Browsing Tag

seema haider

ପାକିସ୍ତାନ ଯିବାର ଶେଷ ତାରିଖ ସରିଯାଇଛି, ହେଲେ ସୀମା ହାଇଦର ପାକିସ୍ତାନ ଫେରିନାହାନ୍ତି କାହିଁକି?

କଣ ହେବ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଭାଗ୍ୟ ? ପାକିସ୍ତାନ ଫେରିବେ ନା ଭାରତରେ ରହିବେ ? ୨୦୨୩ରେ ପାକିସ୍ତାନରୁ ଆସି ଭାରତୀୟ ପ୍ରେମିକ ସଚିନ ମିନାଙ୍କୁ ବିବାହ କରିଥିଲେ । ତାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଆଣ୍ଟି ଟେରରିଜିମ ସ୍କ୍ବାଡ୍ - ATS ତଦନ୍ତ କରୁଛି । ଏହା ଭିତରେ ସୀମାଙ୍କ…

ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ, କଣ ହେବ ସୀମା ହାଇଦରଙ୍କ ଅବସ୍ଥା

ଜମ୍ମୁ-କାଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ଜୀବନ ନେଇଥିଲେ ଆତଙ୍କବାଦୀ ।  ଏହା ପରେ ସାରା ଦେଶରେ  ଏହି ଘଟଣାକୁ ନେଇ ଲୋକଙ୍କ କ୍ରୋଧ ଥମିବାର ନାଁ ନେଉନାହିଁ ।  ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି  ।  ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଏହି ଘଟଣା ଉପରେ…

ବାପା ହେଲେ ସଚିନ, ଶିଶୁ କନ୍ୟାକୁ ଜନ୍ମ ଦେଲେ ସୀମା ହାଇଦର

ପ୍ରେମ ପାଇଁ ନିଜ ଦେଶ ଛାଡି ଭାରତ ଚାଲିଆସିଥିବା ସୀମା ହାଇଦର ପୁଣିଥରେ ମା’ ହୋଇଛନ୍ତି । ପାକିସ୍ତାନରୁ ଅବୈଧ ଭାବରେ ତାଙ୍କ ୪ ପିଲାଙ୍କ ସହିତ ଭାରତ ଆସିଥିବା ସୀମା ହାଇଦର ପୁଣିଥରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଭୋର ୪ଟାରେ ସୀମା ଏବଂ ସଚିନଙ୍କ ଔରସରେ ଏକ ଶିଶୁକନ୍ୟା…

ପୁଣି ଚର୍ଚ୍ଚାରେ ସୀମା ହାଇଦର, କହିଲେ ୟୁଟ୍ୟୁବରୁ କେତେ ଟଙ୍କା ରୋଜଗାର କରୁଛନ୍ତି

ଏବେ ପୁଣି ଚର୍ଚ୍ଚାରେ ପାକିସ୍ତାନୀ ମହିଳା ସୀମା ହାଇଦର । ଆପଣମାନେ ତ ଜାଣିଥିବେ କି ପ୍ରେମ ପାଇଁ ସୀମା ପାର କରି ପାକିସ୍ତାନରୁ ଭାରତ ଆସିଛନ୍ତି ସୀମା ହାଇଦର । ସୀମା ଓ ତାଙ୍କ ପ୍ରେମିକ ସଚିନଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ତେବେ ନିକଟରେ ସୋସିଆଲ ମିଡିଆରେ ସୀମା ହାଇଦରଙ୍କ ଏକ…

ବଢ଼ିଲା ସୀମା-ସଚିନ୍‌ଙ୍କ ସମସ୍ୟା, ବାହାଘର କରାଇଥିବା ପୁରୋହିତଙ୍କୁ କୋର୍ଟଙ୍କ ନୋଟିସ୍‌

ପୁଣି ବଢ଼ିଲା ସୀମା ହାଇଦରଙ୍କ ସମସ୍ୟା । ପାକିସ୍ତାନରୁ ନେପାଳ ରାସ୍ତାରେ ଭାରତ ଆସି ବିବାହ କରିଥିଲେ ସୀମା ହାଇଦର । ନିକଟରେ ସୀମା ଓ ସଚିନ୍ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ, ଯାହାକୁ ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର କୋର୍ଟରେ ଆବେଦନ କରି ଚ୍ୟାଲେଞ୍ଜ କରିଥିଲେ ।…

ଖୁସି ଖବର ଦେବେ ସୀମା ହାଇଦର, ସଚିନଙ୍କ ପିଲାର ମା’ ହେବାକୁ ଯାଉଛନ୍ତି

ପୁଣି ଚର୍ଚ୍ଚାରେ ସୀମା ହାଇଦର । ପ୍ରଥମ ସ୍ବାମୀଙ୍କୁ ଛାଡି ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପାକିସ୍ତାନ ଛାଡି ବେଆଇନ ଭାବେ ଭାରତ ପ୍ରବେଶ କରିଥିବା ସୀମା ଗର୍ଭବତୀ ଥିବା ଜଣାପଡିଛି । ସଚିନ ଓ ସୀମା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏ ନେଇ ସୀମା ସୋସିଆଲ ମିଡିଆରେ ସୂଚନା…

