Below header
Browsing Tag

prisoner escaped

ଢିଲା ସୁରକ୍ଷାର ପରିଣାମ, କଟକ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ କଏଦୀ ଚମ୍ପଟ

ଯାଜପୁର ରୋଡ (କେନ୍ୟୁଜ) : କଟକ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀ ଚମ୍ପଟ ମାରିଛି । ଜେଲ୍ କର୍ତ୍ତୃପକ୍ଷଙ୍କ ସୁରକ୍ଷା ଦାୟିତ୍ୱରେ ଥିବାବେଳେ କଏଦୀ ଜଣକ ମେଡିକାଲରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । କାଳିଆପାଣି ଥାନା ଅଂଚଳର ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥାଇ…

ଉଲଗ୍ନ ହୋଇ ଜେଲରୁ ଫେରାର ହେଲେ ୨୦୦ କଏଦୀ, ଚାହିଁକି ରହିଗଲେ ସେନା

ଆଫ୍ରିକା ଦେଶ ଉଗାଣ୍ଡା ଜେଲରୁ ଫେରାର ହୋଇଯିବାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଉଗାଣ୍ଡାରେ ୨୦୦ ଜଣ କଏଦୀ ଉଲଗ୍ନ ହୋଇ ଜେଲରୁ ଫେରାର ହୋଇଯାଇଛନ୍ତି। କୁହାଯାଉଛି ଯେ ଏହି କଏଦେମାନେ ପ୍ରଥମେ ଜେଲର ସୁରକ୍ଷାକର୍ମୀଙ୍କୁ କାବୁ କରିନେଲେ ଆଉ ତାଙ୍କରି ସାମ୍ନାରେ ପୋଷାକ ବାହାର କରି ଉଲଗ୍ନ ହୋଇ…

ଗ୍ୟାଙ୍ଗଷ୍ଟାର ନୂଆ ଫଣ୍ଡା, ଜେଲରୁ ଫେରାର ହେବା ପାଇଁ କଲା ଏମିତି କାମ

ଗ୍ୟାଙ୍ଗଷ୍ଟାରର ନୂଆ ଫଣ୍ଡା। ଜେଲରୁ ଫେରାର ହେବା ପାଇଁ ଧରିଲା ନାରୀ ବେଶ। ନିରୀକ୍ଷଣ କରି ନଦେଖିଲେ ଯେ କେହିବି ଧୋକା ଖାଇଯିବ ଏହି ଗ୍ୟାଙ୍ଗଷ୍ଟାରର ରୂପକୁ ଦେଖିଲେ। କିନ୍ତୁ ଫେରାର ହେବାରେ ସଫଳ ହେବା ପୂର୍ବରୁ ଉଦ୍ୟମକୁ ପଣ୍ଡ କଲେ ଜେଲ କର୍ମଚାରୀ। ବ୍ରଜିଲର ରିଓ ସହରରେ ଥିବା ଜେଲରେ ଘଟିଛି…

ଚାଲାକ୍‌ ଚୋର, ଜଟଣୀ ପୋଲିସ୍‌କୁ ଚକ୍‌ମା ଦେଇ ଚମ୍ପଟ ମାରିଲେ ଅପରାଧୀ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ପୋଲିସର ଆଖି ସାମ୍ନାରେ ଫେରାର ହୋଇଗଲେ ଅପରାଧୀ । ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଜଟଣୀ ପୋଲିସ ଡାକ୍ତରୀ ପରୀକ୍ଷା ପାଇଁ ଆଣିଥିବା ଦୁଇଜଣ ଅପରାଧୀ ପୋଲିସ ଆଖିରେ ଧୂଳି ଦେଇ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ…

ପୋଲିସକୁ ଚକମା ଦେବାର ନୂଆ ତଲିକା, ଦେହରେ ମଳ ବୋଳି ହୋଇ ଫେରାର ହେଲେ କଏଦୀ

କୋଲକାତା : ମହାନଗର ତପସିୟା ଥାନାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଜଣେ କଏଦୀ ନିଜ ଶରୀର ଏବଂ ଅନ୍ୟାନ୍ୟ କଏଦୀଙ୍କ ଉପରେ ମଳ ପିଙ୍ଗି ଜେଲରୁ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ଏହାପରେ ପୋଲିସ ସନ୍ଧ୍ୟା ସମୟରେ ତାଙ୍କୁ ଅନ୍ୟଏକ ସ୍ଥାନରୁ ପୁଣି ଗିରଫ କରି ଜେଲରେ ଏବେ ବନ୍ଦ…