Browsing Tag

pangolin

ଡିଲ୍‌ ବେଲେ ମାଡିବସିଲା STF: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ, ୨ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଡିଲ୍‌ ବେଲେ ମାଡିବସିଲା। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ। ଖୋର୍ଦ୍ଧା ପିତାପଲି ଅଞ୍ଚଳରୁ ୨ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି STF। ଗିରଫ ଦୁଇ ଜଣ କୈଳାସ ଖୋସଲା ଓ ଚୈତନ୍ୟ…

କଟକ ବଡ଼ମ୍ବା ଅଞ୍ଚଳରୁ ପୁଣି ଧରା ହେଲା ବଜ୍ରକାପ୍ତା, ଏଜେଣ୍ଟ ଗିରଫ

କଟକ: ପୁଣି ଧରା ହେଲା ବଜ୍ରକାପ୍ତା । କଟକ ବଡ଼ମ୍ବା ଅଞ୍ଚଳରୁ ଜବତ ହେଲା ବଜ୍ରକାପ୍ତା । ବାହାର ରାଜ୍ୟକୁ ବିକ୍ରି କରିବାକୁ ଯୋଜନା କରିବା ବେଳେ ଜବତ ହୋଇଛି । ଜଣେ ଏଜେଣ୍ଟ କେଶବ ସାହୁକୁ ଗିରଫ କରାଯାଇଛି । କେଶବ ଘର ଅଭିମାନପୁରରେ । ଜବତ ବଜ୍ରକାପ୍ତାର ଓଜନ ପ୍ରାୟ ୧୪ କେଜି ।…

ରାଜ୍ୟ ବାହାରକୁ ଚୋରା ଚାଲାଣବେଳେ କଟକ ବିରିବାଟୀରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

କଟକ : କଟକ ବିରିବାଟୀରୁ ବଜ୍ରକାପ୍ତା ଉଦ୍ଧାର । କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ ଟିମ୍‌ । ଘଟଣାରେ ଗୁମୁତିପୁରର ସନ୍ତୋଷ କୁମାର ଦଳାଇଙ୍କୁ ଗିରଫ କରିଛି ଏସଟିଏଫ । ତାଙ୍କ ନିକଟରୁ ଜୀବନ୍ତ ବଜ୍ରକାପ୍ତା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ…

ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା, ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ

ସୁବର୍ଣ୍ଣପୁର(କେନ୍ଯୁଜ୍): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକରଲେ ଗାଁ ରୁ ଉଦ୍ଧାର ହୋଇଛି ଏକ ବଜ୍ରକାପ୍ତା। ଗତକାଲି ବିଳମ୍ବିତ ରାତିରେ ଗାଁର ଦୁଲ୍ଲର୍ଭ ପ୍ରଧାନଙ୍କ ଘର ପାହାଚ ତଳୁ ଏହି ବଜ୍ରକାପ୍ତା ମିଳିଛି। ପ୍ରଥମେ ଦୁଲ୍ଲର୍ଭ ଏହାକୁ ଦେଖି ଡରିଯିବା ପରେ ଗାଁ ଲୋକଙ୍କୁ ଖବର…

ବଜ୍ରକାପ୍ତା ଚୋରା ଚାଲାଣରେ ପ୍ରଧାନ ଶିକ୍ଷକ ଗିରଫ

ଆଠଗଡ଼(କେନ୍ଯୁଜ୍): ଚୋରା ଚାଲାଣ ବେଳେ ବିରଳ ଜୀବ ବଜ୍ରକାପ୍ତା ଉଦ୍ଧାର। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଚୋରା ଚାଲାଣ କରାଯାଉଥିବା ସମୟରେ ଧରାପଡ଼ିଛି ଏଇ ଜୀବଟି । ଏହି ଘଟଣା ସମ୍ପର୍କରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇଛି। ବ୍ରଜକାପ୍ତା ଚୋରା ଚାଲାଣରେ ଜଣେ ପ୍ରଧାନ ଶିକ୍ଷକ…

ଗଞ୍ଜାମ ସାନଖେମୁଣ୍ଡିରୁ ଉଦ୍ଧାର ହେଲା ବଜ୍ରକାପ୍ତା

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଂସାମାରୀରୁ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ। ସୂଚନା ମୁତାବକ ଗାଁର ଏକ କୂଅରେ ବଜ୍ରକାପ୍ତା ଦେଖିବାପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା। ଏହି ବିରଳ ପ୍ରାଣୀ ବଜ୍ରକାପ୍ତାକୁ କୂଅରୁ ଉଦ୍ଧାର କରାଯିବା ପରେ ଗ୍ରାମବାସୀ ପୋଡାମାରି…

କ୍ୱାରେଣ୍ଟାଇନ୍ ସେଣ୍ଟର ଭିତରେ ପଶିଗଲା ବଜ୍ରକାପ୍ତା, ଏବେ ଏହି ବିରଳ ଜୀବ ସହ ବନ ଅଧିକାରୀଙ୍କର ହୋଇପାରେ କୋଭିଡ୍…

