Browsing Tag

skin care

ଶୀତ ଦିନରେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ, ଆପଣାନ୍ତୁ ଏହି ସହଜ ଟିପ୍ସ ଆଉ ପାଆନ୍ତୁ କୋମଳ ତ୍ବଚା

ଶୀତ ଦିନ ଆସିବା ମାତ୍ରେ ତ୍ବଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ। ଗରମ ପାଣି ସ୍ନାନ କରିବା , ହିଟର ଓ ବ୍ଲୋଏରର ଅଧିକ ବ୍ୟବହାର ଠାରୁ ମଧ୍ୟ ସ୍କିନ୍ ଧିରେ ଧିରେ ଖରାପ ଓ ଶୁଖିଲା ଦେଖାଯାଏ। ଥଣ୍ଡା ପାଗରେ ତ୍ୱଚାର ଖାସ୍ ଯତ୍ନ ନେବାକୁ ପଡ଼ିଥାଏ । ଏମିତି କିଛି ଖାସ୍ ଟିପ୍ସ ରହିଛି, ଯାହାକୁ ଆପଣାଇ…

ଆବଶ୍ୟକତା ଠାରୁ ଅଧିକ ଫେସିଆଲ ଛଡ଼ାଇନିଏ ତ୍ୱଚାର ଚମକ, ଜାଣନ୍ତୁ ଏହାର ସାଇଡ ଇଫେକ୍ଟ

ତ୍ୱଚାର ସୌନ୍ଦର୍ଯ୍ୟ ଓ ଗ୍ଲୋ ବଢ଼ାଇବା ପାଇଁ ଅଧିକାଂଶ ମହିଳା ଫେସିଆଲ କରିଥାନ୍ତି। ଏହା ତ୍ୱଚାକୁ ମୁଲାୟମ କରିବା ସହ ଚମକ ଆଣେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆବଶ୍ୟକତା ଠାରୁ ଅଧିକ ଫେସିଆଲ କଲେ ତ୍ୱଚା ଉପରେ କୁପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ତ୍ୱଚା ସମ୍ଭନ୍ଧୀୟ ଅନ୍ୟାନ୍ୟ ସମସ୍ୟା…

ଖରାଦିନରେ ତ୍ୱଚାର ନିଅନ୍ତୁ ଯତ୍ନ, ଉଜ୍ଜ୍ୱଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ଫେସପ୍ୟାକ

ସବୁ ମହିଳାଙ୍କର ଇଚ୍ଛା ଥାଏ ନିଜକୁ ସୁନ୍ଦର କରିବା ପାଇଁ। ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ପାଇବା ପାଇଁ ସବୁ ମହିଳାଙ୍କ ଇଚ୍ଛା ଥାଏ। ଏଥିପାଇଁ ସବୁଠାରୁ ଜରୁରୀ ହୋଇଥାଏ ତ୍ୱଚାର ଠିକ ଭାବେ ଯତ୍ନ ନେବା। ଆପଣ ଆପଣଙ୍କ ତ୍ୱଚାକୁ ଭଲ ଭାବରେ ଯତ୍ନ ନେଲେ ବୟସର ଛାପ ମଧ୍ୟ ଜଣାପଡିବନାହିଁ। ଆଜି ଆମେ…

ଗରମ ଦିନରେ ବି ତ୍ୱଚା ଚମକାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଗରମ ଦିନ ଆରମ୍ଭ ହେଲେ ଝିଅ ହୁଅନ୍ତୁ ବା ପୁଅ ସାଧାରଣତଃ ଛୋଟ ସ୍କଟ, ହାପ ପ୍ୟାଣ୍ଟ ଆଦି ପିନ୍ଧିବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଯଦି ଏମିତିରେ ହାତ କିମ୍ବା ଗୋଡ଼ରେ ଆବଶ୍ୟକତା ଠାରୁ ଅଧିକ ଚୁଟି ବା କେଶ ଉଠୁଥାଏ ସେଗୁଡିକ ଅସୁନ୍ଦର ଦେଖା ଯିବା ସହ ଅନ୍ୟ ମାନଙ୍କ ସାମ୍ନାରେ ଅସହଜ ଲାଗେ ।…

