Browsing Tag

popularity

ଫେସବୁକ ଏବଂ ଟିକଟକକୁ ପଛରେ ପକାଇ ଇନଷ୍ଟାଗ୍ରାମ ହେଲା ବିଶ୍ୱର ସବୁଠାରୁ ଲୋକପ୍ରିୟ ଆପ୍

ଦୁନିଆର ସବୁଠାରୁ ଲୋକପ୍ରିୟ ଆପର କଥା ଆସିଲେ ଲୋକମାନଙ୍କ ମନକୁ ଫେସବୁକ୍ କିମ୍ବା ହ୍ଵାଟ୍ସଆପ୍ ପ୍ରଥମେ ଆସେ, କିନ୍ତୁ ଏବେ ଇନଷ୍ଟାଗ୍ରାମ ଏହି ଦୁଇଟି ଆପକୁ ପଛରେ ପକାଇ ବିଶ୍ୱର ପ୍ରଥମ ସ୍ଥାନକୁ ଆସିଛି । ବାସ୍ତବରେ କିଛି ଦେଶରେ ଟିକଟକ ଉପରେ ପ୍ରତିବନ୍ଧକ ଲାଗିବା ପରେ ଇନଷ୍ଟାଗ୍ରାମ ବେଶ…

ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢୁଛି ହେଲେ ବାଇଡେନଙ୍କ କମୁଛି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ । ବାଇଡେନ୍‌-ପୁଟିନ ମୁହାଁମୁହିଁ। ଯୁଦ୍ଧ ଯୋଗୁଁ ୧ କୋଟିରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡିଛନ୍ତି । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସହରଗୁଡିକ ଧ୍ୱଂସ ସ୍ତୁପ ପାଲଟିଛି। ପାଶ୍ଚାତ୍ୟ ମିଡିଆର ଖଳନାୟକ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ନରସଂହାର…

ଲକଡାଉନ କୋହଳ ହେବା ପରେ କମୁଛି ଦୂରଦର୍ଶନର ଲୋକପ୍ରିୟତା, ଜାଣନ୍ତୁ ଟପ୍ ୫ରେ ରହିଛି କେଉଁ କେଉଁ ଶୋ’

ଲକଡାଉନ ଘୋଷଣା ହେବା ପରେ ଲୋକଙ୍କୁ ଘରେ ବାନ୍ଧି ରଖିବା ପାଇଁ ଦୂରଦର୍ଶନ ତରଫରୁ ରାମାୟଣ, ମହାଭାରତ, ଉତ୍ତର ରାମାୟଣ ଓ ବିଷ୍ଣୁ ପୁରାଣ ଭଳି ପୌରାଣିକ ଧାରାବାହିକର ପୁନଃପ୍ରସାରଣ ଆରମ୍ଭ ହୋଇଯାଇଛି। ଲୋକମାନେ ମଧ୍ୟ ପ୍ରଥମେ ପ୍ରଥମେ ସେସବୁ ଧାରାବାହିକକୁ ବେଶ ଉପଭୋଗ କରୁଥିଲେ। ଏଣୁ ସେତେବେଳେ…