ଆୟଶା ମୁଖାର୍ଜୀଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ଶିଖର ଧଓ୍ଵନ, କହିଲେ ‘ମୁଁ ଭୁଲ୍ କରିଛି ’
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧଓ୍ଵନ ଆଇପିଏଲ୍ ୨୦୨୩ରେ ପଞ୍ଜାବ କିଙ୍ଗସର ଅଧିନାୟକତ୍ୱ କରିବେ । ଶିଖର ଧଓ୍ଵନଙ୍କୁ ଗତବର୍ଷ ବାଂଲାଦେଶ ଟୁର ପରେ ଟିମରୁ ଡ୍ରପ କରିଦିଆଯାଇଥିଲା । ତେବେ ଏମିତିରେ ଆଇପିଏଲରେ ଜୋରଦାର କମବ୍ୟାକ୍ କରିବାକୁ ଯୋଜନା ରଖିଛନ୍ତି ଧଓ୍ଵନ । ୩୭ ବର୍ଷୀୟ ଶିଖର…