Below header
Browsing Tag

rath yatra

ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୁରୀ: ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରଥଯାତ୍ରା ହେବା ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ନିଷ୍ପତ୍ତି ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପୁରୀ…

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ

ପୁରୀ: ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ । ଆଜି ସମୁଦାୟ ୨୦ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିଛି । ଏହା ଭିତରେ ଅଛି ଖଣେ ଅସନ ଓ ୧୯ ଖଣ୍ଡ ଧଉରା କାଠ । ଭଞ୍ଜନଗର ଘୁମୁସୁର ବନଖଣ୍ଡରୁ ଏହି କାଠ ଆସି ପହଞ୍ଚିଛି । ସାତଟି ପର୍ଯ୍ୟାୟରେ ମୋଟ୍‌ ୨୪୪ଟି ରଥ କାଠ ପହଞ୍ଚିଛି । ସେପଟେ…

ରଥଯାତ୍ରା ଉପରେ ପଡିପାରେ କରୋନା ପ୍ରଭାବ, ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

ପୁରୀ: କରୋନା ମହାମାରୀ ପାଇଁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ଏଯାଏ କୌଣସି ନିଷ୍ପତ୍ତି ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜିଉଙ୍କ ରଥଯାତ୍ରା ଆୟୋଜନ ନେଇ…

ରାମ ନବମୀରେ ହୁଏ ମହାପ୍ରଭୁଙ୍କ ରଥକାଠ ଚିରା, ଜାଣନ୍ତୁ କଣ ରହିଛି ରୀତିନୀତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଆଉ ଏକ ଦୃଷ୍ଟାନ୍ତ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଘୋଷଯାତ୍ରାରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବସି ମାଉସୀ ଘରକୁ ଗମନ କରିଥାଆନ୍ତି। ଆଷାଢ ଶୁକ୍ଳ ଦ୍ଵିତୀୟା ତିଥିରେ ପାଳିତ ହୁଏ ରଥଯାତ୍ରା। ଘର ଘର ନାଦରେ…

ଆସନ୍ତା ନଭେମ୍ବରରେ ହେବାକୁ ଥିବା ରଥଯାତ୍ରାରୁ ଓହରିଲା ଇସ୍କନ

ଭୁବନେଶ୍ବର(କେନ୍ୟୁଜ୍) : ଅଦିନିଆ ରଥଯାତ୍ରା କରିବନି ଇସ୍କନ । ଆସନ୍ତା ନଭେମ୍ବରରେ ହେବାକୁ ଥିବା ରଥଯାତ୍ରାରୁ ଓହରିଲା ଇସ୍କନ । ନଭେମ୍ବର ୧୭ ତାରିଖରେ ପଞ୍ଜାବ ଲୁଧିଆନାରେ ଅଦିନିଆ ରଥଯାତ୍ରା କରିବା ପାଇଁ ଇସ୍କନର ଜଣେ ଭକ୍ତ ସୂଚନା ଦେଇଥିଲେ । ତେବେ ପୂର୍ବ ପରି ଆଷାଢ ମାସ ଶୁକ୍ଲ…

ରାୟଗଡ଼ା ଟିକିରି ଠାରେ ବାହୁଡ଼ା ଯାତ୍ରା ବେଳେ ଅଘଟଣ, ଶିଡ଼ି ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ସ୍କୁଲ ଛାତ୍ରୀ ଆହତ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଟିକିରି ଠାରେ ବାହୁଡ଼ା ଯାତ୍ରା ବେଳେ ଅଘଟଣ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଦେଖୁଥିବା ସମୟରେ ଶିଡ଼ି ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ସ୍କୁଲ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ୧୦ ଜଣଙ୍କୁ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ…

ଆଜି ତିନି ରଥ ନେବେ ଦକ୍ଷିଣମୋଡ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ(କେନ୍ୟୁଜ୍): ଆଜି ତିନି ରଥ ନେବେ ଦକ୍ଷିଣମୋଡ। ରଥଯାତ୍ରାଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥର ଆଜି ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାରରେ ଲଗାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମହାପ୍ରଭୂଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ…

ବିଭିନ୍ନ ଜିଲ୍ଲାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା

କେନ୍ୟୁଜ୍: ରଥଯାତ୍ରା ପାଇଁ ଚଳଚଞ୍ଚଳ ବାଲେଶ୍ୱର ଜିଲ୍ଲା ନୀଳଗିରି । ପରମ୍ପରା ଅନୁସାରେ ପୁରୀ ରଥଯାତ୍ରା ପରଦିନ ଏଠାରେ ରଥଟଣା ହୋଇଥାଏ । ପୁରୀର ରଥ ଯାତ୍ରା ଦିନ ଏଠାରେ ପହଣ୍ଡି ହୋଇଥାଏ । ଦୁଇ ଦିନ ଧରି ହୋଇଥାଏ ରଥ ଟଣା । ଗତକାଲି ରଥ ଟଣା ହୋଇ ଅଧାବାଟରେ ଅଟକି ତିନି ରଥ । ଆଜି ପୁଣି ତିନି…

ରଥରୁ ଆଡପମଣ୍ଡପକୁ ବିଜେ କଲେ ଶ୍ରୀଜିଉ, ଆଜିଠୁ ବାହାରିବ ଆଡପ ଅବଢ଼ା

ପୁରୀ(କେନ୍ୟୁଜ୍): ରଥରୁ ଆଡପମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜିଉ । ଆଜି ଆଡପମଣ୍ଡପ ଦର୍ଶନ । ଭକ୍ତମାନେ ଆଜିଠାରୁ ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଉଥିବା ସମସ୍ତ ନୀତିକାନ୍ତି ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ କରାଯିବ । ଭକ୍ତମାନେ…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଥଯାତ୍ରା

କେନ୍ୟୁଜ୍ : ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ରଥଯାତ୍ରା । ଖୋର୍ଦ୍ଧାର ଜାଗୁଳେଇପାଟଣା ଓ କାଇମାଟିଆ ଗାଁରେ ରୀତିନୀତି ଅନୁଯାୟୀ ପହଣ୍ଡି, ଛେରାପହଁରା ଓ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସେହିଭଳି ଯାଜପୁର ବଡ଼ ତ୍ରିଲୋଚନପୁର ଗାଁରେ ଜଗନ୍ନାଥଙ୍କ ୨୫ ତମ ରଥଯାତ୍ରା ଶାନ୍ତି…

ପୁରୀ ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତି, ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍) : ପୁରୀ ଶରଧାବାଲିରେ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବେ । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ…

ଆଜି କାଳିଆ ସାଆନ୍ତଙ୍କ ଘୋଷଯାତ୍ରା: ଶେଷ ହେଲା ପହଣ୍ଡି, ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ୟୁଜ୍) : ଆଜି କାଳିଆ ସାଆନ୍ତଙ୍କ ଘୋଷଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ଚାଲିଆସିଛନ୍ତି ବଡ ଦାଣ୍ଡକୁ । ତିନି ଠାକୁର ରଥାରୂଢ଼ ହୋଇଛନ୍ତି । ସମସ୍ତ ଅଲୌକିକତା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି…