Browsing Tag

snatching

କାରରୁ ଯୁବତୀଙ୍କୁ ଧକ୍କା ଦେଇ ତଡ଼ି ଦେଲେ କ୍ୟାବ୍‌ ଚାଳକ, ଛଡ଼ାଇ ନେଲେ ୪୩ ହଜାର ଟଙ୍କା

କ୍ୟାବ୍‌ ବୁକ୍‌ କରୁଥିଲେ ସାବଧାନ୍‌। କେତେବେଳେ ବି ହୋଇପାରନ୍ତି ଲୁଟ୍‌ର ଶିକାର। ନିକଟରେ ଜଣେ କ୍ୟାବ୍‌ ଡ୍ରାଇଭର ଯାତ୍ରୀଙ୍କୁ ଗାଡ଼ିରୁ ଧକ୍କା ଦେଇ ଟଙ୍କା ନେଇ ଯାଇଥିବା ଭଳି ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି ଜଣେ ବିଦେଶୀ ମହିଳା ଯାତ୍ରୀ। ନୋଏଡାରୁ ଆସିଛି ଏଭଳି ଅଭିଯୋଗ। ବିଦେଶୀ…

ବେକରୁ ଚେନ ଛିଣ୍ଡାଇବା ବେଳେ ଘଟିଲା ଦୁର୍ଘଟଣା, ବାଇକ୍ ମୋବାଇଲ ଛାଡି ଫେରାର ହେଲେ ଦୁର୍ବୃତ୍ତ

ଯାଜପୁର ରୋଡ(କେନ୍ୟୁଜ) : ୨୦ ନମ୍ଵର ଜାତୀୟ ରାଜପଥରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଛଡାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣା ଘଟିବାରୁ ବାଇକ୍ ଛାଡି ଫେରାର୍ ହୋଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି କୋରେଇ ଥାନା ଅନ୍ତର୍ଗତ କଣ୍ଟାଝରି ଛକରେ । ସୂଚନା ଅନୁଯାୟୀ କେନ୍ଦୁଝର…

ପୁଣି ତେଜିଲା କଳା ପଲ୍‌ସର ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

ସୋର(କେନ୍ୟୁଜ୍‌): ପୁଣି ତେଜିଲା କଳା ପଲ୍‌ସର ଆତଙ୍କ । ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ଉତ୍ତରେଶ୍ବର ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଇଛନ୍ତି ଦୁର୍ବୃତ୍ତ । ସୁଚନା ଅନୁସାରେ ସୋର ଥାନା ନିଶ୍ଚିନ୍ତପୁର ପଞ୍ଚାୟତ କୁଡେଇ ଗ୍ରାମର ତ୍ରିନାଥ ଖିଲାରଙ୍କ…

ବାଲୁଗାଁ: ମାରିଦେଲେ ଲୁଟେରା, ଛିନତାଇ ବେଳେ ଚଳନ୍ତା ବାଇକରୁ ପଡି ମହିଳା ମୃତ

ସାମାନ୍ୟ କେତେଟା ଟଙ୍କା ପାଇଁ ଲୁଟେରା ନେଇଗଲେ ଜୀବନ। ମାନବିକତା ଆଗରେ ଜିତିଗଲା ଲୋଭର ରାକ୍ଷାସ। ଏମିତି କିଛି ଘଟଣା ଘଟିଛି ବାଲୁଗାଁର ନାଭାଲ ଅଞ୍ଚଳରେ। ଦୁର୍ବୃତ୍ତ ମାନେ ଭ୍ୟାନିଟ ବ୍ୟାଗକୁ ଝାମ୍ପି ନେବା ବେଳେ ବାଇକରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା…