Browsing Tag

rakta charitra gang

ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ ବୁବୁ ଜେନା ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ ବୁବୁ ଜେନା ଗିରଫ। ନୟାପଲ୍ଲୀ ଥାନା ପୋଲିସ ବୁବୁ ଜେନାଙ୍କୁ ଗିରଫ କରିଛି। ମୋଷ୍ଟ ୱାଣ୍ଟେଡ୍‌ ଥିଲା ବୁବୁ। ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଥିଲା ବୁବୁ ଜେନା। ଗତକାଲି ରାତିରେ ବୁବୁ ଜେନାଙ୍କୁ ଡେଲ୍‌ଟା…

ରକ୍ତଚରିତ୍ର ଗ୍ୟାଙ୍ଗର ୫ ସଦସ୍ୟଙ୍କ ସରିଛି ୨ଦିନିଆ ରିମାଣ୍ଡ, ବହୁ ତଥ୍ୟ ଉଗାରିଛି ନୟାପଲ୍ଲୀ ଥାନା ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ରକ୍ତଚରିତ୍ର ଗ୍ୟାଙ୍ଗର ୫ ସଦସ୍ୟଙ୍କ ୨ଦିନିଆ ରିମାଣ୍ଡ ସରିଛି। ମାରାଥନ ଜେରାରେ ସେମାନଙ୍କ ଠାରୁ ବହୁ ତଥ୍ୟ ଉଗାରିଛି ନୟାପଲ୍ଲୀ ଥାନା ପୋଲିସ । ରାଜଧାନୀରେ ପତିଆରା ଜାହିର କରିବାକୁ ଟାଉନ ଟାଇଗର ନାଁରେ ଆଉ ଏକ ହ୍ଵାଟ୍‌ସଆପ୍‌ ଗ୍ରୁପ ଗଢାଯାଇଥିଲା। ସନିଆ ଓରଫ ସନାତନ…

ରାଜଧାନୀରେ ରକ୍ତଚରିତ୍ର ଗ୍ୟାଙ୍ଗ ପରେ କଟକରେ ମାତିଛନ୍ତି ଷଣ୍ଢ ଗ୍ରୁପ୍‌, ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଦେଉଛନ୍ତି…

କଟକ(କେନ୍ଯୁଜ୍): ରାଜଧାନୀରେ ରକ୍ତଚରିତ୍ର ଗ୍ୟାଙ୍ଗ ପରେ କଟକରେ ମାତିଛନ୍ତି ଷଣ୍ଢ ଗ୍ରୁପ୍‌ । ହାତରେ ବନ୍ଧୁକ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଛନ୍ତି । ସୋସିଆଲ ମିଡ଼ିଆରେ ଷଣ୍ଢ ଗ୍ରୁପ୍‌ର ୧୦ଟି ଭିଡ଼ିଓ ଘୁରି ବୁଲୁଛି । ଏହି ଗ୍ରୁପ୍‌ର ମାଷ୍ଟରମାଇଣ୍ଡ ପୋଲିସ କବ୍‌ଜାରେ ଥିବା ଜଣାପଡିଛି।…

ମୂଳପୋଛ ହେବ ରକ୍ତ ଚରିତ୍ର ଗ୍ୟାଙ୍ଗ, କଡ଼ା ଶାସ୍ତି ଦେବାକୁ ୟୁପି ମଡେଲ ଆପଣେଇଛି କମିଶନରେଟ୍ ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍‌) : ମୂଳପୋଛ ହେବ ରକ୍ତ ଚରିତ୍ର ଗ୍ୟାଙ୍ଗ । କମିଶନରେଟ ପୋଲିସ ଚଳାଇଛି ଅପରେସନ୍ ଦମନ । ପୋଲିସ ଘନ ଘନ ରେଡ୍ କରୁଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ଭିଡିଓ । ଆଜି ଆଉ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ରାତିରେ ରାଜଧାନୀ ରାସ୍ତାରେ କାର ଉପରେ…

ପୁଣି ଭାଇରାଲ୍‌ ହେଲା ରକ୍ତ ଚରିତ୍ର ଗ୍ରୁପ୍‌ର ଭିଡ଼ିଓ, ରାତି ୩ଟାରେ କାର୍‌ ଉପରେ କରୁଛନ୍ତି ଷ୍ଟଣ୍ଟ ସୋ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଭାଇରାଲ୍‌ ହେଲା ରକ୍ତ ଚରିତ୍ର ଗ୍ରୁପ୍‌ର ଭିଡ଼ିଓ । ରାତି ୩ଟାରେ କାର୍‌ ଉପରେ କରୁଛନ୍ତି ଷ୍ଟଣ୍ଟ ସୋ । କାର୍‌ ଡୋର ଖୋଲି ବିପଦଜନକ ଭାବେ ଡ୍ରାଇଭିଂ କରୁଛନ୍ତି ଯୁବକ । ଘଟଣାରେ ପୂର୍ବରୁ ୭ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଗତକାଲି ୨ଜଣ କୋର୍ଟରେ…

ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍‌ରେ ପୋଲିସ: ଧରିବା ପାଇଁ ଡେରା ପକାଇଛନ୍ତି…

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍‌ରେ କମିଶନରେଟ ପୋଲିସ । ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ଏହି ଗ୍ୟାଙ୍ଗ୍‌ର ୫ ଜଣ ଯୁବକଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଗଠନ ହୋଇଛି…