Browsing Tag

pakhala divas

ପଖାଳ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ପଖାଳ ଦିବସରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଖାଦ୍ୟ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସର୍ବଦା ସ୍ବତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନ୍ୟ ପରିଚୟ । ପାରମ୍ପରିକ ଖାଦୟ ଭାବେ…

ଆଜି ବିଶ୍ୱ ପଖାଳ ଦିବସ : ଘରେ ଘରେ ମହକିବ ପଖାଳ କଂସାର ବାସ୍ନା

ଭୁବନେଶ୍ୱର (କେନ୍ୟୁଜ): ଆଜି ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ। ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ…

ପଖାଳ କାହା ପାଇଁ ସଞ୍ଜିବନୀ ତ ଆଉ କାହା ପାଇଁ ଗୋଟିଏ ଦିବସ

ସାଲେପୁର(କେନ୍ୟୁଜ୍‌) : ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଏହା କେବଳ ଓଡ଼ିଶାରେ ସୀମିତି ହୋଇ ରହିନାହିଁ ମାର୍ଚ୍ଚ-୨୦ ତାରିଖ କୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଏ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା…

ପଖାଳ ଦିବସ: ମନ ସାଙ୍ଗକୁ ପେଟକୁ ମଧ୍ୟ କରିଦିଏ ରିଲାକ୍ସ

ଆଜି ହେଉଛି ପଖାଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଓଡ଼ିଆ ଘରର ଏହା ପ୍ରମୁଖ ପାରମ୍ପରିକ ଖାଦ୍ୟ । ଯାହାର ମଜା ଏବେ ବିଶ୍ୱ ଦରବାରରେ ସମସ୍ତେ ଉଠାଉଛନ୍ତି। ପଖାଳ ନାଁ ଶୁଣିଲେ ସମସ୍ତଙ୍କ ମନରେ ଖୁସି ଭରିଯାଏ। ମନ ସାଙ୍ଗକୁ ପେଟକୁ ମଧ୍ୟ ଏହା ରିଲାକ୍ସ…

ପଖାଳ ଦିବସ ଅବସରରେ ବାଲୁକା କଳା ମଧ୍ଯମରେ ଅଭିନନ୍ଦନ ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ବିଶ୍ୱ ପଖାଳ ଦିବସ । ପଖାଳ ଦିବସରେ ବାଲୁକା କଳାରେ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳା କରି ଅଭିନନ୍ଦନ ଜଣାଇଛନ୍ତି । #ପଖାଳଦିବସ ର ଅନେକ ଅନେକ ଶୁଭେଚ୍ଛା । Greetings on #PakhalaDibasa. My sandart at Puri…

ଆଜି ପଖାଳ ଦିବସ: ଖରା ଦିନେ ଏହାକୁ ଖାଇବାର ମଜା ନିଆରା, ଘର ବ୍ୟତୀତ ହୋଟେଲ ଓ ରେଷ୍ଟୁରାଣ୍ଟରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଆଜି ପଖାଳ ଦିବସ। ସାରା ରାଜ୍ଯ ଆଜି ପାଳନ କରୁଛି ଏହି ପଖାଳ ଦିବସ। ଓଡ଼ିଆ ଘରର ପ୍ରୀୟ ଖାଦ୍ୟ ହେଉଛି ପଖାଳ । ଖଟିଖିଆର ଭାତ ହାଣ୍ଡିରୁ କେବେ ମନ୍ଦିର ଆଉ ପୁଣି ଏବେ ସୌଖିନ ହୋଟେଲ ପର୍ଯ୍ୟନ୍ତ ହେଲାଣି ଏହାର ଯାତ୍ରା । ଏହାର ପ୍ରତିଟି ସୋପାନରେ ଯଦିଓ ଏକାଧିକ ରୁଚି ପୂର୍ଣ୍ଣ…

ଆଜି ପଖାଳ ଦିବସ : ଓଡ଼ିଆ ଘରେ ନାନା ବ୍ୟଞ୍ଜନ ସାଙ୍ଗକୁ ନିଅନ୍ତୁ ଏହାର ମଜା

ଆଜି ପଖାଳ ଦିବସ । ଓଡ଼ିଆ ଘରେ ପଖାଳର ଆଦର ଖୁବ୍ ବେଶୀ । ପୁରୀ ଜିଲ୍ଳା ପିପିଲି ବ୍ଳକ ଦାଣ୍ଡମକୁନ୍ଦପୁର ଗାଁର ଶାନ୍ତି ସାହୁଙ୍କ ହାତ ରନ୍ଧା ପଖାଳର ମଜା ନିଆରା । ପ୍ରତିବର୍ଷ ପଖାଳ ଦିବସ ଆସିଲେ ପଖାଳ ଖାଇବାକୁ ତାଙ୍କ ଘରେ ସାହି ପଡ଼ିଶାଙ୍କ ଭିଡ଼ ଲାଗିଥାଏ । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ।…