Browsing Tag

puri

ପୁରୀର ବସନ୍ତ ରଣାଙ୍କୁ ବିଶ୍ବକର୍ମା ପରିଚୟ ପତ୍ର ପ୍ରଦାନ, ମହାପ୍ରଭୁଙ୍କ ଟାହିଆ କାରିଗର

କେନ୍ୟୁଜ୍(ବ୍ୟୁରୋ):  ପିଏମ ବିଶ୍ବକର୍ମା ଯୋଜନା ଶୁଭାରମ୍ଭ ଅବସରରେ ପୁରୀର ବସନ୍ତ ରଣାଙ୍କୁ ବିଶ୍ବକର୍ମା ପରିଚୟ ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ବସନ୍ତଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରାଯାଇଛି। ପୁରୀ…

ପୁରୀର କୁଖ୍ୟାତ ଅପରାଧି ଜଗନ୍ ଖଟେଇ ଗିରଫ, ଦୁଇଟି ବନ୍ଧୁକ ଜବତ

ପୁରୀ(କେନ୍ୟୁଜ୍): କୁଖ୍ୟାତ ଅପରାଧି ତଥା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ ପୁରୀ ସଦର ଆମ୍ବପଡ଼ାର ଜଗନ୍ ଖଟେଇଙ୍କୁ ପୁରୀ ସଦର ଥାନା ପୋଲିସ ଗିରଫ କରିଛି।ତା ଠାରୁ ଦୁଇଟି ବନ୍ଧୁକ ,ଗୋଟିଏ ଅଫୁଟା ଗୁଳି ଓ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି। ଏସପି କେ.ବିଶାଲ ସିଂହଙ୍କ ନିର୍ଦ୍ଦେଶରେ…

ପୁରୀ: ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର

ପୁରୀ(କେନ୍ୟୁଜ୍): ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର ହୋଇଛି। ସକାଳ ୧୧ଟାରେ ଷ୍ଟେସନରେ ପହଞ୍ଚି ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ବଗିରେ ଏକ କ୍ଷତାକ୍ତ ଶରୀର ଦେଖିବା…

ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ତୁଟିଲା ସେବାୟତଙ୍କ ବିବାଦ, ଦୀର୍ଘ ୫ ଘଣ୍ଟା ପରେ ମହାପ୍ରଭୁଙ୍କ ହେଲା ମହାସ୍ନାନ…

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ତୁଟିଲା ସେବାୟତଙ୍କ ବିବାଦ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଛି । ଦୀର୍ଘ ୫ ଘଣ୍ଟା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି। ଏହାପରେ ତଡପଲାଗି,ଅବକାଶ ଓ ସୂର୍ଯ୍ୟପୂଜା ଇତ୍ୟାଦି ନୀତିକାନ୍ତି ଆଗେଇଥିଲା।…

ପୁରୀରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପୁରୀ (କେନ୍ୟୁଜ): ପୁରୀ ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ହେଲେ ଲିକୁ ସୁବୁଦ୍ଧି। ସେ ପେସାରେ ଜଣେ ଅଟୋ ରିକ୍ସା ଚାଳକ । ଆକ୍ରମଣ ପରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ…

ଦୟା ନଦୀ କୂଳରୁ ଅଖା ଭିତରେ ଯୁବତୀଙ୍କ ମୃତଦେହ ଉଦ୍ଧାର,ତଦନ୍ତ କରୁଛି ପୋଲିସ

ପୁରୀ(କେନ୍ୟୁଜ୍):  ଅଖା ଭିତରେ ଯୁବତୀଙ୍କ ମୃତଦେହ । ପୁରୀ ଜିଲ୍ଲା କଣାସ ନୂଆଗାଁ ନିକଟ ଦୟା ନଦୀ କୂଳରୁ ଯୁବତୀଙ୍କ ମୃତଦେହ ମିଳିବା ପରେ ତନାଘନା ତଦନ୍ତ କରୁଛି ପୋଲିସ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ…

ଘରୋଇ କଳି ହେଲା କାଳ : ନୃଶଂସ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର

ପୁରୀ (କେନ୍ୟୁଜ): ନୃଶଂସ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଘଟଣା ଘଟିଛି ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡିଆଠାରେ। ସଙ୍କଟାପନ୍ନ ଅବସ୍ଥାରେ ପୁତୁରାକୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତ ପୁତୁରା ଜଣଙ୍କ ହେଲେ ଶିବ ବେହେରା ।…

