Below header
Browsing Tag

skin tips

ଗ୍ଲୋଇଙ୍ଗ ଏବଂ ଦାଗମୁକ୍ତ ସ୍କିନ୍‌ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ, ଚମକିବ ଚେହେରା

ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କର ସ୍କିନ୍‌ ଉଜ୍ଜ୍ୱଳ ଏବଂ ଦାଗମୁକ୍ତ ହେଉ । କିନ୍ତୁ କିଛି ସାଧାରଣ ଭୁଲ ପାଇଁ ସ୍କିନ୍‌ ଡ୍ୟାମେଜ ହେବାର ସମ୍ଭାବନା ରହିଥାଏ । ଏପରି କେଉଁ ଭୁଲ କରିବା ଦ୍ୱାରା ସ୍କିନର କ୍ୱାଲିଟି ଖରାପ ହୋଇପାରେ ଆସନ୍ତୁ ଜାଣିବା । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା…

ସୋରିଷତେଲ ଭଳି ସୋରିଷ ମଧ୍ୟ ତ୍ୱଚା ପାଇଁ ହୋଇଥାଏ ବହୁତ ଉପକାରୀ, ଜାଣନ୍ତୁ କିପରି କରିବେ ବ୍ୟବହାର

ସୋରିଷ ତେଲ ଦ୍ଵାରା ହେଉଥିବା ଫାଇଦା ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ । କିନ୍ତୁ ଏହାର ମଞ୍ଜି ଦ୍ଵାରା ହେଉଥିବା ଫାଇଦା ବିଷୟରେ କଣ ଆପଣ ଜାଣିଛନ୍ତି କି ? ସୋରିଷର ମଞ୍ଜି ବିଷୟରେ ବାଇବେଲ ଏବଂ ହିନ୍ଦୁ ପୁରାଣରେ ମଧ୍ଯ ଉଲ୍ଲେଖ ରହିଛି। ଅନେକ ବର୍ଷ ଧରି ସୋରିଷ ଆମର ଖାଇବା ପିଇବା ଏବଂ…

ପିମ୍ପଲ୍ସ ଓ ଦାଗ ସମସ୍ୟାକୁ ନେଇ ଚିନ୍ତିତ ଥିଲେ ଫେସ୍‌ ରେ ଆପ୍ଲାଏ କରନ୍ତୁ ଏହି ପ୍ୟାକ, ଶୀଘ୍ର ମିଳିବ ଫାଇଦା

ଯଦି ଆପଣଙ୍କ ତ୍ୱଚାରେ ପିମ୍ପଲସ୍‌ କିମ୍ବା ଅନ୍ୟ କୌଣସି ଦାଗ ସମସ୍ୟା ରହିଛି। ତେବେ ଏହି ଖବର ଆପଣଙ୍କ ସମସ୍ୟାକୁ ତୁରନ୍ତ ଦୂର କରିବ। ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଖରାପ ଜୀବନଶୈଳୀ, ଭୁଲ ଖାଦ୍ୟ ଗ୍ରହଣ, ପ୍ରଦୂଷଣ ମାତ୍ରା ବୃଦ୍ଧି ଏବଂ ଧୂଳି ମାଟି ଆଦିର ସମ୍ପର୍କରେ ଆସିବା ପରେ…

ଷ୍ଟିମ ନେବା ସମୟରେ ଏଭଳି ଭୁଲ କଲେ ସ୍କିନରେ ହୋଇଥାଏ ଗମ୍ଭୀର ସମସ୍ୟା, ଜାଣନ୍ତୁ

ଚେହେରା ପ୍ରତି ସମସ୍ତେ ଯତ୍ନବାନ ଥାନ୍ତି। ଏଥିପାଇଁ କିିଛି ଜଣ ସ୍କିନ ଟ୍ରିଟମେଣ୍ଟ ଉପରେ ନିର୍ଭର କରିଥାନ୍ତି। ଅନ୍ୟ କେହି ଘରୋଇ ଉପାୟ ଆପଣାଇ ଅଧିକ ସୁନ୍ଦର ହେବା ପାଇଁ ଚେଷ୍ଟା କରନ୍ତି। ତେବେ ଆପଣ ଷ୍ଟିମ କଥା ଅନେକ ବାର ଶୁଣିଥିବେ। ଏହାକୁ କରିବା ଦ୍ୱାରା ମୁହଁ ଗ୍ଲୋ କରିଥାଏ। ତେବେ…

ନାଚୁରାଲ ବିୟୁଟି ତଥା ଉଜ୍ୱଳ ତ୍ୱଚା ପାଇବାକୁ ଚାହୁଁଥିଲେ ମାନନ୍ତୁ ଏହି ସହଜ ଟିପ୍ସ

ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି । ବ୍ୟସ୍ତ ବହୁଳ ଜୀବନ ଭିତରେ ଆଜିକାଲି ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଅନେକ ସହଜ ଉପାୟ ଆପଣାଉଛନ୍ତି । ସୁନ୍ଦରତାର କଥା ଆସିଲେ ସମସ୍ତେ ନିଜ ଚେହେରାକୁ ସଜେଇବାକୁ ଲାଗି ପଡନ୍ତି । ସମୟ ଅଭାବ ହେତୁ କିଛିଜଣ ବିୟୁଟି ପ୍ରଡକ୍ଟସ ବ୍ୟବହାର କରନ୍ତି…

