ଶିମ୍ଲାରେ ଭୂସ୍ଖଳନ, ଖବରକାଗଜ ନେଇ ଯାଉଥିବା ଗାଡ଼ି ଉପରେ ପାହାଡ଼ରୁ ଖସିଲା ପଥର; ୧ ମୃତ
ହିମାଚଳ ପ୍ରଦେଶରେ କାଲକା-ଶିମ୍ଲା ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଛି । ଏହା ସଂସ୍ପର୍ଶରେ ଆସି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂଚନା ମୁତାବକ, ରାଜ୍ୟର ସୋଲନ୍ ଜିଲ୍ଲାରେ କାଲକା-ଶିମ୍ଲା ଜାତୀୟ ରାଜପଥରେ ଏକ ଏସ୍ୟୁଭି ଖବରକାଗଜ ନେଇ…