Below header
Browsing Tag

raygada

ରାୟଗଡା: ହୋଲି ହେଲା ଅଭିଶାପ, ଗାଧୋଇବା ବେଳେ ଭାସିଯାଇ ୩ ମୃତ, ଜଣେ ନିଖୋଜ

ରାୟଗଡା(କେନ୍ୟୁଜ୍):ହୋଲିରେ ଅଘଟଣ । ରାୟଗଡ଼ା ଜିଲ୍ଲାରେ ଗାଧୋଇବା ବେଳେ ଡ୍ୟାମରେ ବୁଡ଼ିଗଲେ ଚାରି ଜଣ । ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିସାରିଛି ସେମାନେ ହେଲେ ସୁରେଶ ଚୌଧୁରୀ, ଅଭିଶେକ କୁମାର ଓ ବରୁଣ ଆଚାରୀ ।ଏମାନଙ୍କୁ ଉଦ୍ଧାର କରି ସ୍ଥନୀୟ ଡାକ୍ତରଖାନାରେ ଭର୍ତ୍ତି…

ରାୟଗଡା: କୋଇଲା ବୋଝେଇ ଟ୍ରେନରେ ନିଆଁ, ବିଶାଖାପାଟଣାରୁ ରାୟପୁର ଯାଉଥିଲା ଟ୍ରେନ

ରାୟଗଡା(କେନ୍ୟୁଜ୍): ବିଶାଖାପାଟଣାରୁ ରାୟପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ । ମାଲବାହି ଟ୍ରେନର ୪ଟି ବଗିରେ ନିଆଁ ଲାଗିବା ବିଷୟ ରାୟଗଡା ରେଳ ଷ୍ଟେସନ ପୁର୍ବରୁ ଜଣା ପଡିଯାଇଥିଲା । ଖବର ପାଇ ରାୟଗଡା ଷ୍ଟେସନ କର୍ତ୍ତୁପକ୍ଷ ଦମକଳବାହିନିକୁ ଖବର ଦେଇଥିଲେ । ଦମକଳ ବାହିନି ଘଟଣା…

ରାୟଗଡା: ଏଣିକି ଗାଁ କିମ୍ବା ଆଖପାଖ ଅଞ୍ଚଳରେ ଦେଶୀ ମଦ ରନ୍ଧାଯିବ ନାହିଁ, ନିଷ୍ପତ୍ତି ନେଲେ ରାୟଗଡାର ମାରିଗୁଡା…

ରାୟଗଡା(କେନ୍ୟୁଜ୍):   ଏଣିକି ଗାଁ କିମ୍ବା ଆଖପାଖ ଅଞ୍ଚଳରେ ଦେଶୀ ମଦ ରନ୍ଧାଯିବ ନାହିଁ । ଗାଁର କୌଣସି ଲୋକ ଆଉ ମଦ ପିଇବେ ନାହିଁ । ଯିଏ ମଦ ପିଇବ ସେ ଏକ ହଜାର ଟଙ୍କା ଜରିମାନା ଦେବ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାୟଗଡା ସଦର ବ୍ଲକ୍‌ ମାରିଗୁଡା ଗ୍ରାମବାସୀ । ପୂର୍ବରୁ ଗାଁ ଲୋକ ବିଭିନ୍ନ…

ରାୟଗଡା: ବାଇକ ଚୋରି ରାକେଟ ଠାବ, ୧୫ ଜଣଙ୍କୁ ଗିରଫ କଲା ପୋଲିସ

ରାୟଗଡା(କେନ୍ୟୁଜ): ରାୟଗଡା ପୋଲିସ ପକ୍ଷରୁ ବାଇକ ଚୋରି ରାକେଟ ଠାବ । ଏହି ର‍୍ୟାକେଟର ପର୍ଦ୍ଦାଫାସ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୧୫ଟି ବାଇକ ଜବତ ହୋଇଛି । ଗିରଫ ଯୁବକଙ୍କ ମଧ୍ୟରେ ୫ଜଣ ନାବାଳକ ଥିବା ରାୟଗଡା ଏସ୍‌ପି ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି…

ରାୟଗଡ଼ାରେ କାଦମ୍ବିନୀର ରାୟଗଡ଼ା ସ୍ୱତନ୍ତ୍ର ଉନ୍ମୋଚନ, ସାହିତ୍ୟମୟ ହୋଇ ଉଠିଲା ରାୟଗଡ଼ା ଜିଲ୍ଲା

ଜୟପୁର(କେନ୍ୟୁଜ୍):   ମାସିକ ପାରିବାରିକ ସାହିତ୍ୟ ପତ୍ରିକା କାଦମ୍ବିନୀର, ରାୟଗଡ଼ା ସ୍ୱତନ୍ତ୍ର ଉନ୍ମୋଚନ ସହ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲା ଆଜି ସାହିତ୍ୟମୟ ହୋଇ ଉଠିଥିଲା। କାଦମ୍ବିନୀର ସମ୍ପାଦିକ ଡ. ଇତି ସାମନ୍ତ ଏହି ସାହିତ୍ୟ ଉତ୍ସବକୁ…

ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ୭ଟି ହୁଣ୍ଡି

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ୭ଟି ହୁଣ୍ଡିକୁ ଆଜି ଖୋଲାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏହି ହୁଣ୍ଡି ଖୋଲାଯାଇଛି। ହୁଣ୍ଡି ଖୋଲିବା ପାଇଁ ୨୧୧ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି। ଚାରି ମାସ ବ୍ୟବଧାନରେ ଖୋଲାଯାଇଥିବା ଏହି ହୁଣ୍ଡିରୁ…

ରାୟଗଡ଼ା: ପିଡବ୍ଲ୍ୟୁଡି ଯନ୍ତ୍ରୀଙ୍କ ଘରୁ ଆଲମାରୀ ତାଡ଼ି ସୁନା ଓ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍‌ । ରାୟଗଡ଼ା ସହରର ଇନ୍ଦିରାନଗର ଷଷ୍ଠ ଲେନରୁ ଲୁଟ କରିଛନ୍ତି ଦୁର୍ବୃତ୍ତ। ପିଡବ୍ଲ୍ୟୁଡି ବିଭାଗର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୩ ଭରି ସୁନା ଓ ୨୧୯ଭରି ରୁପା ଅଳଙ୍କାର ଲୁଟ ହୋଇଛି। ଗତ ଶନିବାର ରାତିରେ…

ଏଇ ଓଡ଼ିଶାରେ : ଏମିତି ଜଣେ ବୈଜ୍ଞାନିକ, ଯିଏ ଗବେଷଣାରୁ କାଢିଛନ୍ତି ବିରଳ ପ୍ରଜାତିର ୧୪୨୦ ପ୍ରକାର ଧାନ

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଳକ ଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ଅବସ୍ଥିତ କେରାଣ୍ଡିଗୁଡ଼ା ଗାଁ । ଏଠାରେ ଗତ ଦଶନ୍ଧି ଧରି ଧାନ ଗବେଷଣା କରୁଛନ୍ତି ପଶ୍ଚିମବଙ୍ଗ ନିବାସୀ ଡ. ଡାଭୋଲ ଦେ । ଏବେ ସୁଦ୍ଧା ଡାଭୋଲ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪ଶହ ୨୦ପ୍ରକାର ଧାନ ସଂଗ୍ରହ କରିପାରିଛନ୍ତି । ଧାନ…