ମୁହଁରେ ଭୁଲରେ ବି ଲଗାନ୍ତୁନି ଏହି ଜିନିଷ, ନଚେତ ସୁନ୍ଦର ଗୋରା ବଦଳରେ ହୋଇଯିବେ କଳା

ଚେହେରାକୁ ଗ୍ଲୋଇଙ୍ଗ ଏବଂ ଚମକଦାର ବନାଇବା ପାଇଁ ଆମେ ବହୁତ ପ୍ରକାର ଚେଷ୍ଟା କରିଥାନ୍ତି। କିନ୍ତୁ ଅନେକ ଥର ଏକ୍ସପେରିମେଣ୍ଟ କରିବା ଭାରି ପଡିଯାଏ ଏବଂ ତ୍ୱଚା ସୁନ୍ଦର ଗୋରା ହେବା ବଦଳରେ ଖରାପ ହୋଇଯାଏ କଳା ହୋଇଯାଏ। ଏଠାରେ ଜାଣନ୍ତୁ କିଛି ଏମିତି ଜିନିଷ ବିଷୟରେ ଯାହାର ବ୍ୟବହାର କରିବା…

ଜାଣନ୍ତୁ ଦିନରେ କେତେ ଥର ଫେସ ଓ୍ଵାସ୍ କରିବା ଉଚିତ୍‌, ସୁନ୍ଦର ତ୍ୱଚା ପାଇଁ ପଢ଼ନ୍ତୁ ନିଶ୍ଚୟ

ତ୍ୱଚାର ସଠିତ ଯତ୍ନ ନେବା ବହୁତ ଜରୁରୀ। ଯଦି ଆପଣ ନିଜ ସ୍କିନର କୌଣସି ଯତ୍ନ ନେଉନାହାଁନ୍ତି ତାହେଲେ ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇପାରେ, ଯେମିତିକି ବ୍ରଣ, ଚର୍ମ କୁଞ୍ଚନ ଆଦି। ଚେହେରାକୁ ଧୂଳି ମଳିରୁ ରକ୍ଷା କରିବା ପାଇଁ ଲୋକମାନେ ଫେସଓ୍ଵାସର ବ୍ୟବହାର କରନ୍ତି।…

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ, ଚମକି ଉଠିବ ତ୍ୱଚା

ଏହା ନିଶ୍ଚୟ ଧ୍ୟାନ ଦିଅନ୍ତୁ ଯେ ଶୋଇବା ପୂର୍ବରୁ ଆପଣ ଆପଣଙ୍କ ଚେହେରାରୁ ମେକଅପ୍ ହଟାଇଛନ୍ତି ନା ନାହିଁ। ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କ ତ୍ୱଚା ଖରାପ ହୋଇଯାଏ। ଏଥିପାଇଁ ସବୁବେଳେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଉଷୁମ ପାଣିରେ…

ଖରା ଦିନେ ଆପଣଙ୍କ ସ୍କିନ୍ ପାଇଁ ବରଦାନ ସାବ୍ଯସ୍ତ ହୋଇପାରେ ଏହି ସବୁ ଘରୋଇ ଉପଚାର, ଏମିତି କରନ୍ତୁ ବ୍ଯବହାର

ଆସିଗଲାଣି ଖରା ଦିନ। ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ । କିନ୍ତୁ ପେଟ ପାଟଣା ପାଇଁ ଘରୁ ବାହାରିବାକୁ ତ ପଡିବ । ତେବେ ବିଶେଷ କରି ଖରାରେ ବାହାରିବା ଦ୍ବାରା ଆମ ହାତ, ବେକ, ଗୋଡ଼ ଓ ମୁହଁରେ ଟାଣ ଖରା ପ୍ରକୋପା କଳା ଦାଗ ପଡିଯାଇଥାଏ । ଯାହାକୁ ଆମେ ଡି-ଟ୍ୟାନ୍ କହିଥାଉ। ଯାହାଦ୍ବାରା…

ଶୀତ ଦିନେ ଭୁଲରେ ବି ତ୍ୱଚାରେ ଲଗାନ୍ତୁନି ଏହି ଜିନିଷ, ସୁଧୁରିବା ବଦଳରେ ବିଗିଡି ଯାଇପାରେ ତ୍ୱଚା

ସାଧାରଣରତଃ ଶୀତ ଦିନରେ ପ୍ରାୟ ସମସ୍ତଙ୍କ ଠାରେ ଶୁଷ୍କ ତ୍ୱଚା ସମସ୍ୟା ଦେଖାଦେଇଥାଏ । ଏହା ସହ ତ୍ୱଚା ଚମକ ହରାଇବା ସହ ଶ୍ୟାମଳ ହୋଇଯାଏ । ଆଉ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇପଡେ । କିଛି ଜଣ ବିଭିନ୍ନ ଘରୋଇ ଜିନିଷ ବ୍ୟବହାର କରୁଥିବା ବେଳେ କିଛି…

ଚମକପୂର୍ଣ୍ଣ ତ୍ବଚା ଚାହୁଁଛନ୍ତି ତ ଆଜିଠାରୁ ହିଁ ବ୍ୟବାହାର କରନ୍ତୁ ଏହି ଆୟୁର୍ବେଦିକ ଉପଚାର

ଶାରୀରକି,ମାନସିକ ସ୍ଥିତି, ଚିନ୍ତା,ବୟସ ଏବଂ ପାରିପାର୍ଶ୍ବିକ ବାତାବରଣ ଆମ ତ୍ବଚା ଉପରେ ବିଶେଷ ପ୍ରଭାବ ପକାଇଥାଏ । ତ୍ବଚାରେ ବୟସର ଛାପ ଏବଂ ଅନ୍ୟ ସମସ୍ୟା ଆଦି ଅଧିକାଂଶ ସମୟରେ ତ୍ବଚାକୁ ଖରାପ କରିଦେଇଥାଏ । ତେଣୁ ତ୍ବଚାର ଯତ୍ନ ଉଭୟ ଭିତରୁ ଏବଂ ବାହାର ପଟୁ ନେବା ନିତ୍ୟାନ୍ତ ଆବଶ୍ୟକ ।…