‘ନାଟୁ ନାଟୁ ଗୀତରେ ’ ଜବରଦସ୍ତ ଡ୍ୟାନ୍ସ କଲେ ଜର୍ମାନୀ ଏମ୍ବାସୀର ଷ୍ଟାଫ, ଭିଡିଓ ଭାଇରଲ
ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆରର ଗୀତ ‘ନାଟୁ ନାଟୁ’ ଓସ୍କାର ପାଇବା ପରେ ଭାରତୀୟଙ୍କ ଖୁସି କହିଲେ ନ ସରେ । କେବଳ ଭାରତୀୟ ନୁହନ୍ତି ବିଶ୍ୱର ସମସ୍ତ ଲୋକ ଏହି ଗୀତକୁ ପ୍ରଶଂସା କରିଛନ୍ତି। ଗୀତରେ ଅନେକ ଲୋକ ଡ୍ୟାନ୍ସ ଭିଡିଓ କରି ସେୟାର କରୁଛନ୍ତି । କିଛିଦିନ ପୂର୍ବରୁ…