ଆଜି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ବାଲୁକାକଳା ମାଧ୍ୟମରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଆମେରିକା ରାଷ୍ଟ୍ରପତିଙ୍କୁ ବାଲୁକାକଳା ମାଧ୍ୟମରେ ସ୍ବାଗତ । ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି G-20 । ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବହୁ ଡେଲିଗେଟ୍ସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ…

ଆଜି ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ନେବେ ଜନ୍ମ , ରୀତି ନୀତିକୁ ସଠିକ ରୂପେ ପାଳନ କରିବା ପାଇଁ ପୁରୀ ଧାମ ହୋଇ ଉଠିଛି…

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ଏହି ତିଥିକୁ ଆମେ ଜନ୍ମାଷ୍ଟମୀ ପର୍ବ ରୂପେ ପାଳନ କରିଥାଉ । ଆଜିର ତିଥିରେ ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀକୃଷ୍ଣ , ଧରାବତଣ କରିବେ ପ୍ରଭୁ । ସାରା ଦେଶ ଆଜି ପ୍ରଭୁଙ୍କର ଜନ୍ମ ତିଥିକୁ ପାଳନ କରିବା ପାଇଁ ଖୁବ ଊତ୍ସହିତ…

ପେଣ୍ଠକଟାରେ ଡଙ୍ଗା ତିଆରି ଗୋଦାମରେ ବିସ୍ଫୋରଣ, କେହି ଦୁର୍ବୁତ୍ତ ବୋମା ଲୁଚାଇ ରଖିଥିବା ସନ୍ଦେହ

ପୁରୀ (କେନ୍ୟୁଜ): ପୁରୀ ପେଣ୍ଠକଟା କନକଦୂର୍ଗା କଲୋନୀ ଏକ ଡଙ୍ଗା ତିଆରି ଗୋଦାମରେ ବିସ୍ଫୋରଣ। ଡଙ୍ଗାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବୁଲା କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ପୁରୀ ପେଣ୍ଠକଟା…

ମୁଁ ପଠାଇଥିବା ଦୁଇଟି ରାକ୍ଷୀ ମୋ ଦୁଇଭାଇ ଜଗା ବଳିଆକୁ ପିନ୍ଧାଇଦେବେ, ଆଉ ଦେଇଥିବା ଟଙ୍କାରେ ଲଡୁ ଖୁଆଇ…

ପୁରୀ (କେନ୍ୟୁଜ): ରାକ୍ଷୀପୂର୍ଣ୍ଣିମା ଆସିଲେ ଭାଇ ହାତରେ ରାକ୍ଷୀବାନ୍ଧିବାକୁ ଭଉଣୀ ମନରେ ବେଶ୍ ଉତ୍ସାହ ଭରିଯାଇଥାଏ। ହେଲେ ଭଦ୍ରକ ଜିଲ୍ଲା ବାମନବିନ୍ଧା ଗ୍ରାମର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସାଇ ସୁକନ୍ଯା ମହାନ୍ତି ପଠାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଲାଗି ଦୁଇଟି ରାକ୍ଷୀ।…

ଆତଙ୍କବାଦୀ କାର୍ଯ୍ୟକଳାପକୁ କେମିତି କରାଯିବ ପ୍ରତିହତ? ପୁରୀରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ମକଡ୍ରିଲ

ପୁରୀ(କେନ୍ୟୁଜ୍): ପୁରୀରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ମକଡ୍ରିଲ । ଏନଏସଜି ଅଧିକାରୀଙ୍କ ସହ ପୁରୀ ପୋଲିସର ମିଳିତ ଏକରସାଇଜ କରାଯାଉଛି । ଆତଙ୍କବାଦୀ କାର୍ଯ୍ୟକଳାପକୁ କିପରି ପ୍ରତିହତ କରାଯାଇପାରିବ ସେନେଇ ଏହି ଏକସରସାଇଜ କରାଯାଉଛି । ରେଳଷ୍ଟେସନ, ବସଷ୍ଟାଣ୍ଡ, ଶ୍ରୀମନ୍ଦିରରେ ମଧ୍ୟ…