୫୪ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ, ପୁଟିନ୍ ବାହିନୀର ଲକ୍ଷ ଲକ୍ଷ ଯବାନଙ୍କୁ ମାରିଲେଣି ଜେଲେନ୍ସ୍କି ସେନା
୫୪ ଦିନରେ ଯୁଦ୍ଧ। ଲଢ଼ୁଆ ଜବାବ ଦେଉଛି ୟୁକ୍ରେନ୍। ରୁଷ୍ର କ୍ଷତି ବଢ଼ୁଛି। ସେନା ବାହିନୀ ସହ ବିପୁଳ ଅସ୍ତ୍ରଶସ୍ତ୍ର ହରାଉଛି ରୁଷ୍। ରୁଷ୍ ସୈନ୍ୟଙ୍କ ରକ୍ତରେ ଭିଜୁଛି ୟୁକ୍ରେନ୍ ମାଟି। ଇତି ମଧ୍ୟରେ ପୁଟିନ୍ ବାହିନୀର ୨୦ ହଜାର ୬୦୦ ସୈନ୍ୟ ନିହତ ହେଲେଣି। କେତେ ଅସ୍ତ୍ରଶସ୍ତ୍ର ହରାଉଛି…