Below header
Browsing Tag

Rajasthan

୨୦୦୮ ଜୟପୁର ବିସ୍ଫୋରଣ ମାମଲାରେ ସମସ୍ତ ଦୋଷୀ ନିର୍ଦ୍ଦୋଷରେ ମୁକ୍ତ, ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ରାଜସ୍ଥାନ କୋର୍ଟ

ରାଜସ୍ଥାନର ରାଜଧାନୀ ଜୟପୁରରେ ୨୦୦୮ ମେ’ ୧୩ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାରେ ରାଜସ୍ଥାନ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଜଡିତ ସମସ୍ତ ୪ ଦୋଷୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କୋର୍ଟ ୨୮ଟି ଆବେଦନକୁ…

ବର ହେଲା କୋଟିପତି, ଭଉଣୀ ବାହାଘରରେ ୮ କୋଟି ଟଙ୍କା ଯୌତୁକ ଦେଲେ ଭାଇ

ଭାରତରେ ଯୌତୁକ ଦେବା କିମ୍ବା ନେବା ଦଣ୍ଡନୀୟ ଅପରାଧ । ଭାରତୀୟ ଦଣ୍ଡ ସଂହିତା ଅନୁସାରେ, ଯଦି କିଏ ଯୌତୁକ ମାଗିଥିବା ନେଇ ଧରାପଠେ, ତେବେ ତାଙ୍କୁ ଜେଲ ଯିବାକୁ ପଡିଥାଏ । ଏହି ଦଣ୍ଡାଦେଶ ଯୋଗୁଁ ଆଜିକାଲି ଲୋକେ ଯୌତୁକ ନେବାକୁ ଡରୁଛନ୍ତି । ହେଲେ ଏମିତି କିଛି ସ୍ଥାନ ଆଉ ଅଞ୍ଚଳ ରହିଛି,…

ରାତିଅଧରେ ଥରିଲା ରାଜସ୍ଥାନ ଏବଂ ଅରୁଣାଚଳ ପ୍ରଦେଶ, ତୀବ୍ରତା ୪.୨

ରାଜସ୍ଥାନରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରାଜସ୍ଥାନର ବିକାନେରରେ ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହାସହିତ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା…

ରାଜସ୍ଥାନରେ ଗଠନ ହୋଇଛି ୧୯ ନୂତନ ଜିଲ୍ଲା, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବିଧାନସଭାରେ କଲେ ଘୋଷଣା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରାଜ୍ୟରେ ୧୯ଟି ନୂତନ ଜିଲ୍ଲା ଗଠନ କରାଯାଇଛି। ତିନୋଟି ନୂଆ ବିଭାଗ ଗଠନ ହୋଇଛି। ଏବେ ରାଜସ୍ଥାନରେ ୫୨ଟି ଜିଲ୍ଲା ହେବ। ସରକାର ନୂତନ ଭାବେ ଗଠିତ ଜିଲ୍ଲାଗୁଡ଼ିକୁ ୨…

ଚାକିରିକୁ ନେଇ ଚିନ୍ତିତ ଥିଲେ ଯୁବକ, ସୁଇସାଇଡ ପାଇଁ ଗିଳି ଦେଲେ ୫୬ ଖଣ୍ଡ ସେଭିଂ ବ୍ଲେଡ

ରାଜସ୍ଥାନର ଜାଲୋରରେ ୨୪ ବର୍ଷୀୟ ଜଲେ ଯୁବକଙ୍କ ପେଟରେ ୫୬ଖଣ୍ଡ ସେଭିଂ ବ୍ଲେଡ୍‌ ମିଳିଛି। ଯୁବକ ଜଣକ ସୁଇସାଇଡ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ । ଚାକିରିକୁ ନେଇ ବହୁତ ଚିନ୍ତିତ ଥିଲେ ଯୁବକ । ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲେ । ଯୁବକଙ୍କ ପେଟ ଅସ୍ତ୍ରୋପଚାର କରିବା ପରେ ଡାକ୍ତର…

୧ ଏପ୍ରିଲରୁ ବସ୍‌ ଯାତ୍ରା ବେଳେ ମହିଳାଙ୍କୁ ଦେବାକୁ ପଡ଼ିବ ଅଧା ଭଡ଼ା! ରାଜସ୍ଥାନ ସରକାର ନେଲେ ନିଷ୍ପତ୍ତି

ରାଜସ୍ଥାନ ସରକାର ରୋଡ୍‌େଓ୍ଵଜ୍‌ ବସ୍‌ ଭଡାକୁ ଅଧା କରି ମହିଳାମାନଙ୍କୁ ଆରାମ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ଵିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ରାଜ୍ୟରେ ଏପ୍ରିଲ ୧ରୁ ମହିଳାମାନଙ୍କୁ ରୋଡ୍‌େଓ୍ଵଜ୍‌ ବସ୍‌ରେ ଅଧା ଭଡା ଦେବାକୁ ପଡ଼ିବ।…

ପୁଣି ବୁଲା କୁକୁରଙ୍କ ଦୌରାତ୍ମ୍ୟ, ହସପିଟାଲରୁ ମା’ ପାଖରୁ ପିଲାକୁ ଟେକି ନେଇ ମାରିଦେଲା

ମା’ ପାଖରେ ଶୋଇଥିବା ପିଲା ଟେକି ନେଇ ମାରିଦେଲା ବୁଲା କୁକୁର। ଏଭଳି ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ଏକ ସରକାରୀ ହସପିଟାଲରେ ଘଟିଛି । ହସପିଟାଲରେ ମା’ ପାଖରେ ଶୋଇଥିବା ମାସକର ଶିଶୁକୁ ବୁଲା କୁକୁର ଟେକି ନେଇ ଝୁଣି ମାରିଦେଇଛି। ପିଲାର ମୃତଦେହ ହସପିଟାଲ ଓ୍ଵାର୍ଡ ବାହାରେ…

