Below header
Browsing Tag

pipili

କୁକୁଡା ଫାର୍ମ କ୍ଷତି ପୂରଣ ପାଇବା ପାଇଁ ନେଉଥିଲେ ୨୫ ହଜାର ଟଙ୍କା,ଭିଜିଲାନ୍ସ ହାତରେ ଗିରଫ ହେଲେ ପିପିଲି ପ୍ରାଣୀ…

ପିପିଲି(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ପିପିଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସୁରେଶ ଚନ୍ଦ୍ର ବେହେରା । ଫନି ବତ୍ୟାରେ  କୁକୁଡା ଫାର୍ମ କ୍ଷତିପୂରଣ ସହାୟତା  ପାଇଁ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ୭୦ ହଜାର ଟଙ୍କା ଲାଞ୍ଜ ଦାବି କରିଥିଲେ। ଏହାକୁ ନେଇ ସୁରେଶ ଖଟ୍ଟୋଇ ଓ ଭାସ୍କର ଖଟ୍ଟୋଇ…

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟର ରଖାଯାଇ କରାଯାଉଛି ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):  ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ସୂଚନା ମିଳିଛି ।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ପରିବାର ସହ…

ମହାମାରୀ ଘୋଷଣା ପରେ ପିପିଲିର ତିନିଟି ଅଞ୍ଚଳକୁ ଏପ୍ରିଲ ୧୪ ଯାଏଁ କରାଗଲା ସଟଡାଉନ, ଜାଣନ୍ତୁ ସେଠାକାର ସ୍ଥିତି…

ପୁରୀ : ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ଦାନଗହୀରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସ୍ଥାନକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସିଲ କରିଦିଆଯାଇଛି। ଏଥିସହ ଦାନଗହୀର ସମେତ ଜୟପୁର ଶାସନ ଛକ ଓ ଜୟପୁର ଛକ ଅଞ୍ଚଳକୁ ଆଜିଠାରୁ ଏପ୍ରିଲ ୧୪ ଯାଏଁ ସଟଡାଉନ ଘୋଷଣା କରାଯାଇଛି। Danagohir…

ପିପିଲି ପଟ୍ଟନାୟିକିଆ ଛକରେ ବୀଭତ୍ସ ହତ୍ୟାକାଣ୍ଡ, ୩ ଭାଇଙ୍କୁ ନିର୍ମମ ହତ୍ୟା

ପିପିଲି (କେ ନ୍ୟୁଜ୍‌) : ଜାତୀୟ ରାଜପଥରେ ବର୍ବରୋଚିତ ହତ୍ୟା। ପୁରୀ ଜିଲ୍ଲା ପିପିଲି ପଟ୍ଟନାୟିକିଆ ଛକ ସ୍ଥିତ ସରଦେଇପୁର ଗାଁରେ ୩ଜଣଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ଗୋଟିଏ ପରିବାରର ତିନି ଭାଇ ପଞ୍ଚୁ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ…

ଫନିର ମାସେ ପରେ ବି ସ୍ୱାଭାବିକ ହୋଇନି ପିପିଲିରେ ବିଦ୍ୟୁତ ବ୍ୟବସ୍ଥା, ହନ୍ତସନ୍ତ ହେଉଛନ୍ତି ବାସିନ୍ଦା

ପିପିଲି : ଫନିର ଏକ ମାସ ପରେ ବି ପିପିଲିରେ ସ୍ୱାଭାବିକ ହୋଇପାରିନି ବିଦ୍ୟୁତ ବ୍ୟବସ୍ଥା । ଏବେ ବି ଶତକଡା ୮୦ଭାଗ ଗ୍ରାମଞ୍ଚଳରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଯେଉଁ କିଛି ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚିଛି ସେଠାରେ କେବଳ ରାତିରେ ବିଦ୍ୟୁତ ଦିଆଯାଉଛି । ସକାଳ ୭ଟାରୁ ରାତି ୮ଟା…

ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘରକୁ ଟମାଟୋ ଓ ଅଣ୍ଡା ମାଡ଼

ପିପିଲି(କେନ୍ୟୁଜ୍) : ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘର ଆଗରେ ବିକ୍ଷୋଭ । ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ମନ୍ତ୍ରୀଙ୍କ ବାସଭବନକୁ ମହିଳା କଂଗ୍ରେସ କର୍ମୀମାନେ ଟମାଟୋ ଓ ଅଣ୍ଡା ମାଡ଼ କରିଛନ୍ତି । ଘର ସାମ୍ନାରେ ଛାଞ୍ଚୁଣି ଧରି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା…

ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲା : ନିର୍ଦ୍ଦୋଶରେ ଅଭିଯୁକ୍ତ ଖଲାସ ହେବା ପରେ ବିଭିନ୍ନ ମହଲରେ ମିଶ୍ର…

ଭୁବନେଶ୍ବର (କେନ୍ଯୁଜ୍) : ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ ରାୟ ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀଡ଼ିତାଙ୍କ ପରିବାର କହିଛନ୍ତି , ଏହି ରାୟକୁ ସହଜରେ ଗ୍ରହଣ କରିପାରୁନୁ । ଝିଅକୁ ମାରି ଦିଆଗଲା ଓ ଅଭିଯୁକ୍ତକୁ ଦଣ୍ଡ…

ରୋଗୀ ମୃତ୍ୟୁକୁ ନେଇ ପିପିଲି ମେଡିକାଲରେ ଉତ୍ତେଜନା

ପିପିଲି : ରୋଗୀ ମୃତ୍ୟୁକୁ ନେଇ ପିପିଲି ମେଡିକାଲରେ ଉତ୍ତେଜନା । ଗତ ରାତିରେ ଡାକ୍ତର ନଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗରେ ଉତ୍ତ୍ୟକ୍ତ ଲୋକ ଗଣ୍ଡଗୋଳ କରିଛନ୍ତି । ଗତକାଲି ଗୋପ ଅଞ୍ଚଳର ନାରପୁର ଗାଁର ଗଜେନ୍ଦ୍ର ମୁଦୁଲି ଅସୁସ୍ଥ ହୋଇଥଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲିକୁ ମେଡିକାଲ…