ଚର୍ମରୋଗ ଠାରୁ ଆରମ୍ଭ କରି ପ୍ରଜନନ କ୍ଷମତା ବଢ଼ାଇବା ପର୍ଯ୍ୟନ୍ତ ସବୁ ସମସ୍ୟାରୁ ମୁକ୍ତି ଦେବ ଏହି ୪ଟି ଉପାୟ

ଖରାପ ଜୀବନ ଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁ ଏବେକାର ଲୋକଙ୍କ ଇମ୍ୟୁନିଟି ସିଷ୍ଟମ୍‌ କ୍ରମଶଃ ଦୁର୍ବଳ ହୋଇଯାଉଛି। ଏହି କାରଣରୁ ଲୋକମାନେ ଜଲଦି ରୋଗରେ ପଡ଼ୁଛନ୍ତି। ମୋଟାପଣ, ଚର୍ମରୋଗ, ଦାନ୍ତ ରୋଗ ଓ ଯୌନ ସମସ୍ୟାରେ ଏବେ ଅଧିକାଂଶ ଲୋକ ପୀଡ଼ିତ ହେଉଛନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ…

ଲାଇଫ୍‌ଷ୍ଟାଇଲ୍‌ରେ ସାମିଲ କରନ୍ତୁ ଏହି ୫ଟି ଅଭ୍ୟାସ, କିଛିଦିନ ପରେ ଦେଖନ୍ତୁ ଫରକ୍‌

ଚେହେରାର ଗ୍ଲୋକୁ ବଜାୟ ରଖିବା ପାଇଁ ଲୋକେ କେତେ କ’ଣ ପଇସା ଖର୍ଚ୍ଚ ନ କରନ୍ତି। କିନ୍ତୁ ଯଦି କିଛି ଅଭ୍ୟାସକୁ ନିଜ ଲାଇଫ୍‌ଷ୍ଟାଇଲରେ ସାମିଲ କରାଯାଏ, ତା’ହେଲେ ଆପଣଙ୍କୁ ଆଉ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ହଁ, ଆମେ କହୁଛୁ ଆପଣଙ୍କର ଏମିତି ୫ଟି ଅଭ୍ୟାସ ବିଷୟରେ, ଯାହା ସବୁବେଳେ…

ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଏହି ଜିନିଷକୁ ଖାଲି ପେଟରେ କରନ୍ତୁ ସେବନ

ଆଜିକାଲି ଆମ ଜୀବନ ଏତେ ବ୍ୟସ୍ତତା ଭିତରେ ଗତି କରୁଛି ଯେ ନିଜ ପାଇଁ ସମୟ ବାହାର କରିବା ସମ୍ଭବ ହେଉନାହିଁ। ସମୟ ଅଭାବରୁ ଖାଦ୍ୟପେୟରେ ମଧ୍ୟ ଅନିୟମିତତା ଦେଖାଦେଉଛି, ଯାହାଫଳରେ ବିଭିନ୍ନ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହୁଛି। ବାହାରେ ପ୍ରଦୂଷଣର ମାତ୍ରା ବି ଦିନକୁ ଦିନ ବଢ଼ିଚାଲିଥିବା ହେତୁ…

ଭୁଲରେ ବି ଚେହେରାରେ ଲଗାନ୍ତୁ ନାହିଁ ନଡିଆ ତେଲ, ହୋଇପାରେ ଏହି କ୍ଷତି

ଆମେ ସମସ୍ତେ ଶୁଣିଛେ ନଡିଆ ତେଲର ବ୍ୟବହାର ସୌନ୍ଦର୍ଯ୍ୟ ପ୍ରସାଧାନ ସାମଗ୍ରୀ ଭାବରେ କରାଯାଏ । ତେଣିକି ତାହା କେଶ ପାଇଁ ହେଉ ବା ତ୍ବଚା ପାଇଁ । ସମସ୍ତେ କୁହନ୍ତି ନଡିଆ ତେଲର ବ୍ୟବହାର କରିବା ଉଚିତ୍ । କିନ୍ତୁ ଆଜି ଆମେ ଆପଣଙ୍କ ନଡିଆ ତେଲ ସହ ଜଡିତ କିଛି ଭ୍ରାନ୍ତ ଧାରଣା ବିଷୟରେ କହିବୁ…

