Below header
Browsing Tag

samsung

Samsung Galaxy A51 ଏବଂ Galaxy A71 ଫୋନ ଦାମ୍‌ କମିଲା, ଜାଣନ୍ତୁ କ’ଣ ରହିଛି ନୂଆ ମୂଲ୍ୟ

Samsung Galaxy A51 ଏବଂ Galaxy A71 ର ମୂଲ୍ୟ ଭାରତୀୟ ବଜାରରେ ଶସ୍ତା ହୋଇଯାଇଛି। ଏହି ଦୁଇଟି ଫୋନକୁ ସାମସଙ୍ଗ ଚଳିତବର୍ଷ ଆରମ୍ଭରେ ଭାରତରେ ଲଞ୍ଚ କରିଥିଲା। ଯାହାର ପ୍ରାରମ୍ଭିକ ମୂଲ୍ୟ ୨୩,୯୯୯ ଏବଂ ୨୯,୯୯୯ ଟଙ୍କା ଥିଲା। ଏପ୍ରିଲରେ ଜିଏସଟି ବୃଦ୍ଧି ଯୋଗୁଁ ଏହାର ମୂଲ୍ୟ ମଧ୍ୟ ବଢିଥିଲା।…

Apple ମଧ୍ୟ ଆଣିପାରେ ଫୋଲ୍ଡେବଲ ସ୍ମାର୍ଟଫୋନ ! ସାମସଙ୍ଗ ଡିସପ୍ଲେ କରିବ ବ୍ୟବହାର

ସାମସଙ୍ଗ ହିଁ ଫୋଲ୍ଡେବଲ ସ୍ମାର୍ଟଫୋନ ନିକଟରେ ଲଞ୍ଚ କରିଥିଲା। ଏବେ ସାମସଙ୍ଗ ପରେ ଏବେ ଆପଲ୍‌ ମଧ୍ୟ ଫୋଲ୍ଡେବଲ ଡିସପ୍ଲେ ଥିବା ସ୍ମାର୍ଟଫୋନ ଲଞ୍ଚ କରିପାବେ ! ଖବର ମୁତାବକ, ଆମେରିକାର ଟେକ୍‌ କମ୍ପାନୀ ଆପଲ ସାମସଙ୍ଗ ଠାରୁ ଫୋଲ୍ଡେବଲ ଡିସପ୍ଲେ କିଣୁଛି। Macrumors ରିପୋର୍ଟ ମୁତାବକ,…

ରାକ୍ଷୀରେ ଗ୍ରାହକ ମାନଙ୍କ ପାଇଁ Samsung ଆଣିଲା ଧମାକାଦାର ଅଫର, ଏହି ସ୍ମାର୍ଟ ଫୋନ ଗୁଡିକରେ ମିଳିବ ୨୦୦୦ ଟଙ୍କା…

ରକ୍ଷାବନ୍ଧନ ଅବସରରେ ସାମସଙ୍ଗ ଇଣ୍ଡିଆ କମ୍ପାନୀ ନିଜ ଗ୍ରାହକ ମାନଙ୍କୁ ଏକ ସାନଦାର ଅଫର ଦେଇଛ । ଏହି ନୂଆ ଅଫର ଅନୁଯାୟୀ ଏଣିକି ସାମସଙ୍ଗର ତିନି ତିନିଟି ସ୍ମାର୍ଟଫୋନକୁ ଶସ୍ତା ଦରରେ କିଣା ଯାଇପାରିବ । ଲଞ୍ଚ ହୋଇଥିବା ନୂଆ ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି A 71, ଗ୍ୟାଲେକ୍ସି A 51 (8GB…

ଆର ସପ୍ତାହରେ ଭାରତୀୟ ବଜାରରେ Samsung ଲଞ୍ଚ କରିବ ଦୁଇ ଦୁଇଟି ଦମଦାର ସ୍ମାର୍ଟଫୋନ, ଜାଣି ରଖନ୍ତୁ କଣ ରହିଛି ଫିଚର୍ସ…

କୋରିଆନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଖୁବ ଶୀଘ୍ର ନିଜ ନୂଆ ସ୍ମାର୍ଟଫୋନ ଗାଲାକ୍ସି ଏମ 01 ଓ ଗାଲାକ୍ସି ଏମ 11କୁ ଆଗାମୀ ସପ୍ତାହରେ ଲଞ୍ଚ କରିବାକୁ ଯାଉଛି । ୟୁଜର୍ସଙ୍କୁ କମ୍ପାନୀର ଏହି ନୂଆ ସେଟରେ ଦମଦାର କ୍ୟାମେରା, ଏଚଡ଼ି ଡିଷ୍ପ୍ଲେ ସମେତ ପାୱାରଫୁଲ ପ୍ରୋସେସରର ସପୋର୍ଟ…

ଲଞ୍ଚ୍‌ ହେଲା Samsungର ୱେୟାରଲେସ୍‌ ଇୟରଫୋନ୍‌ Galaxy Buds+, ଜାଣନ୍ତୁ କେତେ ରହିଛି ଦାମ୍‌

ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘Samsung’ ସେନ୍‌ ଫ୍ରାନ୍ସିସ୍କୋରେ ଅନ୍‌ପ୍ୟାକ୍‌ଡ ଇଭେଣ୍ଟର ଆୟୋଜନ କରିଥିଲା। ଏହି ଅବସରରେ କମ୍ପାନୀ େଓ୍ଵୟାରଲେସ୍‌ ଇୟରଫୋନ୍‌ Galaxy Buds+ ଲଞ୍ଚ୍‌ କରିଛି। ଏହାର ଦାମ୍‌ ରହିଛି ୧୪୯ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ…

Galaxy Z Flipର ଭିଡିଓ ଲିକ୍‌! ଏଠାରେ ଦେଖନ୍ତୁ କେମିତି ଦେଖାଯାଉଛି Samsungର ନୂଆ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌

Samsungର ନେକ୍ସଟ ଜେନେରେଶନ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ‘Galaxy Z Flip’ ଚଳିତ ମାସରେ ବଜାରକୁ ଆସିପାରେ। ଗତ କିଛି ସପ୍ତାହ ହେବ ଇଣ୍ଟରନେଟ୍‌ରେ ଏହି ଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ଲାଗିରହିଛି। ଫୋନ୍‌ର ଡିଜାଇନ୍‌ ବିଷୟରେ କୁହାଯାଉଛି ଯେ ଏହା Moto Razr 2019ର କ୍ଲାମ୍‌ସେଲ…

ଭାରତୀୟ ବଜାରରେ ପ୍ରଥମ ଥର ଲଞ୍ଚ ହେଲା ୧୨ କୋଟି ଟଙ୍କାର ଟେଲିଭିଜନ, ଜାଣନ୍ତୁ କଣ ରହିଛି ଖାସିୟତ୍

ବର୍ତ୍ତମାନ ସାମସଙ୍ଗ କମ୍ପାନୀ ମାର୍କେଟକୁ ନେଇ ଆସିଛି ସବୁଠାରୁ ମହଙ୍ଗା ଟିଭି। ସାମସଙ୍ଗ ମାଇକ୍ରୋ ଏଲଇଡି ଡିସପ୍ଲେ ଦ ୱାଲର ସବୁଠାରୁ ବଡ ଟିଭି ମାର୍କେଟରେ ଲଞ୍ଚ କରିଛି। ଦ ୱାଲ ସିରିଜ୍ ଜରିଆରେ କମ୍ପାନୀ ତିନଟି ସ୍କ୍ରିନ୍ ସାଇଜ ଏବଂ ରେସ୍ଯୋ ସାଇଜ୍ ର ଟିଭି ଲଞ୍ଚ କରିଛି। ସିରିଜର ପ୍ରଥମ…

ଭାରତରେ ଲଞ୍ଚ ହେଲା Samsung Galaxy A70s ସ୍ମାର୍ଟଫୋନ୍‌, 64MP କ୍ୟାମେରା ସହିତ ମିଳିବ ସ୍ନାପଡ୍ରାଗନ୍‌ ପ୍ରୋସେସର

ସାମସଙ୍ଗ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Galaxy A70s ଲଞ୍ଚ କରିଛି ସାମସଙ୍ଗ Galaxy A70s ରେ କମ୍ପାନୀ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଦେଇଛି । ଏହାସହିତ ଆପଣଙ୍କୁ କହିରଖୁଛୁ ଯେ, ସାମସଙ୍ଗର ଏହା ପ୍ରଥମ ଫୋନ୍‌ ଯେଉଁଥିରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ରହିଛି । ଏହି ଫୋନ୍‌ ରେ…

