ଅସୁରକ୍ଷିତ ଶିମିଳିପାଳ: ଜଙ୍ଗଲରୁ ଠାବ ହେଲା ବିରଳ ଲିଓପାର୍ଡ ବିରାଡ଼ି ଛୁଆର ମୃତଦେହ
କରଞ୍ଜିଆ (କେନ୍ୟୁଜ): ଅସୁରକ୍ଷିତ ଶିମିଳିପାଳ। କେତେବେଳେ ଶିକାରୀଙ୍କ ଦ୍ୱାରା ହାତୀ ଶିକାର ହେଉଥିବାବେଳେ ଆଉ କେତେବେଳେ ବାଘ ଚମଡା ଉଦ୍ଧାର ଘଟଣା କେଉଁଠି ନା କେଉଁଠି ଶିମିଳିପାଳର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଗତକାଲି ଶିମିଳିପାଳ ଉତ୍ତର ବନ୍ଯପ୍ରାଣୀ ବନଖଣ୍ଡ ତାଳବନ୍ଧ…