Browsing Tag

rajasthan royals

ରାଜସ୍ଥାନ ରୟାଲ୍ସକୁ ଝଟକା, ଆଇପିଏଲ ୨୦୨୧ର ବଳକା ମ୍ଯାଚ ଖେଳିବେନି ଏହି ଖେଳାଳି

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୧ର ବଳକା ମ୍ୟାଚ୍। ଏଥିପାଇଁ ସମସ୍ତ ୮ଟି ଯାକ ଟିମ୍‌ କରୁଛନ୍ତି ପ୍ରସ୍ତୁତି। ଭାରତରେ କରୋନା ମାମଲା ଦେଖାଦେଉଥିବାରୁ ୟୁଏଇରେ ଖେଳାଯିବ । ଏସବୁ ମଧ୍ୟରେ ରାଜସ୍ଥାନ ରୟାଲ୍ସ ଟିମ୍‌କୁ ଲାଗିଛି ଜୋରଦାର ଝଟକା। କାରଣ ୨୦୨୧ ଆଇପିଏଲର ବଳକା…

ଶ୍ରେୟସ ଗୋପାଲ ଖୁବ୍‌ଶୀଘ୍ର କରିବେ ଗାର୍ଲଫ୍ରେଣ୍ଡ ନିକିତାଙ୍କୁ ବିବାହ, ସେୟାର କଲେ ନିର୍ବନ୍ଧର ଫଟୋ

ଭାରତୀୟ ଟିମ୍‌ ଅଲରାଉଣ୍ଡର ଶ୍ରେୟସ ଗୋପାଲ ଖୁବ୍‌ଶୀଘ୍ର ନିଜ ଗାର୍ଲଫ୍ରେଣ୍ଡ ନିକିତା ଶିବଙ୍କୁ ବିବାହ କରିବେ। ଏହାର ଘୋଷଣା ସେମାନେ ସୋସିଆଲ ମିଡିଆ ଜରିଆରେ କରିଛନ୍ତି। ୧୧ ଅଗଷ୍ଟ ସନ୍ଧ୍ୟାରେ ଶ୍ରେୟସ ବହୁତ ଫିଲ୍ମି ଷ୍ଟାଇଲରେ ନିଜ ଲେଡି ଲଭ୍‌କୁ ପ୍ରପୋଜ କରିଥିଲେ ଏବଂ ତାଙ୍କୁ ‘ହଁ’ରେ…

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ୍‌ ଓ ଦିଲ୍ଲୀ କ୍ୟାପିଟାଲସ୍

କେନ୍ଯୁଜ୍: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଋଷଭ ପନ୍ତ ଓ ସଞ୍ଜୁ ସାମସନ୍‌ । ଦୁଇ ଯୁବ ଅଧିନାୟକଙ୍କ ମଧ୍ୟରେ କିଏ ବାଜି ମାରିବ ତାରି ଉପରେ ନଜର ରହିଛି । ରାଜସ୍ଥାନ ରୟାଲସ୍‌ ଆଜି ଦିଲ୍ଲୀ କ୍ୟାପିଟାଲସ୍‌କୁ ଭେଟିବ । ଉଭୟ ଟିମ୍‌ ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଦୁଇ ଓ୍ଵିକେଟ…

୩ଡି ଶୋ’ ମାଧ୍ୟମରେ Rajasthan Royals ଲଞ୍ଚ୍‌ କଲା ଜର୍ସି, ଦେଖନ୍ତୁ ନୂଆ ଡ୍ରେସ୍‌ର ଲୁକ୍‌

ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ ୨୦୨୧ ସିଜନ୍‌ ପାଇଁ ନୂଆ ଜର୍ସି ଲଞ୍ଚ୍‌ କରିଛି। ସୋମବାର ସବାଇ ମାନ୍‌ ସିଂହ ଷ୍ଟାଡିୟମ୍‌ରେ ୩ଡି ପ୍ରୋଜେକ୍ସନ୍‌ ଓ ଲାଇଟ୍‌ ଶୋ’ ମଧ୍ୟରେ ଏହି ଜର୍ସି ଲଞ୍ଚ୍‌ କରାଯାଇଛି। ଷ୍ଟାଡିୟମ୍‌ରୁ ଏହି ଶୋ’ର ଲାଇଭ୍‌ ପ୍ରସାରଣ କରାଯାଇଥିଲା। ଏହି ଶୋ’କୁ ସାରା…

IPL 2020 : ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ ଓ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ୍‌ରେ ୪୦ ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ ଓ ସନରାଇଜର୍ସ ହାଇଦ୍ରାବାଦ। ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମ୍ୟାଚ୍‌ ହିଁ ଉଭୟଙ୍କୁ ବିଜୟ ପଥରେ ଆଗେଇ ନେବ। ଏବେ ଯାଏଁ ରାଜସ୍ଥାନ ରୟାଲର୍ସ ୧୦ ମ୍ୟାଚ୍‌ ମଧ୍ୟରୁ ୪ଟିରେ ବିଜୟୀ…

ଆଜି ପୁଣିଥରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ, ଜିତିବାକୁ ସବୁ କୌଶଳ ଆପଣାଇବ ଚେନ୍ନାଇ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ର ୩୭ ତମ ମ୍ୟାଚ୍‌ ସୋମବାର ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଟିମ୍‌ ମଧ୍ୟରେ ଶେଖ୍‌ ଜାୟେଦ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଉଭୟ ଟିମ୍‌ର ସମାନତାର ହେଉଛି ଏବେ ଯାଏଁ ଖେଳିଥିବା ୯ଟି ମ୍ୟାଚ୍‌ରେ ଉଭୟଙ୍କୁ ୬-୬ ମ୍ୟାଚ୍‌ରେ ପରାଜୟବରଣ କରିବାକୁ…