Browsing Tag

skin care tips

ଖରାଦିନର ଟ୍ୟାନିଂ ସମସ୍ୟାରୁ ମିଳିବ ମୁକ୍ତି, ଲୁଣ ଓ କ୍ଷୀରରେ କରନ୍ତୁ ଏହି ଉପାୟ

ଗରମଦିନ ଆରମ୍ଭ ହୋଇଗଲାଣି। ଖରାରେ ପଦାକୁ ବାହାରିବା ମୁସ୍କିଲ ହୋଇପଡିଲାଣି। ଖରାଦିନରେ ସବୁଠାରୁ ବଡ ସମସ୍ୟା ହୋଇ ଥାଏ ଟ୍ୟାନିଂ । ପ୍ରବଳ ଖରାରେ ବାହାରକୁ ଯିବା ଶରୀରରେ ଜଳୀୟ ଅଂଶର ଅଭାବ ନୁହେଁ ବରଂ ଟ୍ୟାନିଂ ସମସ୍ୟା ମଧ୍ୟ ଆଣିଦିଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦାମୀ କ୍ରିମ…

ଗାଜର ଫେସ ପ୍ୟାକ ବଢ଼ାଇବ ତ୍ୱଚାରେ ଉଜ୍ଜଳତା, ଏହିପରି ଲଗାନ୍ତୁ

ତ୍ୱଚା ପାଇଁ ସମସ୍ତେ ବେଶ ସଚେତନ ରହି ଥାଆନ୍ତି। କାରଣ ଏହା ଆମ ସୌନ୍ଦର୍ଯ୍ୟତାକୁ ଦର୍ଶାଇଥାଏ। ବ୍ୟସ୍ତ ବହୁଳ ଜୀବନ ଭିତରେ ଶରୀର ସହ ତ୍ୱଚା ପ୍ରତି ଅବହେଳା ଆଜି କାଲିସମୟରେ ଏକ ସାଧରଣ କଥା ହେଲାଣି। ଏହିସମୟରେ କେହି ଟିକେ ଖାଲି ସମୟ ପାଇଲେ ନିଜ ତ୍ୱଚାର ଯତ୍ନ ପାଇଁ ଲାଗିଯାଏ। ତେବେ ଅନେକ…

ଆପଣଙ୍କର ତେଲିଆ ତ୍ୱଚା କି? ଭୁଲ୍‌ରେ ବି ଲଗାନ୍ତୁ ନାହିଁ ଏହି ୬ଟି ଜିନିଷ

ଅଏଲି ସ୍କିନ୍‌ ହୋଇଥିଲେ ସବୁବେଳେ ତେଲିଆ ଦେଖା ଯାଇଥାଏ। ତୈଳାକ୍ତ ତ୍ୱଚାରେ ବ୍ରଣ, ବ୍ରେକାଉଟ୍‌ ଏବଂ ବନ୍ଦ ପୋର୍ସ ସମସ୍ୟା ମଧ୍ୟ ନିର୍ମାଲ ସ୍କିନଠାରୁ ଅଧିକ ହୋଇଥାଏ। ତେଣୁ ତୈଳାକ୍ତ ତ୍ୱଚା ଥିବା ଲୋକେ ଲାଇଟ୍‌ ପ୍ରଡକ୍ଟସ୍‌ ବ୍ୟବହାର କରିବା ଉଚିତ, ଯାହା ତ୍ୱଚାକୁ ହାଇଡ୍ରେଟ୍‌ କରିବ, ହେଲେ…

କେଶ, ମୁହଁ ଓ ନଖରୁ ହୋଲି ରଙ୍ଗ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ସରଳ ଘରୋଇ ଟିପ୍ସ

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଆଜିର ଯୁବପିଢ଼ି। ତେବେ କେବଳ ଯୁବଗୋଷ୍ଠୀ ନୁହେଁ ବରଂ ହୋଲିର ରଙ୍ଗରେ ରଙ୍ଗେଇ ହବାକୁ ଚାହିଁଥାନ୍ତି ସମସ୍ତେ। କିଛି ଜଣକୁ ହୁଏତ ଏହି ରଙ୍ଗ ପସନ୍ଦ ଆସେନି। ଖାସ କରି ଯେଉଁମାନେ ନିଜ ସ୍କିନକୁ ନେଇ ବେଶି ପ୍ରୋଟେକ୍ଟ ଥାନ୍ତି।…

