଆଡେ ଚାଲିଗେଲ। ତେଣୁ…

କରୋନାରେ ବାପା-ମା ହରାଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର, ଅନାଥଙ୍କ ପାଇଁ ସ୍ୱତନ୍ତ୍ର ଗ୍ରୀନ୍‌ ପ୍ୟାସେଜ୍‌

ଭୁବନେଶ୍ୱର (କେନ୍ୟୁଜ) : କରୋନା ଅନାଥଙ୍କ ପାଇଁ ସ୍ୱତନ୍ତ୍ର ଗ୍ରୀନ୍‌ ପ୍ୟାସେଜ୍‌ । ମହାମାରୀରେ ବାପା-ମା ହରାଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର । ସେମାନଙ୍କୁ ମାସିକ ପେନସନ ବ୍ୟବସ୍ଥା ପ୍ରଦାନ ସହ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଏଥିପାଇଁ…