ବସ୍ଙ୍କ ସହ ଶାରୀରିକ ସମ୍ପର୍କ ରଖିଲେନି ବୋଲି ପତ୍ନୀଙ୍କୁ ଛାଡପତ୍ର ଦେଲା ସ୍ବାମୀ, ବାପ ଘରୁ ୧୫ ଲକ୍ଷ ଆଣିବାକୁ…
ଚାକିରିରେ ଉନ୍ନତି ପାଇଁ ନିଜ ବସ୍ଙ୍କ ସହ ଶାରୀରିକ ସମ୍ପର୍କ ରଖିଲେନି ବୋଲି ପତ୍ନୀଙ୍କୁ ଛାଡପତ୍ର ଦେଲା ସ୍ବାମୀ । ୪୫ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ପତ୍ନୀଙ୍କୁ ବାପଘରୁ ୧୫ ଲକ୍ଷ ଟଙ୍କା ଆଣିବା ଏବଂ ବସ୍ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ମହାରାଷ୍ଟ୍ରରେ ଘଟିଛି ଏମିତି ଘଟଣା ।…