ମୁହଁରେ ରହି ଯାଇଛି କି ବ୍ରଣ ଦାଗ? ତ ଏହି ହର୍ବାଲ ଉପାୟରେ ପାଆନ୍ତୁ ଛୁଟକାରା

ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ଏହି ସମସ୍ୟା କିଶୋରାବସ୍ଥାରୁ ଯୁବାବସ୍ଥା ଭିତରେ ବେଶି ମାତ୍ରାରେ ଦେଖା ଯାଇଥାଏ। ଏଥିରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ବ୍ରଣ ଫାଟିଗଲେ ଯଦିଓ ଏହା ଶୀଘ୍ର ଶୁଖିଯାଏ, କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଚେହେରାରେ ଚିହ୍ନ, ଦାଗ ଛାଡ଼ିଯାଏ। ତ ଏମିତି ସ୍ଥିତିରେ…

ବାଇଗଣ ଦୂର କରିବ ତ୍ୱଚା ସମସ୍ୟା! ଜାଣନ୍ତୁ କେମିତି ଚୁଟ୍‌କିରେ ଦେଖାଇଥାଏ କମାଲ…

ଚେହେରାର ଚିହ୍ନ, ଦାଗ, କୁଞ୍ଚନ ଏବଂ ଫାଇନ୍‌ ଲାଇନ୍ସରୁ ଛୁଟ୍‌କାରା ପାଇବାକୁ ଚାହୁଁଛନ୍ତି? ତ ଏଥିରେ ଆପଣଙ୍କୁ ସାହାଯ୍ୟ କରି ପାରିବ ବାଇଗଣ। ବାଇଗଣ ବ୍ୟବହାର କରି ଆପଣ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ସହିତ ପାର୍ଶ୍ୱ ପ୍ରତିକ୍ରିୟାରୁ ମଧ୍ୟ ମୁକ୍ତି ପାଇ ପାରିବେ। ଆଜି ଆମେ ଆପଣଙ୍କୁ…

ନିଜର ମାଛ କାତି ଭଳି ସ୍କିନ୍‌ ଦେଖି ଆପଣଙ୍କୁ ଖରାପ ଲାଗୁଛି କି, ଛୁଟକାରା ପାଇବା ପାଇଁ ଏହି ସବୁ ଟିପ୍ସକୁ କରନ୍ତୁ ଫଲୋ

ଶୀତଦିନେ ତ୍ୱଚା ରୁକ୍ଷ ଏବଂ ଶୁଷ୍କ ହୋଇଯିବା ଅତି ସାଧାରଣ କଥା। ଅତ୍ୟଧିକ ଥଣ୍ଡା କାରଣରୁ ତ୍ୱଚାର କୋମଳତା ନଷ୍ଟ ହୋଇ ଯାଇଥାଏ, ଯାହାଫଳରେ ତ୍ୱଚାରେ ଶୁଷ୍କପଣ ଦେଖା ଦେଇଥାଏ। ଏହିଦିନେ ତ୍ୱଚାର ଯତ୍ନ ନେବା ମଧ୍ୟ ବହୁତ ମୁସ୍କିଲ ହୋଇ ଯାଇଥାଏ। ଏଥିପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟୁଟି…

ବାରମ୍ବାର ମୁହଁ ଧୋଇବାର ଅଭ୍ୟାସ ରହିଛି କି ? ଆଜି ହିଁ ବଦଳାନ୍ତୁ ନଚେତ ହେବେ ହଇରାଣ

ମୁହଁକୁ ସଫା ରଖିବା ପାଇଁ କ’ଣ ଆପଣ ବାରମ୍ବାର ଧୋଇଛନ୍ତି କି ? ଯଦି ଆପଣଙ୍କର ଏମିତି ଅଭ୍ୟାସ ରହିଥାଏ, ତେବେ ତୁରନ୍ତ ବଦଳାଇ ଦିଅନ୍ତୁ। ଏହି ଅଭ୍ୟାସ ଆପଣଙ୍କ ଚେହେରାକୁ କୌଣସି ପ୍ରକାର ଫାଇଦା ଦିଏ ନାହିଁ ବରଂ କ୍ଷତି ପହଞ୍ଚାଏ। ଏହା ଯୋଗୁଁ ଆପଣଙ୍କ ସ୍କିନ୍‌ ଖରାପ ହୋଇଯାଏ। ବାରମ୍ବାର…