ଖରାଦିନରେ ଏପରି କରନ୍ତୁ ଲହୁଣୀର ବ୍ୟବହାର,ତ୍ୱଚା ଚମକିବା ସହ ଦୂର ହେବ ଅନେକ ସମସ୍ୟା

ଖରାଦିନରେ ସବୁଠାରୁ ଅଧିକ ତ୍ୱଚା ଖରାପ ହୋଇଥାଏ। ସୂର‌୍ୟ୍ୟ କିରଣ ସିଧାସଳଖ ଚର୍ମରେ ପଡିବା କାରଣରୁ ଅନେକ ତ୍ୱଚା ସମ୍ବନ୍ଧୀତ ଅସୁବିଧା ଦେଖାଯାଇଥାଏ। ଏମିତିରେ ଲହୁଣୀର ସେବନ ଏବଂ ବ୍ୟବହାର ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ତେବେ ଆପଣ ଲହୁଣୀର ବ୍ୟବହାର ତ୍ୱଚା ପାଇଁ ବିଭିନ୍ନ ପ୍ରକାରରେ…

ପ୍ରାକୃତିକ ଉପାୟରେ ଏପରି ଛଡ଼ାନ୍ତୁ ହୋଲିର ରଙ୍ଗ, ତ୍ବଚାକୁ ହେବ ନାହିଁ କ୍ଷତି

ରଙ୍ଗର ପର୍ବ ହୋଲିକୁ ଆଉ ମାତ୍ର ଗୋଟିଏ ଦିନ। ଏନେଇ ବିଭିନ୍ନ ସ୍ଥାନରେ ଯୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ଫଗୁ ବା ରଙ୍ଗ ପାଣିରେ ମିଶିଯିବା ମାତ୍ରେ ତାହା ତ୍ବଚାରେ ଲାଗି ରହିଯାଇଥାଏ ଏବଂ ପରେ ତାହାକୁ ଛଡ଼ାଇବା ପାଇଁ ଖୁବ ହଇରାଣ ହେବାକୁ ପଡିଥାଏ। ଏନେଇ ଆଜି ଆପଣଙ୍କୁ କିଛି ସହଜ ଘରୋଇ…

ପୁରୁଷମାନେ ଦୟାକରି ଧ୍ୟାନ ଦିଅନ୍ତୁ ! ପଢ଼ନ୍ତୁ ଶୀତ ଦିନରେ କେମିତି ରଖିବେ ନିଜ ତ୍ବଚାର ଯତ୍ନ

ଶୀତ ଦିନରେ ତ୍ବଚାର ଖାସ ଧ୍ୟାନ ରଖିବା ଆବଶ୍ୟକ। ପୁରୁଷ ମାନେ ସ୍ବତନ୍ତ୍ର ଭାବରେ ତାଙ୍କର ତ୍ବଚାର ଧ୍ୟାନ ରଖିବା ଆବଶ୍ୟକ। କାରଣ ସାଧାରଣତଃ ପୁରୁଷ ମାନେ ତାଙ୍କର ତ୍ବଚାର ଯତ୍ନ ନିଅନ୍ତି ନାହିଁ। ଏହି କାରଣରୁ ଅନେକ ତ୍ବଚା ସମ୍ବଦ୍ଧୀୟ ସମସ୍ୟା ସେମାନଙ୍କ ଠାରେ ଦେଖାଯାଇଥାଏ। ଶୀତ ଋତୁରେ…