ଦୁନିଆର ସବୁଠାରୁ ଉଚ୍ଚ ଶିବଲିଙ୍ଗ, ଦିନକୁ ଦିନ ବଢ଼ୁଛି ଏହାର ଉଚ୍ଚତା
ଆସନ୍ତା କାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏନେଇ ଶ୍ରଦ୍ଧାଳୁମାନେ ଉତ୍ସାହିତ ଅଛନ୍ତି । ବିଭିନ୍ନ ଶୈବପୀଠ ଯାଇ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ କୋଟି କୋଟି ପାପରୁ ମୁକ୍ତି ମିଳିଥାଏ ବୋଲି ପ୍ରମାଣ ରହିଛି । ଏଣୁ ଶୈବ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡ଼ିଆ ଭକ୍ତମାନେ । ତେବେ…