Browsing Tag

puri ratha yatra 2020

ଇତିହାସରେ ପ୍ରଥମ ଥର ୩ ରଥକୁ ଭଙ୍ଗା ନଯାଇ ସଂରକ୍ଷଣ କରିବାକୁ ନିଷ୍ପତ୍ତି: ଆଜିଠୁ ଆରମ୍ଭ ହେଲା ରଥ ଖୋଲିବା କାମ

ପୁରୀ: ଚଳିତ ବର୍ଷ ଐତିହାସିକ ରଥଯାତ୍ରାରେ ବ୍ୟବହୃତ ୩ ରଥ ସଂଗ୍ରହାଳୟରେ ରହିବ । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ଏପରି ନିଷ୍ପତ୍ତି ନେବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ଖୋଲିବା କାମ । ବିଶ୍ୱକର୍ମା ମହାରଣା, ଭୋଇ ଏବଂ ଓଝା ମହାରଣା ସେବାୟତମାନେ ରଥକୁ ଖୋଲିବା ପରେ ଜଗନ୍ନାଥ…

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ…

ଆଜି ପବିତ୍ର ହେରାପଞ୍ଚମୀ, ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା' ଲକ୍ଷ୍ମୀ ଠାକୁରାଣୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡ଼ି ଜନ୍ମବେଦୀଙ୍କୁ ଆସିଛନ୍ତି । ଏଥିପାଇଁ ମା' ଠାକୁରାଣାୀ ମହାପ୍ରଭୁଙ୍କ…

ସରିଲା ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ: କୋଭିଡ ଗାଇଡଲାଇନକୁ ପାଳନ କରାଯାଇ ଗ୍ରହଣ କରାଯିବ କାର୍ଯ୍ୟପନ୍ଥା

ପୁରୀ:ଶେଷ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ। ଆଜିଠାରୁ ନାଟମଣ୍ଡପ, ଗର୍ଭଗୃହ, ଜଗମୋହନର ଯାଞ୍ଚ କରାଯିବ। କେମିକାଲ ୱାସ, ଷ୍ଟକ୍‌ଚରାଲ ଯାଞ୍ଚ, ଫ୍ଲୋର ରିପ୍ଲେମେଣ୍ଟ ଆଦି କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ। ଆସନ୍ତା ୭ଦିନ ମଧ୍ୟରେ ସମସ୍ତ କାର୍ଯ୍ୟର ରୁଟିନ ପ୍ରସ୍ତୁତ କରାଯିବ। ଗର୍ଭଗୃହର…

ନୀଳଜଳ ରାଶି ମଧ୍ୟରେ ନିଆର ଢଙ୍ଗରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଗ୍ରାମ ନିକଟ ଚିଲିକାର ଲବଣାକ୍ତ ନୀଳଜଳ ରାଶି ମଧ୍ୟରେ କାଙ୍କଣ କୂଦ ଯାହା କାଙ୍କଣ ଶିଖରୀ ରୂପେ ପରିଚିତ । ଏଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରତ୍ୟେକ ବର୍ଷ ଏକ ନିଆରା ଢଙ୍ଗରେ ରଥଯାତ୍ରା ପାଳନ କରାଯାଇଥାଏ। ଏବର୍ଷ ମହାମାରୀ…

ଗୁଣ୍ଡିଚା ଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ : ଗଜପତି ଦିବ୍ୟସିଂହ ଦେବ

ପୁରୀ: ପୁରୀରେ ଗତକାଲି ସଫଳ ଭାବେ ସମ୍ପନ୍ନ ହୋଇଛି ଗୁଣ୍ଡିଚା ଯାତ୍ରା । ଏନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ କହିଛନ୍ତି, ସାଧାରଣ ଭକ୍ତଙ୍କ ବିନା ବଡ଼ଦାଣ୍ଡରେ ଗଡ଼ିଛି ରଥ। ଶୃଙ୍ଖଳାର ସହ ଓ ସୁରୁଖୁରରେ ଯାତ୍ରା ସଂପନ୍ନ ହୋଇଛି। ଖୁବ କମ୍ ସମୟ ମଧ୍ୟରେ…

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ, ଗତକାଲି କରାଯାଇଥିଲା କୋଭିଡ-୧୯ ଟେଷ୍ଟ

ପୁରୀ: ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୧୪୩ଜଣ ସେବାୟତଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ପକ୍ଷରୁ ରଥଯାତ୍ରା ପୂର୍ବରୁ ଏଭଳି କରାଯିବାକୁ ନିର୍ଦ୍ଦେଶ…

ବଡ଼ ଟାହିଆ ବାନ୍ଧି ଝୁଲି ଝୁଲି ପହଣ୍ଡି ବିଜେ କରୁଛନ୍ତି କାଳିଆ ସାଆନ୍ତ, ଉତ୍ସବ ମୁଖରିତ ହୋଇ ଉଠିଛି ଶ୍ରୀକ୍ଷେତ୍ର

ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି। ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି । କଡ଼ା କଟକଣା ଭିତରେ ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ…

ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି, ଶୂନ୍ଯ ପହଁଣ୍ଡିରେ ଆସି ରଥାରୁଢ ହେଲେ ମା’ ସୁଭଦ୍ରା

ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି। ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି । କଡ଼ା କଟକଣା ଭିତରେ ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ…