Browsing Tag

people died

ଗୁଣି ଗାରେଡିକୁ ନେଇ ଗଲା ତିନି ଜୀବନ, ୧୨ ଜଣଙ୍କୁ ଅଟକ ରଖିଛି ପୋଲିସ୍

ଯୁଗ ଯେତେ ଆଗେଇଲେ ବି କିଛି ମଣିଷ ଏବେବି ଅନ୍ଧବିଶ୍ବାସରେ ବୁଡ଼ି ରହିଛନ୍ତି । ଆଉ ଏହି ଅନ୍ଧ ବିଶ୍ବାସ ବେଳେବେଳେ ଏମିତି ଉଗ୍ର ରୂପ ନେଉଛି ଯେ ରକ୍ତପାତ ହେଉଛି ଶେଷ ପରିଣତି । ଗୁଣି ଗାରେଡି ସନ୍ଦେହରେ କେତେବେଳେ ଲୋକେ ବାସନ୍ଦ ହେଉଛ୍ନତି ତ କେତେବେଳେ ହତ୍ୟା କରାଯାଉଛି । ତେବେ ଗଞ୍ଜାମ…

ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଦୁର୍ଘଟଣା; ଟ୍ରକ୍‌‌-କାର ଧକ୍କାରେ ୫ମୃତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ କଡପାରେ ମର୍ମନ୍ତୁଦ ଦୁର୍ଘଟଣା । କଣ୍ଟେନର ସହିତ କାରର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର ଗୁଭଭାଲାଚେରୁଭୁ ଘାଟ ରୋଡରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସରା ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି…

ଶିବଙ୍କୁ ପାଣି ଲାଗି କରିବା ପାଇଁ ଯାଇ ଆଉ ଫେରିଲେନି ଭକ୍ତ, ଦଳାଚକଟାରେ ଚାଲିଗଲା ୭ ଜୀବନ

ଶ୍ରାବଣ ସୋମବାରରେ ଘଟିଗଲା ବଡ଼ ଅଘଟଣ । ଶିବଙ୍କୁ ପାଣି ଲାଗି କରିବା ପାଇଁ ଯାଇଥିଲେ କିନ୍ତୁ ଭକ୍ତଙ୍କ ସହ ଏମିତି ଅଘଟଣ ଘଟିବ କେହି କେବେ କଳ୍ପନା ବି କରିନଥିଲେ । କେତେ ଆଶା ନେଇ ମନ୍ଦିର ଭିତରେ ଧାଡ଼ି ଲଗାଇ ଛିଡ଼ା ହୋଇଥିଲେ ଭକ୍ତ । କେତେବେଳେ ପାଳି ପଡ଼ିବ ଆଉ ବାବାଙ୍କୁ ପାଣି ଲାଗି କରିବେ ।…

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଲୁଣ, ଜାଣନ୍ତୁ WHOର ସୂଚନା

ଆପଣମାନେ ଜାଣିଥିବେ ଯେ ଖାଦ୍ୟରୁ ଲୁଣ ଅଲଗା କରି ଖାଇବା ଅସମ୍ଭବ ହୋଇଥାଏ । ତେବେ ଲୁଣ ଏକ ଏପରି ଜିନିଷ ଯାହା ସମସ୍ତ ପ୍ରକାରର ଖାଦ୍ୟରେ ଆବଶ୍ୟକ ହୋଇଥାଏ । ତେବେ WHO ମଧ୍ୟ ଏ ବିଷୟରେ ଚେତାବନୀ ଦେଇଛି, ଯେ ଅଧିକ ଲୁଣ ଖାଇବା ଦ୍ୱାରା ବିଶ୍ୱରେ ଅନେକ ଲୋଙ୍କର ମୃତ୍ୟୁ ହେଉଛି । ତେବେ WHO…