ବାହାଘର ପୂର୍ବଦିନ ଭାଙ୍ଗିଗଲା କନ୍ୟାର ହାତ ଗୋଡ, ବିବାହ ପାଇଁ ହସପିଟାଲରେ ପହଞ୍ଚିଲେ ବରଯାତ୍ରୀ

ବିବାହ ବେଦୀରୁ ବେଳେ ବେଳେ ବର ଉଠି ପଳାଇଥିବା ଘଟଣା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ବିବାହ ପୂର୍ବ ଦିନ କନ୍ୟା ହସପିଟାଲରେ ଭର୍ତ୍ତି ହେବା ପରେ ବରଯାତ୍ରୀ ଧରି ବର ହସପିଟାଲରେ ପହଞ୍ଚିବା ଘଟଣା ହୁଏତ ଆପଣ ଫିଲ୍ମରେ ଦେଖିଥିବେ । କିନ୍ତୁ ରିଅଲ ଲାଇଫରେ ନୁହେଁ । ଏମିତି ଏକ ଘଟଣା…

ଦେଶର ଏହି ରାଜ୍ୟରେ ଦୁଗ୍ଧିଆଳି ପ୍ରାଣୀଙ୍କ ମୃତ୍ୟୁରେ ପଶୁପାଳକଙ୍କୁ ମିଳିବ ୪୦ ହଜାର ଟଙ୍କା!

ଦେଶର ଗ୍ରାମାଞ୍ଚଳରେ ପଶୁପାଳନ ଆୟର ଏକ ପ୍ରମୁଖ ଉତ୍ସ ଭାବରେ ଉଭା ହୋଇଛି। ଚାଷୀମାନଙ୍କର ଜୀବନଯାପନ ବହୁ ପରିମାଣରେ ଗାଈ ଏବଂ ମଇଁଷି ପାଳନ ଉପରେ ନିର୍ଭର କରିଥାଏ। ଏଭଳି ସ୍ଥିତିରେ ଦୁଗ୍ଧିଆଳି ପ୍ରାଣୀମାନଙ୍କ ମୃତ୍ୟୁ ହେଲେ ଚାଷୀଙ୍କ ସାମ୍ନାରେ ବହୁତ ବଡ଼ ଆର୍ଥିକ ସଙ୍କଟ ଉତ୍ପନ୍ନ ହୋଇଥାଏ।…

ମା’ ନା ରାକ୍ଷସୀ ! ପ୍ରେମିକ ସହିତ ମିଶି ୩ ବର୍ଷ ପିଲାକୁ ମାରି ଟ୍ରେନ ତଳେ ପକାଇଦେଲେ ମହିଳା, ଏବେ ଗିରଫ

ମା’, ଶବ୍ଦଟି ଯଥେଷ୍ଟ। ନିଜ ପିଲାର ସମସ୍ତ ଦୁଃଖ, କଷ୍ଟକୁ ନିଜେ ସହିଯିବାର ଶକ୍ତି ରଖିଥାଏ । ହେଲେ ଏହି ମା’ କେବେ କ’ଣ କୌଣସି ପିଲା ପାଇଁ ରାକ୍ଷସୀ ସାଜିପାରେ । ହୁଏତ ଆପଣଙ୍କ ନାଁ କହିବେ । ମା’ର ମମତା ପିଲାକୁ ମରଣ ମୁହଁରୁ ଛଡାଇ ଆଣେ । କିନ୍ତୁ କେବେ ମରଣ ମୁହଁକୁ ଠେଲିଦେଇପାରେନି ।…

ଏକାଠି ଦୁନିଆକୁ ଆସିଥିଲେ, ଏକାଠି ଆଖି ବୁଜିଲେ ଯାଆଁଳା ଭାଇ: ପରସ୍ପର ଠାରୁ ୯୦୦ କିମି ଦୂରରେ ଥାଇ ମଧ୍ୟ ଦିନକରେ ଚାଲି…

ରାଜସ୍ଥାନର ବାରମେରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ୨୬ ବର୍ଷ ପୂର୍ବେ ଏକାଠି ଦୁନିଆ ଦେଖିଥିବା ଦୁଇ ଯାଆଁଳା ଭାଇ ଏକାଠି ଚାଲିଯାଇଛନ୍ତି । ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ପରସ୍ପର ଠାରୁ ୯୦୦କିମି ଦୂରରେ ରହୁଥିବା ଦୁଇ ଭାଇଙ୍କର…

ଥଣ୍ଡାରୁ ବଞ୍ଚିବା ପାଇଁ ଘରେ ଭିତରେ ନିଆଁ ଜାଳି ଶୋଇଥିଲେ ପରିବାର ଲୋକେ: ଶ୍ୱାସରୁଦ୍ଧ ହୋଇ ୩ ମୃତ, ୩ ମାସର ଶିଶୁ…

ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଣି ଶୋଇଥିଲେ ପରିବାରର ଲୋକେ। ହେଲେ ରାତିସାରା ଚୁଲିରୁ ଧୂଆଁ ବ୍ୟାପିବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ପରିବାରର ୩ ଜଣ ମୃତ୍ୟୁବରଣ କରିଛନ୍ତି । ପ୍ରବଳ ଶୀତ ଏବଂ ଗ୍ରୀଷ୍ମ ପାଇଁ ସାରା ଦେଶରେ ଚୁରୁ ଜିଲ୍ଲାକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ହେଲେ…