Browsing Tag

returned

ହୃଦୟ ଜିତିଲେ ଯୁବକ : ଲକ୍ଷାଧିକ ଟଙ୍କାର ସୁନାଗହଣା ଫେରାଇ ଦେଲେ ଅଟୋ ଡ୍ରାଇଭର

ଭୁବନେଶ୍ବର (କେନ୍ୟୁଜ୍‌): ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନାଗହଣାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଯୁବକ । ଅଚାନ ୨ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଯୁବକ।…

ଏତେ ମାସ ହୋଇଗଲେ ବି ବୃଦ୍ଧାଙ୍କ ଜିନିଷ ଫେରାଇ ଦେଲେ ଅଜଣା ଲୋକ, ଚାରି ଆଡୁ ପ୍ରଶଂସା

ପୁରୀ (କେନ୍ୟୁଜ): ୬ ମାସ ପରେ ୮୪ବର୍ଷୀୟା ବୃଦ୍ଧା ଫେରି ପାଇଲେ ନିଜ ହଜିଯାଇଥିବା ସାମଗ୍ରୀ।ଘର ପଟ୍ଟା ସହ ୧୫ ହଜାର ଟଙ୍କା, ଆଧାର କାର୍ଡ ଫେରାଇଲେ ଶ୍ରୀଜଗନ୍ନାଥ ଅଗ୍ନିଶମ କର୍ମଚାରୀ।ବୃଦ୍ଧା ହେଉଛନ୍ତି ଡେଲାଙ୍ଗ ଅଞ୍ଚଳର ହର୍ଷମଣି ସାହୁ। ଗତ ୬ ମାସ ତଳେ ସେ ପୁରୀ ଆସି ଶ୍ରୀଜଗନ୍ନାଥ…

ବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର, ମହିଳାଙ୍କୁ ଉଦ୍ଧାର କରିଛି ବୀରମହାରାଜପୁର ପୋଲିସ୍‌

ସୁବର୍ଣ୍ଣପୁର (କେନ୍ଯୁଜ୍): ବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ବସି ରହିବା ପରେ ଅସହାୟ ହୀନା ସିଂଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ହୀନା ସିଂଙ୍କ ଘର ଝାରସୁଗୁଡାରେ । ଗତ କିଛିବର୍ଷ ହେଲା…

ଚିନ୍ତା ବଢ଼ାଇଲେ ୧୩ ବିଦେଶ ଫେରନ୍ତା , ଦେଇଛନ୍ତି ଭୁଲ୍ ମୋବାଇଲ ନମ୍ବର ଓ ଠିକଣା

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଭାରତ ସମେତ ସମଗ୍ର ବିଶ୍ୱରେ ଭୟ ସୃଷ୍ଟି ହୋଇଛି। ଡେଲଟା ଭାରିଆଣ୍ଟ୍ ଠାରୁ ମଧ୍ୟ ଦୁଇଗୁଣ ବେଗରେ ବ୍ୟାପୁଛି ଏହି ଓମିକ୍ରନ୍ ଭାରିଆଣ୍ଟ୍ । ଏହାକୁ ରୋକିବା ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ବିଶେଷ ଭାବରେ…

‘ରଖେ ହରି ତ ମାରେ କିଏ’, ମୃତ ପୁଅ ୮ ବର୍ଷ ପରେ ମିଳିଲା

ଦୀର୍ଘ ୮ ବର୍ଷ ତଳୁ ସମସ୍ତଙ୍କ ପାଇଁ ମରିଯାଇଥିବା ପୁଅ ଆଜି ଜୀବିତ ହେଲା । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି । ଏହା କିନ୍ତୁ ବାସ୍ତବରେ ୧୦୦ ପ୍ରତିଶତ ସତ । ଏମିତି ହିଁ ଏକ ଆଶ୍ଚର୍ଯ୍ୟ କରି ଦେବା ପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀ ଠାରେ । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଆଜକୁ…