ଅନୁରାଗ କଶ୍ୟପ ମାମଲାରେ ମୁହଁ ଖୋଲିଲେ ରୁପା ଗାଙ୍ଗୁଲି, କହିଲେ-‘ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଉ କେତେ ଲୋକଙ୍କୁ…
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏବେ ଉଠିଛି ଝଡ଼। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍, ପରିବାରବାଦ, ନିଜ ଲୋକଙ୍କୁ ସୁଯୋଗରୁ ଆରମ୍ଭ ହୋଇଥିବା ଏହି ଗଣ୍ଡଗୋଳ ଏବେ ଡ୍ରଗ୍ସ ଓ ମି’ଠୁ ଅଭିଯାନ ଯାଏଁ ପହଞ୍ଚିଲାଣି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଗିରଫ ହେବା ପରେ ଏବେ ଜଣ ଜଣ କରି…