Below header
Browsing Tag

park

ପାର୍କର ଭ୍ରମ ସୃଷ୍ଟି କରୁଛି ଓଏସଆରଟିସି ବସଷ୍ଟାଣ୍ଡ, ସନ୍ଧ୍ୟା ହେଲେ ଜମୁଛି ସ୍ଥାନୀୟ ଲୋକଙ୍କ ଭିଡ଼

ବୌଦ୍ଧ (କେନ୍ୟୁଜ): ପାର୍କ ନୁହେଁ । ତଥାପି ପାର୍କର ଭ୍ରମ ସୃଷ୍ଟି କରିବାରେ କୌଣସି ଗୁଣରେ କମ ନୁହେଁ । କେବଳ ଯାତ୍ରୀ ନୁହେଁ ସ୍ଥାନୀୟଲୋକେ ମଧ୍ୟ ବ୍ୟସ୍ତବହୁଳତା ଜୀବନରୁ ଟିକିଏ ଫୁରସତ ପାଇଲେ ଏଠାକୁ ଧାଇଁ ଆସନ୍ତି । ଘାସ ଗାଲିଚା ଉପରେ ବସି ଖୋଲାପବନ ସାଙ୍ଗକୁ ପାହାଡ ବୁକୁରେ ଲୁଚି…

ନୋଏଡାର GIP ମଲ୍‌ ଓ୍ଵାଟର ପାର୍କରେ ବଡ଼ ଦୁର୍ଘଟଣା, ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସିଥିବା ଯୁବକଙ୍କ ମୃତ୍ୟୁ

ନୋଏଡାର ସେକ୍ଟର-୩୮ଏସ୍ଥିତ ଜିଆଇପି ମଲ୍‌ ଓ୍ଵାଟର ପାର୍କରେ ରବିବାର ଦ୍ୱିପ୍ରହରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସିଥିବା ଦିଲ୍ଲୀର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।…

ଗାଁରେ ମିଳୁଛି ସହରି ପାର୍କ ଖୁସି, ସନ୍ଧ୍ୟା ହେଲେ ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼

ଗାଁ ପାର୍କରେ ମିଳୁଛି ସହରି ଖୁସି । ଲୋକଙ୍କ ମନମୋହୁଛି ନୟାଗଡ ଜିଲ୍ଲା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ପାର୍କ । ପାର୍କରେ ପ୍ରକୃତିର ସମ୍ଭାର । ପାର୍କରେ ରହିଛି ଝରଣା, ସୁନ୍ଦର ବଗିଚା, ପ୍ରତ୍ତିମୂର୍ତ୍ତି । ପାହାଡ ଉପରୁ କୁଳୁକୁଳୁ ନାଦ ଦେଇ ଝରୁଛି ଝରଣା । ପରିସରକୁ ରଙ୍ଗିନ କରୁଛି…

ପାର୍କରେ ଶୋଇଥିବା ବେଳେ ମହିଳାଙ୍କୁ ଘାସ କଟା ମେସିନରେ କାଟିଦେଲେ କର୍ମଚାରୀ, ଖଣ୍ଡ ଖଣ୍ଡ ହୋଇଗଲା ମହିଳାଙ୍କ ଶରୀର

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମୋଡେଷ୍ଟୋ ପାର୍କରେ ମହିଳାଙ୍କ ମୃତ୍ୟୁ । ପାର୍କରେ ଶୋଇଥିବା ବେଳେ ଭୁଲବଃଶତ ଘାସ କାଟିବା ମେସିନକୁ ଚଲାଇଦେଲେ କର୍ମଚାରୀ । ମେସିନରେ କଟିବା ଯୋଗୁଁ ମହିଳାଙ୍କ ଶରୀର ୨ ଖଣ୍ଡ ହୋଇଯାଇଥିଲା । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଖବର ମୁତାବକ,…

