Browsing Tag

OTT platform

ଷ୍ଟାଣ୍ଡଅପ କମେଡିରେ କ୍ୟାରିୟର ଆରମ୍ଭ କରିବେ କପିଲ୍ ଶର୍ମା, ନିଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଦେଲେ ସୂଚନା

କମେଡି କିଙ୍ଗ୍‌ କପିଲଙ୍କୁ କିଏ ବା ନଜାଣେ । ନିଜ କମେଡିକୁ ସାରା କେବଳ ଭାରତ ନୁହେଁ ଭାରତ ବାହାରର ଲୋକଙ୍କୁ ମଧ୍ୟ ସେ ହସାଇ ଥାଆନ୍ତି । ସେଥିପାଇଁତ ସେ ଆଜି କମେଡି କିଙ୍ଗ କପିଲ ନାମରେ ସବୁଠାରେ ଜଣାଶୁଣା ।  ଆପଣ ତାଙ୍କ ସୋ କୁ ସୋନି ଟିଭି ମାଧ୍ୟରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ନୂଆ…

ଆସନ୍ତା ବର୍ଷ OTT ପ୍ଲାଟଫର୍ମରେ ରିଲିଜ୍‌ ହେବ ଭିକ୍କି-କ୍ୟାଟ୍ରିନାଙ୍କ ବିବାହ, ଆମାଜନ ପ୍ରାଇମ୍‌ ସହ ୮୦ କୋଟିର…

ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଏକ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି। ଏହି ଚର୍ଚ୍ଚିତ ଯୋଡ଼ି ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ବଲିଉଡ୍‌ର ନୂଆ ପାୱାର୍ କପଲ୍‌ ହୋଇ ଯାଇଛନ୍ତି। ବିବାହର କିଛି ଫଟୋକୁ ଭିକ୍କି ନିଜ ସୋସିଆଲ ମିଡିଆ…

ଓଟିଟି ଛାଡ଼ିଲେ ନବାଜୁଦ୍ଦିନ ସିଦ୍ଦିକି, କହିଲେ- ‘ଏବେ ଏହା ଧନ୍ଦା ପାଲଟିଛି’

ଓଟିଟିକୁ ଗୁଡ୍‌ବାଏ କହିଲେ ନବାଜୁଦ୍ଦିନ୍‌ ସିଦ୍ଦିକି। ସେ ଆଉ ଓଟିଟି ପ୍ଲାଟ୍‌ଫର୍ମରେ କାମ କରିବେ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଭଲ ଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନବାଜୁଦ୍ଦିନ୍‌ ସିଦ୍ଦିକି। ସେ ନେଟ୍‌ଫ୍ଲିକ୍ସର ଲୋକପ୍ରିୟ ୱେବ୍‌ ସିରିଜ୍‌…

ଫିଲ୍ମ ପରେ ଏବେ ଓଟିଟି ପ୍ଲାଟଫର୍ମରେ ଧମାଲ କରିବେ କୃତି ସାନନ୍, ସାଙ୍ଗରେ ଆସିବେ ପ୍ରତୀକ

ବଡ଼ ପରଦା ପରେ ଏବେ ଓଟିଟି ପ୍ଲାଟଫର୍ମରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ବଲିଉଡର ଚୁଲବୁଲି ନାୟିକା କୃତି ସାନନ୍। ଖବର ମୁତାବକ, ଜି୫ ଖୁବଶୀଘ୍ର ରକ୍ତପଥ ନାମକ ୱେବ୍ ସିରିଜ ବିଷୟରେ ଘୋଷଣା କରିବାକୁ ଯାଉଛି। ଏବେ ଏହାର କାଷ୍ଟିଂ ଚାଲିଥିବା ବେଳେ ଏଥିରେ କୃତି ପ୍ରମୁଖ ଭୂମିକାରେ…

ଓଟିଟି ପ୍ଲାଟଫର୍ମ ଏବଂ ଟିଆରପି ପାଇଁ ଖବୁଶୀଘ୍ର ଆସିବ ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିବ ନିୟମ

କେନ୍ଦ୍ର ସରକାର ଓଟିଟି ପ୍ଲାଟଫର୍ମରେ ୱେବ ସିରିଜରେ ବଢୁଥିବା ଅଶ୍ଳୀଳତାକୁ ନେଇ ନୂଆ ଗାଇଡଲାଇନ ଜାରି କରିପାରନ୍ତି। ଏହାସହିତ ସରକାର ଟିଆରପି ହେରଫେରକୁ ନେଇ ନୂଆ ନିୟମ ମଧ୍ୟ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ଲୋକସଭାର ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ…

ଆକ୍ସନ୍‌-ଥ୍ରୀଲର ସିରିଜ୍‌ ସହ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ରୋହିତ ସେଟ୍ଟୀ, ଏମିତି ରହିଛି କାହାଣୀ

ବଡ଼ ପରଦାରେ ଜଲଓ୍ଵା ଦେଖାଇବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆକ୍ସନ୍‌ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଏକ ଆକ୍ସନ୍‌ ଫିଲ୍ମ ମାଧ୍ୟମରେ ହିଁ ସେ ଏହି ପ୍ଲାଟଫର୍ମକୁ ଆସୁଛନ୍ତି। ରୋହିତ ସେଟ୍ଟୀ ସିଙ୍ଘମ୍‌, ସିମ୍ବା, ଗୋଲମାଲ୍‌, ଚେନ୍ନାଇ ଏକ୍ସପ୍ରେସ୍‌ ଓ ଅଲ୍‌…

ଆଉ ଫିଲ୍ମ ହଲ ଖୋଲିବାକୁ ଅପେକ୍ଷା କରିପାରିବେନି ନିର୍ମାତା, ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ଫିଲ୍ମ…

ଚଳିତବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏବଂ ୮୩’। ଅକ୍ଷୟ କୁମାର ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଚଳିତବର୍ଷ ମାର୍ଚ୍ଚରେ ରିଲିଜ ହେବାର ରହିଥିଲା। କିନ୍ତୁ କରୋନା ଯୋଗୁଁ ଦେଶରେ ଲକଡାଉନ ହୋଇଗଲା। ଏହି କାରଣରୁ ସିନେମା ହଲ୍‌ ବନ୍ଦ ହୋଇଗଲା। ଏଥିପାଇଁ ଏହି ଫିଲ୍ମର…