ଦିନକ ପରେ ଶ୍ରାବଣ ସୋମବାର: ଜଳଲାଗି ସମୟରେ ଜାଣନ୍ତୁ କଣ ରହିବ କଟକଣା
ଭୁବନେଶ୍ୱର : ଦିନକ ପରେ ଶ୍ରାବଣ ସୋମବାର । ଜଳଲାଗି କରିବାକୁ ପ୍ରସ୍ତୁତ ହେଲେଣି କାଉଡିଆ । ହଜାର ହଜାର କାଉଡିଆଙ୍କୁ ଦୃଷ୍ଟିରେ ରଖି ଲିଙ୍ଗରାଜ ମିନ୍ଦିର ପ୍ରଶାସନ ଓ ଏଏସଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ସମେତ ମେଘେଶ୍ବର ମନ୍ଦିର, ବ୍ରହ୍ମେଶ୍ବର ମନ୍ଦିର,…