Browsing Tag

shiv temple

ଶୈବ ପୀଠରେ ଗଞ୍ଜେଇ ବ୍ୟାନ ! ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ

(କେନ୍ୟୁଜ): ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ।…

ଏହି ଶିବଲିଙ୍ଗରେ ଚଢ଼ାଯାଏ ଜିଅନ୍ତା କଙ୍କଡ଼ା

ଆଜି ପବିତ୍ର ମହାଶିବରାତ୍ରୀ। ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ଆଜିର ଦିନରେ ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରୁହେ। ଆଜିର ଦିନରେ ପ୍ରତ୍ୟେକ ବୟସର ଲୋକ ଭଗବାନଙ୍କ ନିମିତ୍ତ ବ୍ରତ…

ମହାକାଳ ମନ୍ଦିରରେ ପ୍ରତିଦିନ ୧୦ ମିନିଟ ପାଇଁ ମହିଳାଙ୍କ ପ୍ରବେଶକୁ ବାରଣ କରାଯାଏ, ଏହା ପଛରେ ରହିଛି ଏହି ବିଶେଷ କାରଣ

ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରର ମଧ୍ୟଭାଗରେ ବିରାଜମାନ କରିଛନ୍ତି କାଳଙ୍କର କାଳ ଶ୍ରୀ ମହାକାଳେଶ୍ଵର। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବାବାଙ୍କ ପୀଠ ତୃତୀୟ ସ୍ଥାନରେ ଆସିଥାଏ | ଏହି ପିଠକୁ ବର୍ଷର ବାରମାସ ଭାରତର ବିଭିର୍ଣ୍ଣ ସ୍ଥାନରୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଆଗମନ ରହିଥାଏ ।…

ଓଡିଶାର ଏହି ମନ୍ଦିରର ଲିଙ୍ଗରେ ବାବାଙ୍କର ଚାଲେ ନିଶ୍ୱାସ ପ୍ରଶ୍ୱାସ, ବିଶ୍ୱାସ ହେଉନଥିବା ଦୃଶ୍ୟ ଦେଖନ୍ତୁ ଆଖିରେ

ଭୁବନେଶ୍ଵର (କେନ୍ୟୁଜ) : ଚାଲିଛି ଘଣ୍ଟ ଘଣ୍ଟା। ଘଣ୍ଟାର ତାଳେ ତାଳେ ପୂଜାରୀ କରୁଛନ୍ତି ଆଳତି। ଚାଲିଛି ବାବାଙ୍କ ପୂଜାଅର୍ଚ୍ଚନା। ବାବାଙ୍କ ଏତେ ସୁନ୍ଦର ଆଳତି ଦେଖି ଆଖି ଲାଖିଯିବ।ଆଉ ପୂଜକ ମନ ଧ୍ୟାନ ଦେଇ ଭକ୍ତିର ସହିତ ଶିବ ଶକ୍ତି ବା ଲିଙ୍ଗରେ ଆଳତି ବୁଲାଉଥାନ୍ତି। ଆଳତି ସରିଲା ପରେ…

ବର୍ଷକୁ ଥରେ ଦ୍ୱିପ୍ରହରରେ ହୁଏ ମହାକାଳଙ୍କ ଭସ୍ମ ଆଳତୀ, ଜାଣନ୍ତୁ ଏହା ପଛର କାରଣ କ’ଣ

ଭାରତ ବର୍ଷରେ ମହାଦେବଙ୍କର ରହିଛି ଅନେକ ମନ୍ଦିର। ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମହାକାଳ ମନ୍ଦିର ବିଶ୍ୱପ୍ରସିଦ୍ଧ। ଏଠାରେ ମହାଶିବରାତ୍ରିରେ ଏବଂ ଶ୍ରାବଣ ମାସରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ। ଏହି ମନ୍ଦିରର ସ୍ୱତନ୍ତ୍ରତା ରହିଛି । ଏଠାରେ ଭସ୍ମ ଆଳତୀ ହୋଇଥାଏ। ଏହି ମନ୍ଦିରର ମୁଖ୍ୟ…

ଏହି ମନ୍ଦିରରେ ଆଜି ବି ରହିଛି ସମୁଦ୍ର ମନ୍ଥନ ବେଳେ ବାହାରିଥିବା ଅମୃତ କଳସ !

ସମୁଦ୍ର ମନ୍ଥନ ଏବଂ ସେଥିରୁ ବାହାରିଥିବା ଅମୃତ କଳସ ବିଷୟରେ ଆମେ ବହୁତ ଥର ଶୁଣିଛନ୍ତି। କିଛି ଲୋକ ଏହାକୁ କେବଳ ଏକ ପୌରାଣିକ କଥା ବୋଲି ମାନନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁସଲିମ୍‌ ଦେଶ ଇଣ୍ଡୋନେସିଆରେ ଏକ ଏମିତି ରହିଛି ଯେଉଁଠି ଆଜି ବି ସେଠାରେ ଅମୃତ କଳସ ଅଛି ଯାହା…

ପାରଳାଖେମୁଣ୍ଡି ଶିବ ମନ୍ଦିରର ଦୃଶ୍ୟ, ଗୋଟିଏ ସ୍ଥାନରେ ନାଗ ଓ କଇଁଛ

ପାରଳାଖେମୁଣ୍ଡି : ଗୋଟିଏ ସ୍ଥାନରେ ନାଗ ଓ କଇଁଛ । ମନ୍ଦିରରେ ଖେଳୁଛନ୍ତି ନାଗ ଓ କଇଁଛ । ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ପାରଳାଖେମୁଣ୍ଡି ସ୍ଥିତ ଶିବ ମନ୍ଦିରରେ । ଗତକାଲି ଶ୍ରାବଣ ମାସର ପ୍ରଥମ ସୋମବାରରେ ଏପରି ଦେଖିବାକୁ ମିଳିଥିଲା । ନିର୍ଭୟରେ ୫୦ଟି କଇଁଛ ସହ ନାଗ…

ରହସ୍ୟମୟ ଶିବ ମନ୍ଦିର : ଏହି ଗୋଟିଏ ଦିନ ଶିବଲିଙ୍ଗ ଚାରିପଟେ ଗୁଡାଇହୋଇ ରହେ ସାପ

ଶିବଙ୍କର ପ୍ରତିମା ଦେଖିବା ମାତ୍ରେ ମନକୁ ଶାନ୍ତି ଅନୁଭବ ହୋଇଥାଏ । ତାଙ୍କର ଜଟାରୁ ବହୁ ଥିବା ଗଙ୍ଗା ଏବଂ ଗଳାରେ ଝୁଲି ଥିବା ସାପ ତାଙ୍କୁ ଆହୁରି ମନମୋହକ କରିଥାଏ । ଭାରତ ବର୍ଷରେ ଭଗବାନ ଶିବଙ୍କର ଅନେକ ମନ୍ଦିର ସ୍ଥାପିତ ହୋଇଛି ଏବଂ ସବୁ ମନ୍ଦିର ନିଜର ବିଶେଷ ଗୁଣ ଓ ଚତ୍ମକାରିତା ପାଇଁ…