ଧୀରେ ଧୀରେ ସୁସ୍ଥ ହେଉଛନ୍ତି ରିଷଭ, ୪୦ ଦିନ ପରେ ନିଜ ଗୋଡ଼ରେ ଛିଡ଼ା ହେବାର ଫଟୋ କଲେ ସେୟାର
ନୂଆଦିଲ୍ଲୀ : କ୍ରିକେଟର ରିଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ରିଷଭ । ଦୁର୍ଘଟଣାର ୪୦ ଦିନ ପରେ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି ପନ୍ତ । ସର୍ଜରୀ ପରେ ପ୍ରଥମ କରି ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଡାହାଣ ଗୋଡ଼ରେ ପ୍ଲାଷ୍ଟର ଓ କ୍ରଚ୍ ଧରି…