‘ମୋର ସୀମା ନୁହେଁ, ଚାରି ପିଲା ଦରକାର’ ଭାରତ ସରକାରଙ୍କୁ ଅନୁରୋଧ କଲେ ସ୍ୱାମୀ ଗୁଲାମ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ସୀମା ହାଇଦର । ଦୀର୍ଘ ୪ ବର୍ଷ ପରେ ସୀମାଙ୍କ ସ୍ବାମୀ ଗୁଲାମ ହାଇଦର ପାକିସ୍ତାନ ଫେରିଛନ୍ତି । ସୀମାଙ୍କ ଠାରୁ ତାଙ୍କ ପିଲାଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଗୁଲାମ ହାଇଦର ଚାରି ବର୍ଷ ହେଲା ସାଉଦିଆରବରେ ଚାକିରି କରିଥିଲେ । ଏବେ ସେ ପାକିସ୍ତାନ…

ସଚିନ୍‌ଙ୍କ ଘରେ ତ୍ରିରଙ୍ଗା ଉଡ଼ାଇଲେ ସୀମା ହାଇଦର, କହିଲେ, ‘ଭାରତ ମାତା ଜୀ ଜୟ’

ଭାରତ ଆସି ତ୍ରିରଙ୍ଗା ଉଡ଼ାଇଛନ୍ତି ସୀମା ହାଇଦର। ପାକିସ୍ତାନରୁ ନିଜ ୪ ସନ୍ତାନଙ୍କୁ ଧରି ଅବୈଧ ରୂପେ ଭାରତରେ ପ୍ରବେଶ କରିଥିବା ସୀମା ଏଠାରେ ନିଜ ପ୍ରେମିକ ସଚିନ୍‌ଙ୍କ ଘରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଏବଂ ‘ଭାରତ ମାତା କୀ ଜୟ’ର ସ୍ଲୋଗାନ୍‌ ଦେଇଛନ୍ତି। ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ…

ସୀମାଙ୍କୁ ଫିଲ୍ମ ଅଫର ଦେଇ ଫସିଲେ ନିର୍ମାତା, ମହାରାଷ୍ଟ୍ର ନବ ନିର୍ମାଣ ସେନା ଦେଲା ଚେତାବନୀ

ମୁମ୍ବଇ : ରିୟଲ ଲାଇଫରେ ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଓ ଭାରତର ସଚ୍ଚୀନଙ୍କୁ ନେଇ ସୃଷ୍ଟି ହୋଇଥିବା ପ୍ରେମ କା ହାଣୀ ଏବେ ରିଲ ହେବାକୁ ଯାଉଛି । ସୀମା-ସଚ୍ଚୀନଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବା ନେଇ ଘୋଷଣା ହେବା ପରେ ଏହାକୁ ନେଇ ତାତିଛନ୍ତି ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବ…

ସୀମା ହାଇଦର୍‌ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ନେପାଳ ସୀମାରେ ମୁତୟନ SSBର ୨ ସୁରକ୍ଷାକର୍ମୀ ନିଲମ୍ବିତ

ସୀମା ହାଇଦର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନେପାଳର ସିଦ୍ଧାର୍ଥ ନଗର ସୀମାରେ ମୁତୟନ ଏସ୍‌ଏସ୍‌ବି (SSB)ର ଜଣେ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। କୁହାଯାଉଛି ଯେ ନେପାଳ ଦେଇ ପାକିସ୍ତାନରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ ସୀମା…

ପୁଣି ଚର୍ଚ୍ଚାରେ ସୀମା, ଜନ୍ମ ଦେବାକୁ ଯାଉଛନ୍ତି ନିଜର ୫ମ ସନ୍ତାନ!

ପାକିସ୍ତାନରୁ ନିଜର ୪ ସନ୍ତାନଙ୍କୁ ଧରି ଭାରତ ପଳାଇ ଆସିଥିବା ସୀମା ହାଇଦର ଏବେ ପୁଣି ଚର୍ଚ୍ଚାରେ। ସୀମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି। ସୀମା ନିଜର ପଞ୍ଚମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସଚିନ ମୀଣାଙ୍କ ପରିବାରର ଜଣେ ସଦସ୍ୟ ଏ କଥା ଗଣମାଧ୍ୟମ ସାମ୍ନାରେ…

ସୀମାଙ୍କ ପାଇଁ ଲଢ଼ିଲେ ଓକିଲ, ଭାରତରେ ରହିବାକୁ ଦେବାକୁ ରାଷ୍ଟ୍ରପତିଙ୍କୁ କଲେ ଅନୁରୋଧ

ନୂଆଦିଲ୍ଲୀ : ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଖବର ଆସୁଛି । ଏବେ ସୀମାଙ୍କ ସୁରକ୍ଷା ପାଇଁ ଆଗେଇ ଆସଛନ୍ତି ଜଣେ ଓକିଲ ଏପି ସିଂହ । ସୀମାଙ୍କ ପ୍ରତି ସହାନୁଭୂତି ଦେଖାଇବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ଓକିଲ ଏପି ସିଂହ ଦାବି…