ପୁରୁଷଙ୍କ ଚେହେରାକୁ ଆକର୍ଷଣୀୟ ବନାଇବ ଏହିସବୁ ଫେସପ୍ୟାକ୍, ଥରେ ନିଶ୍ଚିତ ଟ୍ରାଏ କରନ୍ତୁ

ଯୁବତୀମାନଙ୍କ ଭଳି ପୁରୁଷମାନଙ୍କ ମୁହଁରେ ମଧ୍ୟ ବ୍ରଣ, ଦାଗ , ବ୍ଲାକହେଡସ ଇତ୍ୟାଦି ବାହାରିଥାଏ। ନିଜର ତ୍ବଚାକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ଆପଣେଇଥାନ୍ତି। ଆଉ ଯୁବତୀମାନଙ୍କ ତୁଳନାରେ ପୁରୁଷମାନେ ନିଜର ମୁହଁର ଯତ୍ନ କମ୍ ନେଇଥାନ୍ତି। ଯେଉଁଥିପାଇଁ ସେମାନଙ୍କ ମୁହଁର…

ଫେଷ୍ଟିଭ୍‌ ସିଜନରେ ସଫା ଓ ଦାଗହୀନ ତ୍ୱଚା ପାଇବା ପାଇଁ ଘରେ ତିଆରି କରନ୍ତୁ ହଳଦୀ ଟୋନର, ଜାଣନ୍ତୁ କ’ଣ ମିଳିଥାଏ ଲାଭ

ସଫା ତଥା ଦାଗହୀନ ତ୍ୱଚା ସମସ୍ତଙ୍କର ପସନ୍ଦ ହୋଇଥାଏ। ଖାସ୍‌କରି ଫେଷ୍ଟିଭ୍‌ ସିଜନରେ ସମସ୍ତେ ସୁନ୍ଦର ତଥା ଆକର୍ଷଣୀୟ ଦେଖାଯିବାକୁ ଚାହାନ୍ତି। ଆଉ ଏମିତି ସ୍କିନ୍‌ ପାଇଁ ଟୋନର ବହୁତ ଭଲ ହୋଇଥାଏ। ହଳଦୀର ଟୋନର ସ୍କିନ୍‌କୁ ଗଭୀରରୁ ସଫା କରିଥାଏ। ଏହା ସ୍କିନ୍‌ର ଚିହ୍ନ, ଦାଗ, ବ୍ରଣ ଏବଂ ଚର୍ମ…

ଯଦି ଖରା ଯୋଗୁ ଆପଣଙ୍କ ଚେହେରା ହୋଇଯାଇଛି କଳା, ତା’ହେଲେ ଏମିତି କରି ତ୍ୱଚାକୁ କରନ୍ତୁ ସଫା

ଖରାରେ ଅଧିକ ସମୟ ଧରି ରହିବା ଦ୍ୱାରା ତ୍ୱଚା ଡ୍ୟାମେଜ୍‌ ଏବଂ କଳା ପଡ଼ି ଯାଇଥାଏ। ଏହା ସୂର୍ଯ୍ୟଙ୍କ ହାନିକାରକ ରଶ୍ମୀ ଯୋଗୁ ହୋଇଥାଏ। ଏହି ସମସ୍ୟାକୁ ଟ୍ୟାନିଙ୍ଗ୍‌ କୁହାଯାଏ। ଏମିତିରେ ବିୟୁଟି ପାର୍ଲରରେ ଟ୍ୟାନିଙ୍ଗ୍‌ର ଅନେକ ପ୍ରକାରର ଟ୍ରିଟ୍‌ମେଣ୍ଟ କରାଯାଇଥାଏ। କିନ୍ତୁ ଆଜି ଆମେ…

ବିୟୁଟି ପାର୍ଲରର ସବୁ ଟ୍ରିଟମେଣ୍ଟ ପଡିଯିବ ଫିକା, ମୁଗ ଡାଲିକୁ କରନ୍ତୁ ଏମିତି ବ୍ଯବହାର

ଚେହେରାରେ ଗୋରାପଣ ପାଇବା ପାଇଁ ଯୁବତୀମାନେ ବିୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ଘରେ ମଧ୍ୟ ଆପଣ ସୁନ୍ଦର ଏବଂ ଉଜ୍ବଳ ତ୍ବଚା ପାଇପାରିବେ। ତା’ ପୁଣି ମୁଗ ଡାଲି ବ୍ଯବହାର କରି। ମୁଗ ଡାଲି ଶରୀର ପାଇଁ ଯେତିକି ଫାଇଦାଯୁକ୍ତ, ସେତିକି ତ୍ବଚା ପାଇଁ ମଧ୍ୟ ଫାଇଦାଯୁକ୍ତ। ରାତିରେ ମୁଗଡାଲିକୁ…