ସାମସଙ୍ଗ ଉଡାଇଲା Huaweiର ମଜାକ, ଜାଣନ୍ତୁ କାରଣ

ଚୀନର ପ୍ରମୁଖ କମ୍ପାନୀ Huawei କିଛିଦିନ ତଳେ Huawei mate 30 ସିରିଜ ଲଞ୍ଚ କରିଥିଲା । ସେହି ସମୟରେ Huawei mate 30 ସିରିଜର ଡିଭାଇସ ଗୁଡିକ ସାମସଙ୍ଗ ଗ୍ୟାଲେକ୍ସି ନୋଟ 10 ଲାଇନ-ଅପକୁ କଡା ଟକ୍କର ଦେଇଥିଲା କିନ୍ତୁ Huawei mate 30 ସିରିଜର ଡିଭାଇସରେ ୟୁଜର୍ସ ମାନଙ୍କୁ ଆମେରିକା ଏବଂ…

୨୫ ଏମପି କ୍ୟାମେରା ସହ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି A୪୦

ନୂଆଦିଲ୍ଲୀ : ସାମସଙ୍ଗ ନିଜର ଗାଲାକ୍ସି A ସିରିଜର ଏକ ନୂଆ ସ୍ମାର୍ଟଫୋନ ଗାଲାକ୍ସି A୪୦ ଲଞ୍ଚ କରିଛି। ଏହାକୁ ସର୍ବପ୍ରଥମେ ୟୁରୋପରେ ତିନିଟି କଲର ଅପସନ ବ୍ଳାକ୍, ବ୍ଳୁ ଏବଂ ହ୍ବାଇଟ କଲରରେ ଉପଲବ୍ଧ କରାଯିବ। ସ୍ମାର୍ଟଫୋନର ମୂଲ୍ୟ ୨୪୯ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୯,୫୨୦ ଟଙ୍କା…

ସାମସଙ୍ଗ ଗାଲାକ୍ସି ଏମ୍ ୧୦ ଏବଂ ଏମ୍ ୨୦ ଭାରତରେ ହେଲା ଲଞ୍ଚ , ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଲୀ : ଦକ୍ଷିଣ କୋରିଆ ମୋବାଇଲ କମ୍ପାନି ସାମସଙ୍ଗ ଗତକାଲି ଭାରତରେ ନିଜର ଦୁଇଟି ଦମଦାର ଫୋନ ଲଞ୍ଚ କରିଛି। ଏନେଇ ଗାଲାକ୍ସି ଏମ୍ ସିରିଜରେ ଏମ୍ ୧୦ ଏବଂ ଏମ୍ ୨୦ ନାମକ ଦୁଇଟି ମୋବାଇଲ ଲଞ୍ଚ କରାଯାଇଛି। ଏହି ଦୁଇ ଫୋନ ବଜେଟ ମଧ୍ୟରେ ଉପଲବ୍ଧ ରହିଥିବା ବେଳେ ଏହାକୁ ସାଓମି ଏବଂ ରିୟଲମି…

ସାମସଙ୍ଗ ଲଞ୍ଚ କଲା ୨୧୯ ଇଞ୍ଚର ଟିଭି, ଏବେ ଘରେ ବସି ନିଅନ୍ତୁ ଥିଏଟରର ମଜା

ଟେଲିଭିଜନ୍ ଦୁନିଆରେ ବିପ୍ଳବ ଆଣିଲା ସାମସଙ୍ଗ । ଲଞ୍ଚ କଲା ୨୧୯ ଇଞ୍ଚର ଏକ ବିଶାଳକାୟ ଟିଭି । ଲସ୍ ଭେଗସରେ ଏହାର ପ୍ରଥମ ଝଲକ ଦେଖାଇସାରିଲାଣି କମ୍ପାନୀ । ସାମସଙ୍ଗର ଏହି ଟିଭିରେ ମାଇକ୍ରୋଏଲଇଡି ପ୍ୟାନେଲ୍ ଡିସପ୍ଲେ ଅଛି । ସବୁଠାରୁ ଖାସ୍ କଥା ହେଉଛି ଏହି ଟିଭିରେ ଗୁଗଲ୍ ଏବଂ ଆମାଜନ…