ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶରତ ପୂର୍ଣ୍ଣିମା ରାତିରେ କେଉଁ ଉପାୟ କରିବେ ଜାଣନ୍ତୁ ?
ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ବେଶ୍ ଖାସ୍ ମହତ୍ତ୍ୱ ରହିଥାଏ । ଆଶ୍ୱିନ ମାସର ପୂର୍ଣ୍ଣିମାକୁ ଶରତ ପୂର୍ଣ୍ଣିମା କୁହାଯାଏ । ଧାର୍ମିକ ଆସ୍ଥା ଅନୁସାରେ ଶରତ ପୂର୍ଣ୍ଣିମା ରାତିରେ ଅମୃତବର୍ଷା ହୋଇଥାଏ । ଶରତ ପୂର୍ଣ୍ଣିମାରୁ ହିଁ ଶୀତଦିନରୁ ଆଗମନ ହୁଏ । ଏହି ଦିନ…