Browsing Tag

special story on akshaya tritiya

ଆଜି ଅକ୍ଷୟ ତୃତୀୟାରେ କରନ୍ତୁ ଏସବୁ କାମ: ସନ୍ତୁଷ୍ଟ ହେବେ ଧନଲକ୍ଷ୍ମୀ, ଦୂର ହେବ ଆର୍ଥିକ ସମସ୍ୟା

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ମାନ୍ୟତା ରହିଛି ଯେ ଏହି ଦିନ ଠାରୁ ଶୁଭ ଦିନ ଆଉ କିଛି ନାହିଁ। ଏହି ଦିନ ସମସ୍ତ କାର୍ଯ୍ୟ ପାଇଁ ଶୁଭ ହୋଇଥାଏ। ବିବାହ, ବ୍ରତ ଠାରୁ ଆରମ୍ଭ କରି ଘର ପ୍ରତିଷ୍ଠା, ଗାଡ଼ି କିଣିବା ଯାଏଁ ସବୁ କାମ ଅକ୍ଷୟ ତୃତୀୟାରେ ବିନା…

ଅକ୍ଷୟ ତୃତୀୟାରେ କରନ୍ତୁ ନାହିଁ ଏହି ୭ଟି ଭୁଲ୍‌; ରାଗିଯିବେ ମା’ ଲକ୍ଷ୍ମୀ, ପରିଣାମ ଭୋଗିବେ ଆପଣ…

ଆଉ କିଛିଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, କୌଣସି ମାଙ୍ଗଳିକ କାର୍ଯ୍ୟ ହେଉ କି କିଣାକିଣି, ଏଥିପାଇଁ ଅକ୍ଷୟ ତୃତୀୟା ସବୁଠାରୁ ଶୁଭଦିନ ହୋଇଥାଏ। ହେଲେ ଜ୍ୟୋତିଷଙ୍କ କହିବା ହେଲା, ଏହି ଦିନ ଆମକୁ ଏମିତି କିଛି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାକୁ ନେଇ…

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଶୁଭ କାମ, ମିଳିବ ୪ଧାମର ପୁଣ୍ୟ ଫଳ

ହିନ୍ଦୁ ଧର୍ମରେ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥି ଅତ୍ୟନ୍ତ ଶୁଭ ହୋଇଥାଏ । ଚଳିତ ବର୍ଷ ଆସନ୍ତା ମେ ମାସ ୩ ତାରିଖ ମଙ୍ଗଳବାରରେ ଏହିଶୁଭ ପର୍ବ ପଡ଼ୁଛି । ଅକ୍ଷୟର ଅର୍ଥ ହେଉଛି ଯାହା କେବେ ଶେଷ ବା କ୍ଷୟ ହୋଇନଥାଏ। ଏହି ଦିନ କୌଣସି ଶୁଭ କାର୍ଯ୍ୟରେ ବିଘ୍ନ ଘଟିନଥାଏ। ସେହିପରି ଏହି ଦିନ…

ଅକ୍ଷୟ ତୃତୀୟା ୨୦୨୨: ରାଶି ଅନୁସାରେ ଜିନିଷ କ୍ରୟ କରି ସୁଖ, ସୌଭାଗ୍ୟ ପ୍ରାପ୍ତ କରନ୍ତୁ…ଜାଣି ନିଅନ୍ତୁ କ’ଣ କିଣିବେ…

ଚଳିତବର୍ଷ ମେ’ ୩ରେ ପଡ଼ୁଛି ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ଏହା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ। ଏହି ଦିନ ଆପଣ କୌଣସି ବି କାର୍ଯ୍ୟ ବିନା ପାଞ୍ଜି ଦେଖି କରିପାରିବେ। ଏହି…

ଅକ୍ଷୟ ତୃତୀୟାରେ ନିଶ୍ଚୟ କରନ୍ତୁ ଏହି କାମ, ଦୂର ହୋଇଯିବ ଘରର ଆର୍ଥିକ ସଙ୍କଟ…ଜାଣନ୍ତୁ ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ। ଏହି ଦିନ ଦେବୀ ଉପାସନା କରିବା ଉଚିତ୍‌। ଏହାଦ୍ୱାରା ମାନସିକ ଏବଂ ଶାରୀରିକ ଶାନ୍ତି ପ୍ରାପ୍ତ ହୋଇଥାଏ। ଏହି ପବିତ୍ର ଦିନରେ ଆଭୂଷଣ ଏବଂ ସୁନାଚାନ୍ଦି କିଣିବାର ପ୍ରଥା ମଧ୍ୟ ରହି ଆସିଛି। ଏଥିପାଇଁ ଅକ୍ଷୟ ତୃତୀୟାର ଶୁଭ…

୫୦ ବର୍ଷ ପରେ ପଡ଼ୁଛି ଅଦ୍ଭୁତ ସଂଯୋଗ! ମଙ୍ଗଳ ରୋହିଣୀ ନକ୍ଷତ୍ରରେ ଏଥର ପାଳନ କରାଯିବ ଅକ୍ଷୟ ତୃତୀୟା; ୪ ଗ୍ରହର ରହିବ…

ବୈଶାଖ ଶୁକ୍ଳର ଅକ୍ଷୟ ତୃତୀୟା ପର୍ବ ଏଥର ମେ’ ୩ ମଙ୍ଗଳବାର ଦିନ ପାଳନ କରାଯିବ। ଜ୍ୟୋତିଷ ଗଣନା ଅନୁସାରେ, ଅକ୍ଷୟ ତୃତୀୟା ମଙ୍ଗଳ ରୋହିଣୀ ନକ୍ଷତ୍ରର ଶୋଭନ ଯୋଗରେ ପଡ଼ୁଛି। ଶୁଭ ଯୋଗରେ ଅକ୍ଷୟ ତୃତୀୟା ପାଳନର ଏହି ଅଦ୍ଭୁତ ସଂଯୋଗ ୩୦ ବର୍ଷ ପରେ ସୃଷ୍ଟି ହେଉଛି। ଏତିକି ନୁହେଁ, ୫୦ ବର୍ଷ ପରେ…