ଛିଣ୍ଡିଗଲା ଜିପଲାଇନ୍‌ ରଶି, ୪୦ ଫୁଟ ତଳକୁ ଖସିପଡିଲା ଶିଶୁ: ଭିଡିଓ ଭାଇରଲ

ଜିପଲାଇନରୁ ୪୦ ଫୁଟ ତଳକୁ ଖସିପଡିଲା ଶିଶୁ । ମେକ୍ସିକୋର ଏକ ଆମ୍ୟୁଜମେଣ୍ଟ ପାର୍କରେ ହାରନେସ ଭାଙ୍ଗିବା କାରଣରୁ ଜଣେ ୬ ବର୍ଷର ଶିଶୁ ଗୁରୁତର ହୋଇଛି। ବାସ୍ତବରେ ପିଲାଟି ଜିପଲାଇନ ମାଧ୍ୟମରେ ଗୋଟିଏ କଡରୁ ଅନ୍ୟ ଏକ କଡକୁ ଯାଉଥିବା ବେଳେ ହଠାତ୍ ଜିପଲାଇନ ରଶି ଛିଣ୍ଡି ଯାଇଥିଲା । ତାଙ୍କ ସହିତ…

ଗ୍ରୀଷ୍ମ ଋତୁରେ ବି ପାର୍କରେ ଲାଗୁଛି ଥଣ୍ଡା, ମିଳୁଛି କୁହୁଡିର ମଜା

ଗଜପତି(କେନ୍ୟୁଜ):  ଅସମ୍ଭାଳ ତାତି । ନା ଘରେ ରହି ହେଉଛି ନା ବାହାରେ । ପାରା ପାର କଲାଣି ୪୦ ଡୀଗ୍ରି । ସକାଳ ୬ରୁ ସୂର୍ଯ୍ଯଙ୍କ ପ୍ରକୋପ ସନ୍ଧ୍ଯାରେ ଘରର କଂକ୍ରୀଟର ପ୍ରକୋପ ଜୀବନ ଏକ ପ୍ରକାର ଅସ୍ତବ୍ଯସ୍ତ କରିଲାଣି । ଟିକେ ଥଣ୍ଡା ଅନୁଭବ କରିବାକୁ ଲୋକେ ଢହଳବିକଳ ହେଲେଣି । ତାତିରି…

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ପାର୍କକୁ ନୂଆ ରୂପ ଦେଇଥିଲା ସମ୍ବଲପୁର ପ୍ରଶାସନ, ହେଲେ ରାତିରାତି ଜାଳି ପୋଡି ଧ୍ବସଂ କଲେ…

ସମ୍ବଲପୁର: ୨୦୧୮ରେ କଚେରି ଛକକୁ ଏକ ନୂଆ ରୂପ ଦେଇଥିଲେ ସମ୍ବଲପୁର ପ୍ରଶାସନ । ଏହି ମୁଖ୍ୟ ଛକ ସହରବାସୀଙ୍କ ପାଇଁ ବେଶ ଆକର୍ଷଣ ପାଲଟିଥିଲା । ପ୍ରତେକ ଦିନ ହଜାର ହଜାର ସହରବାସୀ ଏଠାକୁ ଆସି ସମୟ ମଧ୍ୟ ବିତାଉଥିଲେ । ହେଲେ ଗତ କିଛିଦିନ ହେବ ଏହି ଛକ ଗୁଡିକରେ ଥିବା ପାର୍କରେ କିଏ ନିଆଁ…

ଆଜିଠୁ ସର୍ବସାଧାରଣଙ୍କ ପାଇଁ ରାଜଧାନୀରେ ଖୋଲିଲା ପାର୍କ

ଭୁବନେଶ୍ବର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପାର୍କ । ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ଆଜି ବିଏମସି ପକ୍ଷରୁ ଖୋଲାଯାଇଛି । ଭୁବନେଶ୍ବରର ଫରେଷ୍ଟ ପାର୍କ,ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସକାଳ ୭ଟାରୁ ୧୦ଟା ଏବଂ ଅପହାହ୍ନ ୪ଟାରୁ ୬ଟା ଯାଏଁ ଖୋଲାରହିବ । ତେବେ ପାର୍କକୁ…

ପୁରୀ ସହରର ସୌନ୍ଦର୍ଯ୍ୟ ବଢ଼ାଇବାକୁ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ପାର୍କ, ତୁରନ୍ତ କାମ ଆରମ୍ଭ କରିବାକୁ…

ପୁରୀ(କେନ୍ୟୁଜ୍): ପୁରୀ ସହରର ସୌନ୍ଦର୍ଯ୍ୟ ବଢ଼ାଇବାକୁ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ ପାର୍କ । ସହରରେ ପ୍ରାକୃତିକ ସବୁଜିମା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଶେଷକରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାରେ ଥିବା ବନୀକରଣ ଓ ପାର୍କ…