ଅଧା ରହିଗଲା ରଜ ମଉଜ: ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ ଦାଦା ଆହତ
ଯାଜପୁର (କେନ୍ୟୁଜ); ପହିଲି ରଜରେ ଅଘଟଣ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଅଟୋ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ, ଦାଦା ଆହତ ହୋଇଛନ୍ତି । ମୃତକ ହେଲେ ବାଲେଶ୍ଵର ଜିଲ୍ଲା ଖନ୍ତପଡା ଅଞ୍ଚଳର ଗିରିଧାରୀ ମଲିକଙ୍କ ଝିଆରୀ ଗୌରୀ ମଲିକ । ଘଟଣା…