ଅସହାୟଙ୍କ ମୁହଁରେ ହସ ଫୁଟାଉଛନ୍ତି ସଂଗୀତା, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ
ଲକ୍ଷ୍ମୀପୁର: ଜଣେ ଉଚ୍ଚଶିକ୍ଷିତା ମହିଳା । ହେଲେ ଚାକିରି କରି ନାହାନ୍ତି କିନ୍ତୁ ପରିବାର ସମ୍ଭାଳୁଛନ୍ତି । ଆଉ ସବୁ ଜଞ୍ଜାଳ ଭିତରେ ନିଜକୁ ସାମିଲ କରିଛନ୍ତି ସମାଜ ସେବାରେ । କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଲକ୍ଷ୍ମୀପୁର । ସେହିଠାରେ ସ୍ବାମୀ ଅବସ୍ଥାପିତ ଅଛନ୍ତି । ଆଉ ସଂଗୀତା ନିଜ…