ଇଂଲଣ୍ଡକୁ ପସନ୍ଦ ଆସିଲାନି ପାକିସ୍ତାନର ଖାଦ୍ୟ, ବେନ୍ ଷ୍ଟୋକ୍ସ ଟିମ୍ ନିଯୁକ୍ତ କଲା ପର୍ସନାଲ ରୋଷେୟା
ଇଂଲଣ୍ଡ କ୍ରିକେଟ ଟିମ୍ ୩ଟି ଟେଷ୍ଟ ମ୍ୟାଚ୍ ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଛି। ଏହି ସିରିଜ ପାଇଁ ମ୍ୟାଚ୍ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ। ଟିମ୍ ଏବେ ଆବୁଧାବିରେ ଅଭ୍ୟାସ କରୁଛି । ହେଲେ ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଟିମ୍ ପାଇଁ ପର୍ସନାଲ ରୋଷେୟା ନିଯୁକ୍ତ କରାଯାଇଛି।…