ଆଠଗଡ଼/ନରସିଂହପୁର (କେନ୍ୟୁଜ୍): କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର ହେଲା ବିରଲ ଜନ୍ତୁ ବଜ୍ରକାପ୍ତା । କଟକ ଜିଲ୍ଲା ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ଅଧୀନ ମାଣିଆବନ୍ଧ ମହୁଳିଆ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ କରାଯାଇଥିବା ଞଗଉରେ ଅନେକ ପ୍ରବାସୀ ରହୁଛନ୍ତି । ତେବେ ସୋମବାର ସନ୍ଧ୍ୟାରେ ଏକ…

ଆଠଗଡ଼ : ପାଞ୍ଚ ଲକ୍ଷରେ ଡିଲ୍ ହୋଇଥିବା ବଜ୍ରକାପ୍ତା ଜବତ

ଆଠଗଡ଼ (କେ ନ୍ୟୁଜ୍‌) : ଚୋରା ଚାଲାଣ ବେଳେ ବିରଳ ଜୀବ ବଜ୍ରକାପ୍ତା ଉଦ୍ଧାର। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଚୋରା ଚାଲାଣ କରାଯାଉଥିବା ସମୟରେ ଧରାପଡ଼ିଛି ଏଇ ଜୀବଟି । ଖୁଣ୍ଟୁଣୀ ବନ ବିଭାଗ ଚୋରା ଚାଲାଣକାରୀକୁ ଧରିବା ସହ ସେ ଯାହାକୁ ବିକିଥାନ୍ତା ତାକୁ ମଧ୍ୟ ବେଶ୍ କୌଶଳ କରି କାବୁ…

ଝାରସୁଗୁଡା ବ୍ରଜରାଜନଗର ନୂଆଡିହି ଗାଁରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ଝାରସୁଗୁଡା: ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର । ଝାରସୁଗୁଡା ବ୍ରଜରାଜନଗର ନୂଆଡିହି ଗାଁରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଗାଁଲୋକେ ରାସ୍ତାରେ ବଜ୍ରକାପ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତାକୁ ଉଦ୍ଧାର କରିଥିଲେ । ଉଦ୍ଧାର…

ବଜ୍ରକାପ୍ତା ସହ କରୋନାର ସମ୍ପର୍କ କ’ଣ? ଜାଣନ୍ତୁ ଏହି ପ୍ରାଣୀ ଠାରୁ କେମିତି ବ୍ୟାପୁଛି COVID-19

ଚୀନ୍‌ ପରେ କରୋନା ଭାଇରସ୍‌ ଏବେ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଏବେ ଯାଏଁ ଏହି ବିଷାଣୁ ବ୍ୟାପିବାର କାରଣ ଜଣାପଡ଼ିନଥିଲେ ମଧ୍ୟ ପ୍ରାରମ୍ଭରେ ଏଥିପାଇଁ ବାଦୁଡ଼ି ଓ ସାପଙ୍କୁ ଦାୟୀ କରାଯାଉଥିଲା। କିନ୍ତୁ ପରେ କରୋନା ବ୍ୟାପିବା କାରଣ ବଜ୍ରକାପ୍ତା ବା ପାଙ୍ଗୋଲିନ୍‌ ବୋଲି କୁହାଯାଇଥିଲା।…

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ ! ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦାବି

ଚୀନ୍‌: ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ ! ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ବଜ୍ରକାପ୍ତା ଯୋଗୁ ଏହି ଭାଇରସ୍‌ ମଣିଷ ଦେହକୁ ବ୍ୟାପୁଥିବା ବୈଜ୍ଞାନିକମାନେ ଯୁକ୍ତି ବାଢିଛନ୍ତି । ଉହାନ ସହରର ଏକ ପଶୁ ବଜାରରେ ପ୍ରଥମେ କରୋନା ଭାଇରସ୍‌…

ଆଠଗଡ଼ ଅଞ୍ଚଳରେ ବଜ୍ରକାପ୍ତା ର‍୍ୟାକେଟ ସକ୍ରିୟ, ବନାଞ୍ଚଳ ପକ୍ଷରୁ ଲଗାଯାଇଥିବା ଏକ ପୋଷ୍ଟରକୁ ନେଇ ଜୋର ଧରିଛି…

ଆଠଗଡ଼ (କେନ୍ୟୁଜ୍):  ଆଠଗଡ଼ ଅଞ୍ଚଳରେ ବଜ୍ରକାପ୍ତା ର‍୍ୟାକେଟ ସକ୍ରିୟ । ଏପରିସ୍ଥିତିରେ ଆଠଗଡ଼ ବନାଞ୍ଚଳ ପକ୍ଷରୁ ଲଗାଯାଇଥିବା ଏକ ପୋଷ୍ଟରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ଗୋଟିଏ ବଜ୍ରକାପ୍ତା ଗାଁ ନିକଟବର୍ତ୍ତୀ ଜାଗାରେ ବୁଲୁଥିବା ସୂଚନା ମିଳିଛି । ଯଦି କୌଣସି…