Browsing Tag

sports award

ଭାରତୀକୃଷ୍ଣ ଓ ଅମୂଲ୍ୟଙ୍କୁ ସହିଦ ସ୍ପୋର୍ଟିଂ କ୍ଳବ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ

ଭୁବନେଶ୍ୱର (କେନ୍ୟୁଜ୍) ରାଜ୍ୟର ଅନ୍ୟତମ ପ୍ରଗତିଶୀଳ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଳବ ପକ୍ଷରୁ ରବିବାର ଦିନ କ୍ଳବ ପରିସରରେ ଆୟୋଜିତ ଏକ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମରେ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର- ୨୦୨୪ ପ୍ରଦାନ କରାଯାଇଛି । ଜୀବନବ୍ୟାପୀ ସାଧନା…

ଖେଳକୁ ପ୍ରୋତ୍ସାହନ ଦେଉଥିବାରୁ କିଟକୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ବର(କେନ୍ୟୁଜ୍): ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ…

୨୦୨୧ ବର୍ଷ ଲାଗି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବିଜେତାଙ୍କ ନାମ ଘୋଷଣା, ଲାଇଫଟାଇମ୍‌ ଆଚିଭମେଣ୍ଟ ପୁରସ୍କାର…

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୨୦୨୧ ବର୍ଷ ଲାଗି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ କ୍ରୀଡ଼ା ପ୍ରତି ଆଜୀବନ ଅବଦାନ ପାଇଁ ଲାଇଫଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ…

ଜାତୀୟ କ୍ରୀଡା ପୁରସ୍କାର ପାଇଁ ନାଁ ସୁପାରିସ କଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ଯୁଜ୍): ଜାତୀୟ କ୍ରୀଡା ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର। ଦୂତିଙ୍କୁ ଖେଳରତ୍ନ, ବୀରେନ୍ଦ୍ରଙ୍କୁ ଅର୍ଜ୍ଜୁନ, ଅନୁରାଧାଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ରାଜ୍ୟ ସରକାର ଦେଶର ଦ୍ରୁତତମା ଧାବିକା ଦୂତି ଚାନ୍ଦଙ୍କ ନାମ ଦେଶର…

ଜାତୀୟ କ୍ରୀଡ଼ା ଦିବସରେ ସତ୍ଯ ଓ ଜୟନ୍ତୀଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ପାରା ଆଥଲେଟ୍‌ ଜୟନ୍ତୀ ବେହେରାଙ୍କୁ ୨୦୧୯ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମିଳିବ।ସେହିପରି ପ୍ରତିଷ୍ଠିତ ଚେସ୍ ଗୁରୁ ସତ୍ଯ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ଯ ଏହି ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମିଳିବ। ଆସନ୍ତା ୨୯ ତାରିଖରେ…

ଶିବ ପ୍ରସାଦ ଦାସ ଓ ଅଶୋକ ମହାନ୍ତିଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟ ଓ ଦେଶକୁ ପାରା ବ୍ୟାଡ୍‌ମିଣ୍ଟନ୍‌ କ୍ଷେତ୍ରରେ ସଫଳ ଖେଳାଳି ପ୍ରଦାନ କରିଥିବା କୋଚ୍‌ ଶିବ ପ୍ରସାଦ ଦାସଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର । ୨୦୧୯ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଜଣେ କ୍ରୀଡ଼ାବିତ ଓ ବରିଷ୍ଠ…