ଅଧା ରହିଗଲା ଝିଅ ଜନ୍ମ ଦିନ: ଗଛରେ ପିଟିଲା କାର, ଚାହୁଁ ଚାହୁଁ ଚାଲିଗଲା ୫ ଜୀବନ

ପରିବାରରେ ଝିଅ ହେଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ । ଝିଅ ଜନ୍ମ ଦିନର ଖୁସି ପାଳିବା ପାଇଁ ବର୍ତ୍ତମାନ ଲୋକମାନେ ପାର୍ଟି ରଖୁଛନ୍ତି । ଠିକ ସମାନ ଭାବେ ଏକ ପରିବାରରେ ଝିଅ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଲୋକ ଘରୁ ବାହାରିଥିଲେ । ଖୁସି ମନରେ କାର ଧରି ଝିଅ ଜନ୍ମ ଦିନ ପାଲିବାକୁ…

ପୋଲ ତଳକୁ ଖସିଲା ବସ୍‌, ଚାହୁଁଚାହୁଁ ଚାଲିଗଲା ୨୧ ଜୀବନ

ଘଟିଗଲା ଭୟଙ୍କର ଦୁର୍ଘଟଣା । ଚାହୁଁ ଚାହୁଁ ଚାଲିଗଲା ୨୧ ଜୀବନ । ପୋଲ ତଳକୁ ବସ୍‌ ଖସି ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । କିଏ ଅଫିସରୁ ଘରକୁ ଫେରୁଥିଲା ତ କିଏ ସ୍କୁଲରୁ ଯାଉଥିଲା ନିଜ ଘରକୁ । ଏମିତି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରୀମାନେ ଯାଉଥିବାବେଳେ ଘଟିଗଲା ଏଭଳି ଭୟଙ୍କର…

ପାଟନା-କୋଟା ଏକ୍ସପ୍ରେସରେ ୨ ଯାତ୍ରୀ ମୃତ, ୬ ଅସୁସ୍ଥ

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଦୁଇ ଯାତ୍ରୀଙ୍କ ମୃତ୍ୟୁ । ଟ୍ରେନ ସହ ଜଡ଼ିତ ଏଭଳି ମାମଲା ବାରମ୍ବାର ଆସୁଛି । କେତେବେଳେ ଟ୍ରେନ ବଗି ଅଲଗା ହୋଇଯାଉଛି ତ କେତେବେଳେ ଟ୍ରେନ ଦୁର୍ଘଟଣା ଘଟୁଛି । ବେଳେେବେଳେ କେହି ନା କେହି ଟ୍ରେନ ଲାଇନରେ କଟିଯାଉଥିବାର ଖବର ମଧ୍ୟ ଆପଣମାନେ ଜାଣିଥିବେ ।…

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୦ ଜୀବନ୍ତ ଦଗ୍ଧ

ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବସ୍‌ରେ ନିଆଁ ଲାଗିଯିବାରୁ ୩୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା…

ୟେମେନରେ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା, ୮୦ ମୃତ

ନୂଆଦିଲ୍ଲୀ : ୟେମେନରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇଛି । ଫଳରେ ୮୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ବୁଧବାର ରାତିରେ ୟେମେନର ରାଜଧାନୀରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ…

ଦୁନିଆର ଏକ ବିପଜ୍ଜନକ ହ୍ରଦ, ଯାହାର ପାଣି ପିଇଲେ ମୃତ୍ୟୁ ସୁନିଶ୍ଚିତ

ଦୁନିଆରେ ଏପରି ଅନେକ ବିପଜ୍ଜନକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେହିଭଳି ବିପଜ୍ଜନକ ହ୍ରଦ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଅଛି, ଯାହା ଫଣ୍ଡୁଜି ହ୍ରଦ ଭାବରେ ଜଣାଶୁଣା। ବିଶ୍ୱାସ କରାଯାଏ ଯେ, ଯିଏ ଏହି ହ୍ରଦର ଜଳ ପିଇଛନ୍ତି ସେ ଆଉ ବଞ୍ଚିନାହାନ୍ତି।…