Browsing Tag

puri gajapati maharaja

ଆଜିଠୁ ଗଜପତିଙ୍କ ନୂଆ ସାଲ ପ୍ରବେଶ, ଶ୍ରୀନହରରେ ପାଳିତ ହେବ ସୁନିଆ ଉତ୍ସବ

ପୁରୀ : ଆଜି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ।  ସନ୍ଧ୍ୟାରେ ଶ୍ରୀନଅରରେ ପାଳିତ ହେବ ସୁନିଆ ଉତ୍ସବ ।  ମହାପ୍ରଭୁବଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ନୂଆ ସାଲ ଓ ଅଙ୍କର ପ୍ରବେଶ ହେବ । ସନାତନ ଧର୍ମରେ ଜାତକ ଓ ପାଞ୍ଜି ଅଙ୍କ ଗଣନାର ବିଶେଷ ମହତ୍ୱ ରହିଛି। ଚଳିତବର୍ଷ ମହାରାଜ…

ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ଗଲେ ଗଜପତି: ଭିତର ଭଣ୍ଡାରକୁ କଲେ ପ୍ରବେଶ, ଅଳଙ୍କାର ସ୍ଥାନାନ୍ତରଣର କରିବେ ତଦାରଖ

ପୁରୀ : ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ମହାନେଦ୍ର ବେଳା ସକାଳ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାରକୁ ଗଲେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି । ଦକ୍ଷିଣଦ୍ୱାର ପଟେ ପ୍ରବେଶ କରିଛନ୍ତି ଗଜପତି । ଭିତର ଭଣ୍ଡାରରେ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତଦାରଖ…

ସୁସ୍ଥ ହେଲେ ଶ୍ରୀଜିଉ, ମହାପ୍ରଭୁଙ୍କ ସୁସ୍ଥତା ଖବର ନେଇ ରାଜ ପ୍ରସାଦରେ ପହଞ୍ଚିଲେ ସେବାୟତ

ପୁରୀ: ସୁସ୍ଥ ହେଲେ ମହାପ୍ରଭୁ । ଜ୍ୱରରୁ ସୁସ୍ଥ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜ ପ୍ରସାଦରେ ପହଞ୍ଚି ଲେ ସେବାୟତ। ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇଲେ ସେବାୟତ । ଶ୍ରୀଜିଉଙ୍କ ଅସୁସ୍ଥ ସମୟରେ ଗୁପ୍ତ ଉପଚାର ଚାଲୁଥିଲା । ଜ୍ବରରେ ପୀଡ଼ିତ ମହାପ୍ରଭୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି । ମୋହନ ମାଝୀଙ୍କୁ ଭେଟିଲେ ଗଜପତି ମହାରାଜା । ରଥଯାତ୍ରା ପୂର୍ବରୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଗଜପତି । ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଗଜପତି ଓ ମୂଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ଆଲୋଚନାରେ ସାମିଲ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ, ସମୀକ୍ଷା କଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ (କେନ୍ୟୁଜ): ଗ୍ରାଉଣ୍ଡ ଜିରୋରେ ଗଜପତି ମହାରାଜା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ, ଜଗନ୍ନାଥ ବଲ୍ଲଭ ମଠ ଓ ଯାତ୍ରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସେହିପରି ଶ୍ରୀସେତୁ ପ୍ରକଳ୍ପର ମଧ୍ୟ ବୁଲି…

ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ(କେନ୍ୟୁଜ୍): ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗୁଣ୍ଡିଚା ମନ୍ଦିର ଜଗମୋହନର ତିନିଟି ସ୍ତମ୍ଭର ବିମ୍‌ ଓ କଲମ୍‌ କ୍ୟାପିଟାଲରେ ଫାଟ ଥିବା ନେଇ ସେ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ…

ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ଗଜପତିଙ୍କ ଝିଅ, ରାଜଧାନୀର ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହୋଇଛି ରାଜକୀୟ…

ଭୁବନେଶ୍ବର(କେନ୍ଯୁଜ୍): ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ଗଜପତିଙ୍କ ଝିଅ। ରାଜଧାନୀର ଏକ ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହୋଇଛି ରାଜକୀୟ ବାହାଘର। ରାଜାଘର ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ…

ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର

ପୁରୀ(କେନ୍ଯୁଜ୍): ଆଜି ରାଜା ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ରାଜକୀୟ ରୀତିନୀତିରେ ବାହାଘର ହେବ । ବର୍ଦ୍ଧମାନ ରାଜାଙ୍କ ନାତି ତଥା ହରିୟାଣା ଗୁରଗାଓଁ ନିବାସୀ ରାଜୀବ କେହେରଙ୍କ…

ପୁଣି ସ୍ନାନବେଦୀରେ ଗଜପତିଙ୍କ ବଦଳରେ ମୁଦିରସ୍ତ କରିବେ ଛେରା ପହଁରା, ଜାଣନ୍ତୁ ଏହି ମୁଦିରସ୍ତଙ୍କ ସମ୍ପର୍କରେ

ମୁଦିରସ୍ତ ବା ମୁଦିରଥ, ଏହି ନାଁଟି ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ। କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ଠାକୁର ରାଜା ଗଜପତିଙ୍କ ପ୍ରତିନିଧି ହେଉଛନ୍ତି ମୁଦିରସ୍ତ। ଯେଉଁସବୁ ସ୍ଥାନରେ ଗଜପତି ଉପସ୍ଥିତ ରହି ପାରନ୍ତି ନାହିଁ, ସେଠାରେ ଏହି ସେବକ ହିଁ ଗଜପତିଙ୍କ ସମସ୍ତ…

ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ପୁରୀ : ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ନିଜ ମାର୍ଗଦର୍ଶନରେ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ବିଶାଳ ସମର୍ପଣ ନିଧି ଅଭିଯାନକୁ ସ୍ୱେଚ୍ଛାକୃତ…

ବାଇ ଲ’ ପ୍ରତ୍ୟାହାରକୁ ସ୍ୱାଗତ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ

ପୁରୀ : ପୁରୀ ଶ୍ରୀମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ବିବାଦୀୟ ଡ୍ରାଫ୍ଟ ବାଇ ଲ' ପ୍ରତ୍ୟାହାରକୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସ୍ୱାଗତ। ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ତ୍ୱରିତ ପଦକ୍ଷେପକୁ ସେ ସ୍ୱାଗତ ଜଣାଇଛନ୍ତି । ଏଠି ସହ ଶ୍ରୀଜଗନ୍ନାଥ…

ଗୁଣ୍ଡିଚା ଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ : ଗଜପତି ଦିବ୍ୟସିଂହ ଦେବ

ପୁରୀ: ପୁରୀରେ ଗତକାଲି ସଫଳ ଭାବେ ସମ୍ପନ୍ନ ହୋଇଛି ଗୁଣ୍ଡିଚା ଯାତ୍ରା । ଏନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ କହିଛନ୍ତି, ସାଧାରଣ ଭକ୍ତଙ୍କ ବିନା ବଡ଼ଦାଣ୍ଡରେ ଗଡ଼ିଛି ରଥ। ଶୃଙ୍ଖଳାର ସହ ଓ ସୁରୁଖୁରରେ ଯାତ୍ରା ସଂପନ୍ନ ହୋଇଛି। ଖୁବ କମ୍ ସମୟ ମଧ୍ୟରେ…